ମୁଣ୍ଡ ର ରୁପି କୁ କେବଳ ଗୋଟିଏ ଦିନରେ ଦୂର କରନ୍ତୁ l କରନ୍ତୁ ଏହି ଉପାୟ
ନମସ୍କାର ଦର୍ଶକ ବନ୍ଧୁ l ଆଜିର ବିଷୟ ଟୀ ବହୁତ ଲାଭ ଦାୟକ ବିଷୟ ଅଟେ l ଆଜି ଆମେ ରୁପି ସମସ୍ୟା ଓ ତାର ନିରାକାରଣ ବିଷୟରେ ଜାଣିବା l
ସାଧାରଣ ତ ରୁପି ୨ ପ୍ରକାର ର ଦେଖା ଦିଏ
ପ୍ରଥମ – ଶୁଖିଲା ଧଳା ଗୁଣ୍ଡ ଗୁଣ୍ଡ
ଦ୍ୱିତୀୟ- ବଡ ତେଲିଆ ଆକାର ବକଳ ସଦୃଶ l ଏହା ସାଧରଣ ଶିତ ଦିନରେ ଅଧିକ ଦେଖା ଯାଇଥାଏ l ଏହା ବର୍ଷ ସାରା ଆମ ମୁଣ୍ଡ ରେ ରହିଥାଏ ମାତ୍ର ଶୀତ ଦିନରେ ଏହା ଅଧିକ ରୁ ଅଧିକ ଜଣା ପଡେ ଏବଂ କୁଣ୍ଡେଇ ମଧ୍ୟ ହୁଏ l ଏହା କୁ ଅଣ ଦେଖା କଲେ ଏହା ଆହୁରି ବଢ଼ି ଥାଏ ତ ଏହାର ସଠିକ ଉପଚାର ସଠିକ ସମୟ ରେ କରିବା ଉଚିତ ନହେଲେ ପରେ ବହୁତ ଅସୁବିଧା ହୋଇପାରେେ।
ତେବେ ଆସନ୍ତୁ ଜାଣିବା କିପରି ଏହି ସମସ୍ୟା ରୁ ମୁକ୍ତି କେମିତି ପାଇପାରିବ
ପ୍ରଥମେ- ଲିମ୍ବ ପତ୍ର ରେ ତେଲ l ପ୍ରଥମେ ନିମ୍ବ ପତ୍ର କୁ ଧୋଇ ତାର ପତ୍ର କୁ ଅଲଗା କରିବେ l ଏହାକୁ ମେସିନ ରେ ବାଟି ନେବେ l ସେହି ବଟା କୁ କଡେଇ ରେ ତେଲ ଗରମ କରି ନଡ଼ିଆ ତେଲ ପକାଇ ଦେବା ଓ ତେଲ ତାତିଲେ ଲିମ୍ବ ପତ୍ର ବଟା କୁ ମିଶାଇ ଦେଇ ଟିକେ ସମୟ ରାନ୍ଧିବା l ଏହା ପରେ କାଢି ଦେଇ ଛାଣିଦେବା ଓ ଏକ ପାତ୍ର ରେ ରଖିଦେବା l
ଯେତେବେଳେ ବ୍ୟବହାର କରିବେ ଲିମ୍ବ ମିଶ୍ରଣ ରୁ କିଛି ମାତ୍ର ରେ ପାତ୍ର ରେ କାଢି ସେଇ ମିଶ୍ରଣ ଅନୁସାରେ ଦହି ମିଶେଇ ବ୍ୟବହାର କରିବେ କେଶ ରେ l କିଛି ଦିନରେ କେଶ ରୁ ରୁପି ସମସ୍ୟା ଦୂର ହୋଇ କେଶ ବଢିବାକୁ ଲାଗିବ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ