ପରୀର ପ୍ରେତାତ୍ମା କଲା ବଡ଼ ଖୁଲାସା, ଏହି ପ୍ରେତାତ୍ମା ଭିଡ଼ିଓ ଦେଖିଲେ ଛାତି ଫାଟିଯିବ ସାବଧାନ

ପରୀର ପ୍ରେତାତ୍ମା ଭିଡ଼ିଓ ଭାଇରଲ! ପରୀର ପ୍ରେତାତ୍ମା ଖୋଲିଲା ମୃତ୍ୟୁ ରହସ୍ୟ..ବର୍ତ୍ତମାନର ବଡ଼ ଖବର… ଫେରି ଆସିଲା ପରୀର ଆତ୍ମା! କହିଲା ଗୋଟି ଗୋଟି ସତ କଥା! କିଏ ମାରିଛି ପରୀକୁ … ଖୋଲିଗଲା ରହସ୍ୟ..? ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ତଳକୁ ତଳ ଦେଖନ୍ତୁ.. ଏହି ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି।

ପରୀର ଜୀବନ ହିଁ କଣ ଥିଲା,ମାତ୍ର ୫ବର୍ଷ ବୟସରେ କିଛି ଦୁଷ୍ଟ ଲୋକ ତା ଜୀବନ ଛଡାଇ ନେଲେ। ଗୁଣି ଗାରେଡ଼ି ହେଉ କିମ୍ବା ଆକ୍ରୋଶ ରଖି ହତ୍ୟାକାଣ୍ଡ ,ଛୋଟ ଛୁଆ କାହାର କଣ କରିଥିଲା? ଦୁନିଆ ବିଷୟରେ କିଛି ଅଧିକ ଜାଣିବା ପୂର୍ବରୁ କିଏ ଆଉ କାହିଁକି ତା ପିଲାଦିନ ଛଡେଇ ନେଲା?

ପରି ଏକ କୋମଳ ଝିଅ ଥିଲା।ତା ବୟସ ଥିଲା ମାତ୍ର ୫ ବର୍ଷ। ସେ ଏହି ଦୁନିଆ କୁ ଛାଡ଼ି ଚାଲିଗଲା। ଦୁନିଆ କୁ ଭଲସେ ଜାଣିନଥିବା ଝିଅ ଟିଏ ଆଜି ସେ ଦୁନିଆ ରେ ନାହିଁ । ଅତି ନୃସିଂହ ଭାବରେ ମାରି ୧୦ ଦିନ ପରେ ତା ଘର ବାଡ଼ି ଆଗରେ ତା ହାଡ କୁ ଅଖା ରେ ପୁରେଇ ଫିଙ୍ଗି ଦେଲେ । ଏବେ ପରି ର ନ୍ୟାୟ ପାଇଁ ସାରାଦେଶରେ #JUSTICEFORPARI ର ନାରା ଲାଗିଛି କିନ୍ତୁ କିଏ ମାରିଛି ଏହାର ପ୍ରମାଣ ମିଳି ପାରିନାହିଁ ଠିକ ସେତିକି ବେଳେ ପରି ର ଆତ୍ମା ଆସି..

ଜଣେ ସ୍ତ୍ରୀ ଲୋକ ଦେହରେ ଲାଗିଛି ଓ କହିଛି ଯେ ମୁଁ ଖେଳୁଥିଲି ମତେ ଟେକି ନେଇଗଲେ ମୋ ଆଖି ବନ୍ଦ କରିଦେଲେ ମତେ ପାଣି ଭିତରେ ପକେଇ ଦେଲେ ଅଧିକ ଏହି ବିଷୟରେ ଜାଣିବା ପାଇଁ ଏହି ଭିଡ଼ିଓ ଆପଣ ମାନେ ଦେଖନ୍ତୁ, ସବୁ ଜାଣି ପାରିବେ ଏହି ଭିଡ଼ିଓ ଟି 0TV ଭଳି ଏକ ଗଣମାଧ୍ୟମ ଚ୍ୟାନେଲ ପ୍ରସାରଣ କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.