ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଏହି କିଛିଦିନ ଭିତରେ ଭଦ୍ରକରେ ମତିତଳୁ ଶିବଲିଙ୍ଗ ବାହାରିବା କଥା ସମସ୍ତେ ପ୍ରାୟ ଜାଣିଥିବେ।ଠାକୁର ସେଠାକାର ଜଣେ ଭକ୍ତଙ୍କୁ ଲାଗିଲେ ବା ଶୋଭାହେଲେ ଏବଂ ଭକ୍ତ ଜଣଙ୍କ ପାଖରେ ଥିବା ପୂଜାରୀଙ୍କୁ ଠୋ ଠୋ ମାରିଲେ।କଥା ଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପରେ , ହେଲେ ଏହା ସତ୍ୟ ଘଟଣା।

ତେବେ ଏଠାରେ ପ୍ରଶ୍ନ ରହିଲା ଯେ ଠାକୁର କଣ କେବେ କୋଉ ଭକ୍ତକୁ ମାରେ!! ଆସନ୍ତୁ ଜାଣିବା ଘଟଣାସ୍ତଳୀ ରେ ଘଟିଥିବା ସତ୍ୟତାକୁ ଜାଣିବା।
ବିଶ୍ୱାସ ହିଁ ଭଗବାନ।ଭଗବାନ ସର୍ବତ୍ର ଵିଦ୍ୟମାନ। ଆମେ ଭଗବାନଙ୍କୁ ସଫା ହୃଦୟ ସହ ଡାକିବା ଉଚିତ।ଭଗବାନ ସବୁବେଳେ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ହେଲେ ବେଳେବେଳେ ଭଗବାନଙ୍କର ଔଲୌକିକ ଲୀଳା ଦେଖିବାକୁ ମିଳେ।
ଏହି ଯେମିତି ଭଦ୍ରକ ଜିଲ୍ଲାର ଗରାମାଟି ଗ୍ରାମରେ ଘଟିଥିଲା।ପଂଚାୟତ ପଡିଆରେ ପାର୍କ ପାଇଁ ହଳ କରୁଥିବା ସମୟ ରେ ଟ୍ରାକ୍ଟରର ଲଙ୍ଗଳମୁଁନ ରେ ବାଜିଥିଲା ଏକ ବିରାଟ ପଥର।ଯାହାକୁ ସ୍ଥାନୀୟ ଲୋକେ ଖୋଲିବାକୁ ଲାଗିଲେ,ଏବଂ ଏକ ଶିବଲିଙ୍ଗ ଏବଂ ପର୍ଶ୍ୱରେ ମୂର୍ତ୍ତି ଦେଖିବାକୁ ଲାଗିଲେ।ଏହା କାର୍ତିକ ମାସରେ ହୋଇଥିଲା।ଲୋକଙ୍କ ମନେ ଭକ୍ତି ଜାତ ହେଲା ଏବଂ ଏହାକୁ ବିଶ୍ଵାସ କରି ଗ୍ରାମ୍ୟ ଲୋକମାନେ ପୂଜାପାଠ କରିଥିଲେ। ଏହାପର ଘଟିଥିବା ଘଟଣା ଚର୍ଚ୍ଚିତ।

ପୂଜାପାଠ ଚାଲିଥାଏ ,ଠିକ ସେହି ସମୟରେ ଜଣେ ଲୋକକୁ କାଲିସି ଲାଗିଲା।ଲାକମାନେ ବିଶ୍ୱାସ କରିନେଲେ କି ସେହି ଲୋକକୁ ମହାଦେବ ସବାର ହୋଇଛନ୍ତି।ସେ ଲୋକଜଣକ ଶିବଲିଙ୍ଗ ପାଖରେ ବସିଥିଲେ।ସେହି ଲୋକଜଣକ ନିଜକୁ ଶିବ ସଵାରୀର ଦାବି ମାନି ପାଖରେ ବସିଥିବା ପୂଜାରୀଙ୍କୁ ଠୋ ଠୋ ସେକିଦେଇଯାଇଥିଲେ।
ବିଚରା ପୂଜାରୀ କିଛି ବୁଝିବା ପୂର୍ବରୁ ତାଙ୍କ ଗାଲକୁ ଗାଲକୁ ଚାପୁଡ଼ା ମରିଚଲୁଥିଲେ। ପଚାରିଥିଲେ କଣ ଭୁଲ କରିଛୁ କହ,କଣ ଭୁଲ କରିଛୁ କହ ,ଏବଂ କହୁଥିଲେ ପ୍ରୟାସ କରିବାକୁ ହେଲେ ନଦୀକୁ ଯାଇ ଗାଧୋଇ ଆସିବାକୁ କହୁଛନ୍ତି।
ବର୍ତ୍ତମାନ ଚର୍ଚ୍ଚାର ବିଷୟ ଏହିକି ଯେ ସତରେ କଣ ଭଗବାନ ଭକ୍ତଙ୍କ ଶରୀର ରେ ପ୍ରବେଶ କରି ପୂଜାରୀଙ୍କୁ ମାରିଲେ? ଯଦିବି ମାରିଲେ କଣ ପାଇଁ ମାରିଲେ? କଣ ଭୁଲ ଥିଲା ପୂଜାରୀଙ୍କର ?
ଆଖିରେ ଦେଖିଥିବା କାନରେ ଶୁଣିଥିବା କଥା ମଧ୍ୟ ବିଶ୍ୱାସରେ ଅସୁନି। ଏଥିପାଇଁ ଆପଣଙ୍କ ମତାମତ ଦେବା ପାଇଁ ଅନୁରୋଧ ମଧ୍ୟ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ