ଆଜିଠାରୁ ଓଡ଼ିଶାର ଏହି ନେତୃତ୍ୱ ନେବେ ଅପରାଜିତା ଷଡ଼ଙ୍ଗୀ, ଆଗାମୀ ମୁଖ୍ୟମନ୍ତ୍ରୀ?

ଓଡ଼ିଶାର ଦାୟିତ୍ୱ ନେଲେ ଅପରାଜିତା ଷଡଙ୍ଗୀ। ବର୍ତ୍ତମାନର ବଡ଼ ଖବର , ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ପାର୍ଥୀ ହେବେ ଅପରାଜିତା? ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅପରାଜିତା ଷଡ଼ଙ୍ଗୀ! ରାଜନୀତି ର ପସା ପାଲି ଖେଳରେ କିଛି ମଧ୍ୟ ଅସମ୍ଭବ ନୁହେଁ। ଏହି ଦୌଡ଼ରେ ସମ୍ବିତ ପାତ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଳେ।2024 ନିର୍ବାଚନ ପୂର୍ବରୁ କିଛି ମଧ୍ୟ ହୋଇପାରେ।

ପୁଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ମିଳିଛି ବଡ ଦାୟିତ୍ୱ।ପୂର୍ବରୁ ରାଷ୍ଟ୍ରୀୟ ପ୍ରବକ୍ତା ପଦବୀ ରେ ନିଯୁକ୍ତ ଦିଆଯାଇଥିବା ବେଳେ ଏବେ 3ରାଜ୍ୟର ମିଡ଼ିଆ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଓଡିଶା, ଆଣ୍ଡାମାନ-ନିକୋବର ଏବଂ ପାଣ୍ଡିଚେରୀର ମିଡ଼ିଆ ପ୍ରଭାରୀ ଭାବେ କେନ୍ଦ୍ର ବିଜେପି ଦ୍ୱାରା ଅପରାଜିତା ଙ୍କୁ ନିଯୁକ୍ତ କରାଯାଇଛି।ଏହାକୁ ନେଇ ଏବେ ତାଙ୍କ ଫ୍ୟାନ ଫଲୋୟର ଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।ରାଜ୍ୟ ବିଜେପି ର ଆଗାମୀ ଚେହେରା ଭାବେ ଅପରାଜିତା ଙ୍କୁ ଚର୍ଚା ହେଉଥିବା ବେଳେ ଧୀରେ ଧୀରେ ଅପରାଜିତା ଙ୍କ କ୍ଷମତା ବି ବୃଦ୍ଧି କରାଯାଉଛି ,ଯାହାକୁ ନେଇ ଏବେ ଗୋଟିଏ ଚର୍ଚା ଆଗାମୀ ଦିନରେ ହୁଏତ ଖୁବ ଶୀଘ୍ର ଓଡିଶା ବିଜେପି ମଙ୍ଗ ଧରିପାରନ୍ତି ଅପରାଜିତା।

କିଛିଦିନ ତଳେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ର ଙ୍କୁ ଦଳରୁ ବହିଷ୍କାର କରିବାର ମାତ୍ର 7ଦିନରେ ସମସ୍ତଙ୍କୁ ଚେକ୍ ଦେଇଥିଲେ ଅପରାଜିତା ଏବଂ ପୁନର୍ବାର ତାଙ୍କ ସମର୍ଥକ ରଶ୍ମି ଜିଲ୍ଲା ସଭାପତି ହେଇଛନ୍ତି।ମିସେସ କ୍ଲିନ ଭାବରେ ପରିଚିତ ଅପରାଜିତା ଙ୍କ ଲୋକପ୍ରିୟତା ବୃଦ୍ଧି ହେଉଥିବା ବେଳେ ଏପଟେ ତାଙ୍କ କ୍ଷମତା ବି ଧୀରେ ଧୀରେ ବୃଦ୍ଧି ପାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.