ବିଜୟ ମହାନ୍ତି ଙ୍କ ନାତୁଣୀ, ଅଭିନେତ୍ରୀ ମାମା କେଉଁଠି କିପରି ଅଛନ୍ତି ଜାଣନ୍ତୁ

ଥରେ ୯୦ ଦଶକର ଚଳଚ୍ଚିତ୍ର କଥା ମନେ ପକାନ୍ତୁ । ସୁନା ପଞ୍ଜୁରୀ ଚଳଚ୍ଚିତ୍ରରେ ଜଣେ କୁନି ଝିଅ ଚରିତ୍ରରେ ଅଭିନୟ କରିଥିବା ମାମା ସମସ୍ତଙ୍କୁ ବହୁତ ଆକୃଷ୍ଟ କରିଥିଲେ । ଲୋକ ମାନେ ସେହି କୁନି ଝିଅକୁ ଏବେ ବି ଖୋଜୁଛନ୍ତି । ସେ ହେଉଛନ୍ତି ଶ୍ୱେତା ମିଶ୍ର । ଶ୍ୱେତା ମିଶ୍ର ସେହି ସୁନା ପଞ୍ଜୁରୀ ଚଳଚିତ୍ରରେ ୧୯୯୫ ମସିହାରେ ପ୍ରଥମ ଥର ଓଲିଉଡ ଚଳଚ୍ଚିତ୍ରରେ କୁନି କଳାକାର ଭାବେ ଏଣ୍ଟ୍ରି କରିଥିଲେ । ପ୍ରଥମରୁ ହି ସୁନା ପଞ୍ଜୁରୀ ଚଳଚ୍ଚିତ୍ରରେ ସେ ମାମା ରୂପେ ଅଭିନୟ କରିଥିଲେ । ସେ କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ ।

ସେ ଏବେ ନାମୀ ଦାମୀ ସଙ୍ଗୀତ କାର ଭାବରେ ପରିଚିତ । କିନ୍ତୁ ଆପଣ ମାନେ ଜାଣିଥିବେ କେବେ ଆକ୍ଟର ମନେ ଗୀତ ଗାଇବାର କିନ୍ତୁ ଜଣେ ଆକ୍ଟର ହୋଇ ଗୀତ ଲାଇନକୁ ବାଛିବା ଶୁଣିଛନ୍ତି କି ଯାହାକୁ କରି ଦେଖାଇଛନ୍ତି ଶ୍ୱେତା ମିଶ୍ର । ଶ୍ୱେତା ମିଶ୍ର ପ୍ରଥମ ଥର ୧୯୯୫ ମସିହାରେ ସେ ମାମା କ୍ୟାରେକ୍ଟରରେ ସୁନା ପଞ୍ଜୁରୀରେ ଦେଖା ଦେଇଥିଲେ । ଯାହା କି ବିଜୟ ମହାନ୍ତିଙ୍କ ନାତୁଣୀ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ପରେ ଅନେକ ଚଳଚ୍ଚିତ୍ର କରିଛନ୍ତି ଏବଂ ଅନେକ ଚଳଚ୍ଚିତ୍ରରେ ସେ କୁନି ଭାବରେ ଅଭିନୟ କରିଛନ୍ତି । ଲିକ ମାନଙ୍କ ହୃଦୟକୁ ବେଶ ଜିତିଛନ୍ତି । ଏବଂ ଲୋକ ମାନେ ତାଙ୍କୁ ମଧ୍ୟ ଏବେ ବି ମନେ ରଖିଛନ୍ତି । ତେବେ ସେ ଅଭିନୟ କରିଥିବା ଅନେକ ଚଳଚ୍ଚିତ୍ରରେ ଲୋକ ମାନେ ତାଙ୍କୁ ଛୋଟ ବେଳେ ଦେଖିଥିଲେ କିନ୍ତୁ ଶ୍ୱେତା ମିଶ୍ର ଏବେ ବିବାହ ବନ୍ଧନରେ ବାନ୍ଧି ହେଇସାରିଲେଣି । ଏବଂ ତାଙ୍କ ସ୍ୱାମୀ ହେଉଛନ୍ତି ସ୍ବତୀକ ।

ସ୍ବତୀକ ହେଉଛନ୍ତି ଜଣେ ଡେଣ୍ଟଲ ସର୍ଜନ ଅଟନ୍ତି ଏବଂ ସିଏ ଭୁବନେଶ୍ୱରରେ ତାଙ୍କ ସ୍ୱାମୀଙ୍କ ସହ ରୁହନ୍ତି । ଶ୍ୱେତା ମିଶ୍ରଙ୍କ ପରିବାର କହିଲେ ବାପା , ଭାଇ ଏବଂ ଶ୍ୱେତା ମିଶ୍ର । ବିବାହ ବନ୍ଧନରେ ବାନ୍ଧି ହେବ ପରେ ସେ ତାଙ୍କ ସ୍ୱାମୀଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ଗୀତ କ୍ୟାରୀୟରୁପରେ ଏବେ ସେ ଧ୍ୟାନ ଦେଉଛନ୍ତି । ସେ ଏବେ ଜଣେ ନାମୀ ଦାମୀ ଗୀତିକାର ଭାବେ ଏବେ ଜଣ ଯାଉଛନ୍ତି । ଏବଂ ଗୀତକୁ ନିଜ ଜୀବନର ପେଶା କରିସାରିଛନ୍ତି । ଏବେ ବି ସେ ଗୀତ ଗାଉଛନ୍ତି ଏବଂ ଗୀତ ଗାଇବେ ମଧ୍ୟ ଶ୍ୱେତା ମିଶ୍ର କିଟରେ ପାଠ ପଢୁଥିଲେ । ଭୁବନେଶ୍ବରରେ ପାଠ ପଢା ଆରମ୍ଭ ହେଇଥିଲା ଏବଂ ଶେଷ ବି ହେଇଥିଲା । ସିଏ ଏବେ ଭୁବନେଶ୍ବରରେ ରହୁଛନ୍ତି ତାଙ୍କ ପରିବାର କହିଲେ ତାଙ୍କ ସ୍ୱାମୀଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ଏବଂ ଗୀତ ଗାଉଛନ୍ତି ଅନେକ ଷ୍ଟେଜରେ ଶ୍ୱେତଙ୍କର ମଧ୍ୟ ଏକ ୟୁଟୁବ ଚ୍ୟାନେଲ ଅଛି ଏଥିରେ ଶ୍ୱେତା ମିଶ୍ର ଗୀତ ମଦ୍ୟ ଛାଡ଼ୁଛନ୍ତି । ଆପଣ ମଧ୍ୟ ଏହାକୁ ଦେଖିପାରିବେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.