ଆପଣ ତ ସୁମି କୁ ଜାଣିଥିବେ ସିଏ ନୂଆ ବୋହୁ ସିରିୟଲରେ ଅଭିନୟ ଛାଡିବା ପରେ ସୁମି ଅପା କଣ କରୁଛନ୍ତି ଆପଣ ଜାଣିଛନ୍ତି କି ଯଦି ଆପଣ ଜାଣିନାହାନ୍ତି ତାହେଲେ ଆସନ୍ତୁ ଜାଣିବା ।ସୁମି ଭୂମିକାରେ ଅଭିନୟ କରିଥିଲେ ମୋନାଲିସା । ଲୋକ ମାନଙ୍କର ହୃଦୟକୁ ଜିଣିପାରିଥିଲେ ମୋନାଲିସା । ଆଗରୁ ମଧ୍ୟ ସେ ବିଭିନ୍ନ ଧାରା ବାହିକରେ ଅଭିନୟ କରିଥିଲେ । ସେ ଶ୍ରୀ ଜଗନ୍ନାଥ ଧାରା ବାହିକ ହଉ କି ମାନିନୀ ଧାରା ବାହିକ ହଉ ସବୁଥିରେ ଲୋକ ମାନଙ୍କ ହୃଦୟକୁ ଛୁଇଁ ପାରିଥିଲେ ସୁମି । ସୁମୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ସୁମୀଙ୍କ ପରିବାର କହିଲେ ସୁମୀଙ୍କ ମାଆ ଏବଂ ସାନ ଭଉଣୀ । ସେ କେନ୍ଦ୍ରାପଡାରେ ରହୁଛନ୍ତି । ଏବଂ ସେଠି ମହିଳା କଲେଜରେ ପଢୁଥିଲେ ବୋଲି ଶୁଣିବାକୁ ମିଳୁଛି । ତାଙ୍କ ମାଆ ଆଉ ସିଏ ସବୁବେଳେ ଭୁବନେଶ୍ୱରରେ ରୁହନ୍ତି । ସୁମି ଭୁବନେଶ୍ୱରରୁ ହି ସୁଟିଂ ସେଟକୁ ଯାଆନ୍ତି ।

ସୁମୀଙ୍କ ବାପା ନାହାନ୍ତି । ତାଙ୍କ ବାପା ମରିଯାଇଛନ୍ତି । ସୁମି ଜର୍ଣ୍ଣାଲଜିମ ମଧ୍ୟ କରୁଛନ୍ତି । ଏବଂ ଜରନାଲିଜ୍ମ ମଧ୍ୟ ଅଛନ୍ତି । ସେ ସମାଜ ସେବାରେ ରୁଚି ରଖିଥିବାର ଗୋଟିଏ ଇଣ୍ଟର ଭିଉରେ କହିଥିଲେ ବୋଲି ଶୁଣିବାକୁ ମିଳିଛି । ସୁମି ଏବେ ନୂଆ ବୋହୁ ଧାରାବାହିକ ଛାଡି ଦେଇଛନ୍ତି ସତ କିନ୍ତୁ ଆଗକୁ ଆଉ ଏକ ଧର ବାହିକରେ ନଜର ଆସିବେ ସୁମି ବୋଲି ମଧ୍ୟ ଶୁଣିବାକୁ ମିଳୁଛି ଏହା ପୂର୍ବରୁ ସୁମି ଅନେକ ଭିଡିଓ କରିଥିଲେ ସେ ଗୀତ ଭିଡିଓ କରିଛନ୍ତି ସେଥିରେ ତାଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି ଦର୍ଶକ ବନ୍ଧୁ ।
ନୂଆ ବୋହୁ ଧାରା ବହିକରେ ସେ କେମିତି ରୋଲ କରୁଥିଲେ । ଅଭିନୟ କରିଥିବା ଏହି ଝିଅଟି ଆପଣଙ୍କୁ କେମିତି ଲାଗୁଛି । ସବୁଠାରୁ କିଏ ଭଲ ଆକ୍ଟିଙ୍ଗ କରିପାରୁଛି ସୁମୀଙ୍କ କ୍ୟାରେଟରରେ । ଏହା ଥିଲା ସୁମୀଙ୍କ ବିଷୟରେ କିଛି କଥା ।
ତାଙ୍କର ବାପା ମରିଯାଇଥିବା ସତ୍ୟେ ସେ ତାଙ୍କର ଅଭିନୟ ଦ୍ୱାରା ସମସ୍ତଙ୍କର ମନ ଜିଣି ପାରିଛନ୍ତି । ତାଙ୍କର ଅଭିନୟରେ ସେ ସମସ୍ତଙ୍କ ଭଲ ପାଇବାର ପାତ୍ର ହୋଇପାରିଛନ୍ତି । ସେ ତାଙ୍କ ଭଉଣୀ ଏବଂ ମାଆଙ୍କ ସହ ଖୁସିରେ ରହୁଛନ୍ତି । ସିଏ ଏବେ ଭୁବନେଶ୍ୱରରେ ରହୁଛନ୍ତି । ତାଙ୍କର ଆସୁଥିବା ଆଗାମୀ ସିରିୟଲ ଦେଖିବାକୁ ଲୋକ ମାନେ ବହୁତ ଉତ୍ସହିତ ଅଛନ୍ତି ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ