ପୁଅ ଟିଏ ଚାଁହୁଥିଲେ କରନ୍ତୁ ଏହି ଉପାୟ ୧୦୦% ସଫଳ ହେବେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ବନ୍ଧୁଗଣ ନାରୀ ଏବଂ ପୁରୁଷ ର ମିଳନ ହେଲେ ସନ୍ତାନ ଜାତ ହୋଇଥାଏ..ବନ୍ଧୁ ଗଣ ଜ୍ୟୋତିଷ ଶାସ୍ତ୍ର ରେ ବର୍ଣିତ ଅଛି କି ନାରୀ ଋତୁମତି ହେବାର ଯୁଗ୍ମ ଦିନରେ ନାରୀ ପୁରୁଷ ର ମିଳନ ହେଲେ ସନ୍ତାନ ଟି ପୁତ୍ର ହୋଇଥାଏ ଯେମିତି କି ଦୁଇ, ଚାରି, ଛ, ଆଠ, ଦଶ, ବାର, ଚଉଦ, ଷୋହଳ ଏହି ପରି ଦିନରେ ମିଳନ ହେଲେ ପୁତ୍ର ସନ୍ତାନ ଜାତ ହୁଏଏବଂ ଅଯୁଗ୍ମ ଦିନ ରେ ନାରୀ ପୁରୁଷ ର ମିଳନ ହେଲେ ପୁତ୍ର ସନ୍ତାନ ଜାତ ହୁଏ, ଯେମିତି କି ଏକ, ତିନି, ପାଞ୍ଚ, ସାତ, ନ, ଏଗାର, ତେର, ପନ୍ଦର, ସତର….

ଆମ ଜ୍ୟୋତିଷ ଶାସ୍ତ୍ର ରେ ଆଉ ଏକ ସୁନ୍ଦର ଆଉ ସରଳ ଉପାୟ ରହିଛି ଯାହାକୁ ମାନିଲେ ପୁତ୍ର ସନ୍ତାନ ଜାତ ହୋଇଥାଏଯେମିତି କି ପୁରୁଷର ଡାହାଣ ପଟ ନାସିକା ରେ ନିଶ୍ୱାସ ଯାଉଥିବ ଏବଂ ନାରୀ ର ବାମ ପଟ ନାସା ରେ ନିଶ୍ୱାସ ଯାଉଥିବଠିକ ଏହି ସମୟ ରେ ପୁରୁଷ ର ମିଳନ ହେଲେ ସନ୍ତାନ ଟି ପୁତ୍ର ହୋଇଥାଏଠିକ ସେହି ପରି ପୁରୁଷ ର ବାମ ନାସା ଏବଂ ନାରୀ ର ଡାହାଣ ନାସା ରେ ନିଶ୍ୱାସ ଯାଉଥିବା ସମୟ ରେ ନାରୀ ପୁରୁଷ ର ମିଳନ ହେଲେ ସନ୍ତାନ ଟି କନ୍ୟା ରୂପରେ ଜନ୍ମ ନିଏ

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published.