ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ଆପଣ ମାନେ ଜାଣିଥିବେ ଆଗରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଧ ବା CHSC ରୁ +2 ରୁ ପାସ୍ କରୁଥିବା ପନ୍ଦର ହଜାର ମେଧାବୀ ଛାତ୍ର ଛାତ୍ରୀ ଙ୍କୁ (ଯୁବ ବିଜୁ ସଶକ୍ତି ଯୋଜନାରେ ) ମିଳୁଥିଲା ଲାପଟପ ପିଲାମାନେ ଅଧିକ ମନ ଲଗାଇ ପଢୁଥିଲେ ଏବଂ ଗରିବ ପିଲା ମାନେ ଉପକୃତ ହେଉଥିଲେ ପିଲା ମାନଙ୍କର ପାଠ ପଢିବାରେ ଆଗ୍ରହ ସୃଷ୍ଟି ହେଉଥିଲା କିନ୍ତୁ ଆମ ରାଜ୍ୟ ଶିକ୍ଷା ବିଭାଗରୁ ନୂଆ କିଛି ନିୟମ ଆସିଛି ତେବେ ଚଲାନ୍ତୁ ସେ ବିଷୟରେ ଆଲୋଚନା କରିବା ପୁରା ତଥ୍ୟ ଜାଣିବା ପାଇଁ ଆପଣଙ୍କୁ ଆମ ସହ ଶେଷ ଯାଏଁ ରହିବାକୁ ପଡିବ।

ନିୟମ ଅନୁଶାରେ ଆଗରୁ ମିଳୁଥିବା ଲାପଟୋପ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଲାପଟପ ବଦଳରେ ମିଳିବ ଟଙ୍କା ଆଉ ମିଳିବନି ଲାପଟୋପ ତା ବଦଳରେ
ଏହି ମୂଲ୍ୟ 30000 ତିରିଶ ହଜାର ରଖ ଯାଇଛି ବୋଲି ସୂଚନା ମିଳୁଛି
ମେଧାବୀ ଛାତ୍ର ଛାତ୍ରୀ ମାନେ ଏହି ଟଙ୍କା ପାଇ ଉପକୃତ ହେବେ
ଏହି ଯୋଗାଣ ରେ ଛାତ୍ର ଛାତ୍ରୀ ପ୍ରତାକ୍ଷ ଭାବରେ ଲାଭବାନ ହେବେ
ରାଜ୍ୟ ଶିକ୍ଷା ବିଭାଗ ରୁ ଏହି ଅଭିନବ ପ୍ରୟାସ ଜାରି କରା ଯାଇଛି

ଏହି ପଦକ୍ଷପ କେତେ ଦୂର ଠିକ ଆମକୁ କୋମେନ୍ଟ ମାଧ୍ୟମରେ ଜଣାନ୍ତୁ ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ