ମାଂସାହାରୀଙ୍କ ପାଇଁ ଗୀତା ରେ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ ନିଶ୍ଚୟ ଜାଣିବା ଉଚିତ

ସାଧାରଣ ତ ସାକାହାରୀ ଏବଂ ମାଂସାହାରୀ ଙ୍କ ମଧ୍ୟ ରେ ସବୁବେଳେ ବିବାଦ ଦେଖା ଯାଇଛି ତେବେ ପ୍ରଶ୍ନ ଉଠୁଛି ଏହି ଦୁଇଟି ଭିତରୁ ମନୁଷ୍ୟ ପାଇଁ ଉପଯୁକ୍ତ କଣ? ଏହି ବିଷୟ ଉପରେ ଯୁଗ ଯୁଗ ଧରି ବିବାଦ ଦେଖା ଦେଇ ଆସିଛି | ଆପଣ ଜାଣନ୍ତି କି ସନାତନ ଧର୍ମ ରେ ଯିବ ହତ୍ୟା କୁ ସ୍ପଷ୍ଟ ଭାବରେ ମନା କରାଯାଇଛି ଋକବେଦ ର ଏହି ମଣ୍ଡଳ ଦଶମ ମଣ୍ଡଳ ରେ କୁହା ଯାଇଛି କି – ଯେଉଁ ମନୁଷ୍ୟ ନର, ଘୋଡା କିମ୍ବା ଅନ୍ୟ ପଶୁ ମାନଙ୍କର ମାଂସ ସେବନ କରିଥାଏ ଓ ସେହି ମାଂସ ରେ ନିଜ ଶରୀର ର ଅଂଶ ତିଆରି କରେ କିମ୍ବା ଗୋ ହତ୍ୟା କରିବି ଅନ୍ୟ ମାନଙ୍କୁ ନିଜ ଦୁଧ ରୁ ବଞ୍ଚିତ କରେ ତାକୁ ହେ ଅଗ୍ନି ର ସ୍ୱରୂପ ରାଜା ଯଦି ସେହି ଦୁଷ୍ଟ ବ୍ୟକ୍ତି କୌଣସି ପ୍ରକାରେ ଶୁଣେ ନାହିଁ ତେବେ ତାର ଆପଣ ସିର ଛେଦନ କରିବାକୁ ମଧ୍ୟ ପଛେଇବେ ନାହିଁ

ଯଦି ଆମେ ଶ୍ରୀମଦ ଭାଗବତ ଗୀତା ବିଷୟରେ କଥା ହେବା ଏହି ଗ୍ରନ୍ଥ ରେ କୌଣସି ପ୍ରକାର ଭୋଜନ କୁ କଠିନ ଭାବେ ମନା କରାଯାଇ ନାହିଁ ଏଠି ଭୋଜନ କୁ ୩ଟି ଶ୍ରେଣୀରେ ବିଭାଜନ କରାଯାଇଛି ପ୍ରଥମ ରେ ସାତ୍ବକ ଭୋଜନ ଦ୍ୱିତୀୟ ରେ ରାଜସି ଭୋଜନ ତୃତୀୟ ରେ ତାମସିକ ଭୋଜନ ବିଷୟରେ ଲେଖା ଯାଇଛି | ଗୀତା ର ୧୭ ତମ ଅଧ୍ୟାୟ ରେ ଲେଖା ଯାଇଛି ଯେଉଁ ବ୍ୟକ୍ତି ଙ୍କର ସାତ୍ବକ ଭୋଜନ ପ୍ରିୟ ଅଟେ ତାର ଆୟୁ ବୃଦ୍ଧି ହୁଏ ଏବଂ ଜୀବନ ସୁଦ୍ଧ ହୋଇଥାଏ ଏହି ଭୋଜନ ମନମୁଗ୍ଧକର ହୋଇଥାଏ ଏହି ଭୋଜନ ଶ୍ରେଷ୍ଠ ଅଟେ ପୁରାତନ କାଳ ରେ ମୁନି ରୁଷି ମାନେ ଏହି ଭୋଜନ କରୁଥିଲେ ଯାହା ଫଳରେ ତାଙ୍କ ବୁଦ୍ଧି ଶକ୍ତି ବୃଦ୍ଧି ହେଉଥିଲା

ଏହା ର ପରେ ପରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ଭୋଜନ ଗରିଷ୍ଟ ବା ଲବଣ ଯୁକ୍ତ, ମସଲା ଯୁକ୍ତ ଖଟା, ରାଗ, ଏହି ସବୁ ଦୁଃଖ ଦାୟକ ଚିନ୍ତା ଏବଂ ରୋଗ କୁ ସୃଷ୍ଟି କରିଥାଏ ଦ୍ୱିତୀୟ ରେ ରାଜସି ଭୋଜନ ରେ ପ୍ରାଣୀ ନିଜ ଭୋକ ମେଣ୍ଟାଇବା ପାଇଁ ନୁହେଁ ବରଂ ନିଜର ଇଚ୍ଛାଶକ୍ତି ଅନୁସାରେ ଖାଇଥାଏ, ତୃତୀୟ ରେ ତାମଶିକ ଖାଦ୍ୟ ର ବିଷୟରେ ବର୍ଣନା କରା ଯାଇଛି ଉଦାହରଣ-ଦର ସିଝା ଜିନିଷ, ସ୍ୱାଦହୀନ, ଦୁର୍ଗନ୍ଧ, ଏବଂ ବାସି ଅପରିଷ୍କାର ଅଟେ ଏବଂ ଯାହା ଅପବିତ୍ର ମଧ୍ୟ ଅଟେ ସେହି ଭୋଜନ ତାମସ ବ୍ୟକ୍ତି ଙ୍କର ପ୍ରିୟ ଅଟେ ଏହି ଖାଦ୍ୟ ରେ ମଦ,ମାଂସ, ସମସ୍ତ ପ୍ୟାକେଟ ଜାତୀୟ ଖାଦ୍ୟ, ଇତ୍ୟାଦି
ସାତ୍ବକ ଖାଦ୍ୟ ଖାଇବା ଦ୍ୱାରା ଶରୀର ସହ ଆତ୍ମା ମଧ୍ୟ ଚିନ୍ତା ମୁକ୍ତ ହୋଇଥାଏ ଏହା ଗୀତା ରେ ବର୍ଣନା ହୋଇଛି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.