ଆଜି ଜାଣିବା ମହାପୁରୁଷ ମାନଙ୍କର ରଚିତ ଗ୍ରନ୍ଥ ମାଳିକା ବିଷୟରେ। ପଞ୍ଚସଖା ଯେ ମାଳିକା ଗ୍ରନ୍ଥ ରଚନା କରିଥିଲେ ତା ନୁହେଁ,ସାରଙ୍ଗ ଦାସ ଗ୍ରନ୍ଥ ଅଛି,ନିରାକାର ଦାସ ଗ୍ରନ୍ଥ ଅଛି,ଶିଶୁ ଦାସ,ବୈକୁଣ୍ଠ ଦାସଙ୍କ ଆଦି ଏମିତି ଅନେକ ମାଳିକା ରହିଛି। ବହୁତ ବର୍ଷତଳେ ମହାପୁରୁଷମାନେ ତାଙ୍କ ଦିବ୍ୟଦୃଷ୍ଟି ରେ ବର୍ତ୍ତମାନ ଏବଂ ଭବିଷ୍ୟତରେ କଣ ଘଟିବ ତାହାକୁ ଏହି ମାଳିକା ଦ୍ଵାରା ବର୍ଣ୍ଣନା କରିଛନ୍ତି।

ଯେମିତି ଫୁଲମାଳାରେ ଫୁଲ ପଛକୁପଛ ଗୁନ୍ଥି ହୋଇରହିଥାଏ,ଠିକ ସେହିପରି ଭବିଷ୍ୟତ କଥା,ଇତିହାସ କଥା, ପୁରାଣ କଥା ଏବଂ ସମାଜକୁ ସତର୍କତା ଦେବାର କଥା ମାଳ ମାଳ ଗୁଚ୍ଛ ଗୁଚ୍ଛ ଭାବରେ ଲେଖାଯାଇଥାଏ ତାହାକୁ ମାଳିକା କୁହାଯାଏ । ଆମେ ଆଜି ଯାହାକିଛି କହୁଚେ ସବୁ ସେହି ମହାପୁରୁଷଙ୍କ କଥା କହିଥାଉ କୋୖଣସି ମାନଗଢା କାହାଣୀ କହିନଥାଉ। ସେହି ମାଳିକାରୁ ଚୌଦ୍ୱାର, କଟକ କଥା ମଧ୍ୟ ଲେଖାହୋଇଛି,ଯାହା ଆମେ ଏବେ ଜାଣିବା,,
ଆମର କଟକ କହିଲେ ଆମେ କେବଳ କଟକ ବୁଝିଥାଉ, ହେଲେ ୫ ଟି କଟକ ଅଛି ,ଯଥା- ପୁରୁଷୋତ୍ତମ କଟକ, କଟକ,ଅମଳାବତୀ କଟକ,ଯାଜପୁର କଟକ,ଏବଂ ଚୌଦ୍ୱାର କଟକ। ଏହି ଚୌଦ୍ୱାର କଟକ ବିଷୟରେ ମହାପୁରୁଷ ଅରକ୍ଷିତ ଦାସ ମହାଶ୍ରୀପଦ୍ମକଳ୍ପ ମାଳିକାରେ କହିଛନ୍ତି ଯେ ସେଠାରେ କଣ କଣ ଲିଳା ହେବ।
କଟକ ଚୌଦ୍ୱାର ରଣଗୋଳ ହୋଇଯିବ। କାହିଁକିନା ଆମେ ଦେଖିବାଯଦି ଚୌଦ୍ୱାରରେ ମତିତଳେ ୩୦ କିମି ଦୂରତାରେ ଅସ୍ତ୍ରଶସ୍ତ୍ର ଦେଖିବାକୁ ମିଳିବ।ଚୀନ କ୍ଷେପଣାସ୍ତ୍ର ମାଡ କରିବ ଚୌଦ୍ୱାର ରେ।ମହାପୁରୁଷ ମାନେ ୬୦୦ ବର୍ଷ ପୂର୍ବେ ଲେଖିଥିଲେ, ବର୍ତ୍ତମାନ ମଧ୍ୟ ଦେଖିଲେ ସେଠାରେ ଅସ୍ତ୍ରଶସ୍ତ୍ର ମିଳିବ।ଏଠାରେ ସର୍ବଦା ରଣନୀତି ଲାଗିରହିବ।
କେବଳ କଣ ଚୌଦ୍ୱାରରେ ଖାଲି ରଣଗୋଳ ଲାଗିରହିବ କି ,ନା।ଏଠାରେ ମଧ୍ୟ ଭଲ କଥା ଘଟିବ।ଏଠାରେ ଶ୍ୱଂ ମା ମହାଲକ୍ଷ୍ମୀ ବିରାଜମାନ ହେବେ।କିନ୍ତୁ ଶଙ୍ଖ,ଚକ୍ର, ଗଦା, ପଦ୍ମ ଧରି ନୁହେଁ ,ଜଣେ ମହିୟସୀ ମହିଳାଙ୍କ ରୂପରେ ତାଙ୍କ ଶକ୍ତିସବୁ ଧାରଣ କରିବେ।ସେ ଏହି ଯୁଦ୍ଧକୁ ବନ୍ଦ କରିପାରି,ସୁଖଶାନ୍ତି ଭରିଦେବେ।ଶାନ୍ତିର ବାର୍ତା ପହଞ୍ଚିବ।

ଯାହା କିଛି ଘଟଣା ଘଟିବାରେ ଅଛି ତାହାକୁ ଆମେ କେବଳ ଆମ ଚୋଟ ମସ୍ତିଷ୍କ ରେ ବୁଝିଥାଉ ଆଉ ବର୍ଣ୍ଣନା କାରିଥାଉ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।