ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଜେଜେ : ଯାଆ ଲୁଚି ପଡ଼େ ତମ ଇସ୍କୁଲ ମାଷ୍ଟର ଆମ ଘରକୁ ଆସିଛି
ଚିଣ୍ଟୁ : ଜେଜେ ଆଗ ତମେ ଲୁଚିପଡ଼
ଜେଜେ : କାହିଁକି? ମୁଁ କଣ ଚୋର
ଚିଣ୍ଟୁ : ଆରେ ନାହିଁ ତମ ମାରିବା କଥା କହି ମୁଁ ଛୁଟି ନେଇଥିଲି..

୨) ଚିଣ୍ଟୁ : ବୋଉ ଆମ ଘରେ ଯେତିକି ଖେଳନା ଅଛି ସବୁ ଗୁଡ଼ା ଜଲଦି ଲୁଚେଇ ଦେ
ବୋଉ ; କାହିଁକି?
ଚିଣ୍ଟୁ ; ମୋ ସାଙ୍ଗ ସବୁ ଆସୁଛନ୍ତି
ବୋଉ ; ତୋ ସାଙ୍ଗ କଣ ସବୁ ଚୋର କି?
ଚିଣ୍ଟୁ : ଆରେ ନାଇଁ, ସେମାନେ ତାଙ୍କ ଖେଳନା ଚିହ୍ନି ଦେବେ
୩) ଗୋଟିଏ ଝିଅ ରାସ୍ତାରେ ଯାଉଥିଲା,ପପୁ ସାଇକଲ ଆଣି ଝିଅର ଦୁଇ ଗୋଡ଼ ମଝିରେ ପୁରେଇ ଦେଲା
ଝିଅ : ଘଣ୍ଟି ମାରି ପାରୁନାହୁଁ?
ପପୁ; ପୁରା ସାଇକଲ ମାରିଦେଲି,ଘଣ୍ଟି କଣ ଅଲଗା ଆଣି ମାରିବି?
୪) ପପୁ ତା ଗାର୍ଲଫ୍ରେଣ୍ଡ କୁ ପଚାରିଲା
ପପୁ : ତମେ କେତେ ଭାଇ ଭଉଣୀ?
ଗାର୍ଲଫ୍ରେଣ୍ଡ : ଆମେ ୮ ଜଣ, ୪ଭାଇ ୪ ଭଉଣୀ
ପପୁ : ତମ ବାପା ମାଆଙ୍କର କିଛି କାମ ଧନ୍ଦା ନଥିଲା କି ? ବଜାରରେ କଣ୍ଡୋମ ମିଳୁନଥିଲା କି?
ଗାର୍ଲଫ୍ରେଣ୍ଡ : ତମେ କେତେ ଭାଇଭଉଣୀ?
ପପୁ: ମୁଁ ଏକା..
ଗାର୍ଲଫ୍ରେଣ୍ଡ ; ତମ ବାପାଙ୍କର ଦମ୍ ନଥିଲା କି?

୫) ଚଉଠି ରାତିରେ ଜଣେ ସ୍ତ୍ରୀ ଖଟ ଉପରେ ଗୋଡ଼ ମେଲାଇ ନିଜ ସ୍ୱାମୀ କୁ ଡାକିଲା ଏବଂ କହିଲା ତମେ ଜାଣି ପାରୁଛ ତ ମୁଁ ମୋର କଣ ଦରକାର?
ସ୍ୱାମୀ : ହଁ ତମେ ଚାହୁଁଛ ପୁରା ଖଟରେ ତମେ ଏକୁଟିଆ ଶୋଇବା ପାଇଁ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ