କାଗଜ ରେ ଯେଉଁ ସ୍ତ୍ରୀ ର ନାମ ଲେଖି ଜଳେଇବେ ସେ ସ୍ତ୍ରୀ ହେବ ପାଞ୍ଚ ମିନିଟ ରେ ବସିକରଣ |

ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ବସିକରଣ ଦ୍ୱାରା କିପରି ନିଜ ପସନ୍ଦ ର ସ୍ତ୍ରୀ ଲୋକ ମାନଙ୍କୁ ନିଜ ପ୍ରତି ଆକୃଷ୍ଟ କରିପାରିବେ ଆଜି ଜାଣିବା |
ସାଧାରଣ ତ ଏହାକୁ ଲୋକ ଅନ୍ଧବିଶ୍ୱାସ ବୋଲି ମନେ କରନ୍ତି | ମାତ୍ର ଏହି ଉପାୟ ଦ୍ୱାରା ତାଙ୍କ ସବୁ ଇଚ୍ଛା ପୁରାଣ ହୋଇପାରିବ | ଆଜି ଆପଣଙ୍କୁ ବତେଇବୁ ଯେ କେମିତି ନିଜ ଭଲ ପାଉଥିବା ଝିଅ କୁ ପଟେଇ ପାରିବେ କୌଣସି ବିବାହିତା ନାରୀ କୁ ନିଜ ବସ ରେ କରି ତା ଠାରୁ ନିଜର କାର୍ଯ୍ୟ ହାସଲ କରିପାରିବେ | ଏହା ପ୍ରଚଣ୍ଡ ମହା ଶକ୍ତିଶାଳୀ ପ୍ରୟୋଗ | ଏହାର ପ୍ରୟୋଗ କେଭେ ହେଲେ ଖାଲି ଯିବ ନାହିଁ | ପୁରୁଣା ଭାଙ୍ଗି ଯାଇଥିବା ପ୍ରେମ କୁ ଫେରି ପାଇବେ | ଶାଶୁ, ନଣନ୍ଦ, ଭାଉଜ, କାହାକୁ ବି ବସିକରଣ କରିପାରିବେ |

ଏହି ଵିଧି କରିବା ପାଇଁ ଆପଣଙ୍କୁ କଛି ସାମଗ୍ରୀ ଦରକାର – ଚାରୋଟି ଲବଙ୍ଗ, ଅଳ୍ପ ଅରୁଆ ଚାଉଳ, ଲାଲ ସିନ୍ଦୁର, ସାଧା କାଗଜ, କଲମ
ପ୍ରଥମେ ସାଧା କାଗଜ ରେ ଝିଅର ନାମ ଓ ଆପଣଙ୍କ ନାମ ଲେଖିବେ | ଉଦାହରଣ (ପୂଜା +ସିପୁ ) | ଏହା ପରେ ଗୋଟିଏ ମନ୍ତ୍ର ଟିଏ ଲେଖିବେ ( ଓଂ ଚଂ ଚାମୁଣ୍ଡାୟ ଅଘୋରାୟ ମମ ଵଶ୍ୟମ ଅମୁକଂ ଭୁର ସ୍ୱାହା ) ତା ପରେ ଏହି କାଗଜ ରେ ଭଲ ଭାବରେ ସିନ୍ଦୁର ଲଗାଇବେ ତା ପରେ ଏହି ଚାରୋଟି ଲବଙ୍ଗ ତା ଉପରେ ରଖିବେ ଓ ଅଳ୍ପ ଚାଉଳ ରଖିବେ | ତା ପରେ ଯେଉଁ ଝିଅ ବା ମହିଳା କୁ ଆପଣଙ୍କ ବସିକରଣ କରିବାକୁ ଚାଁହୁଚନ୍ତି ତା ମୁଁହ କୁ ମନ ରେ ଭାବି ଏହି ମନ୍ତ୍ର କୁ ୩O୮ ଥର ଉଚ୍ଚାରଣ କରିବେ | ଏହା ପରେ ସେହି ଲବଙ୍ଗ କୁ ସେଠୁ କାଢି ସେଇ ଝିଅ ର ଘର ଚାରିପଟେ ଚାରୋଟି ଲବଙ୍ଗ ପକାଇଦେବେ କିମ୍ବା ପୋତିଦେବେ | ଓ ଚାଉଳ କୁ ତାଙ୍କ ଘର ସାମ୍ନା ରେ ଫୋପାଡ଼ି ଦେବେ | ଶେଷରେ ସେଇ କାଗଜ ଟିକୁ ଜଳାଇ ଦେବେ | ତା ପରେ ସେ ଝିଅଟି ଆପଣଙ୍କ ପ୍ରତି ବସ ହୋଇଯିବ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.