ପରି ଘଟଣା ରେ ମୁଁହ ଖୋଲିଲେ ସୁବାଶିଷ ଷଡ଼ଙ୍ଗୀ ଭିଡିଓ ହେଲା ବାଇରଲ ପଢନ୍ତୁ ସମ୍ପୂର୍ଣ୍ଣ ଖବର
ବହୁ ଚର୍ଚ୍ଚିତ ପରି ମୃତ୍ୟୁ ମାମଲା ନୂଆ ମୋଡ ନେବାକୁ ଲାଗିଛି l ପରି କୁନି ଝିଅ ଟିଏ ଥିଲା ସେ ଦୁନିଆ ଦେଖିବା ଆଗରୁ ଛାଡି ଚାଲିଗଲା ସମସ୍ତଙ୍କୁ l ଏବେ ପରିପାଇଁ ରାଜନୀତି ଠୁ ଆରମ୍ଭ କରି ସଭିଏଁ ରାଜ ରାସ୍ତା କୁ ଓଲ୍ହାଇ ଛନ୍ତି ନ୍ୟାୟ ପଇଁ l ଏଥି ମଧ୍ୟରେ ସୁବାଶିଷ ଷଡ଼ଙ୍ଗୀ ଏକ ଭିଡିଓ ଜାରି କରିଥିଲେ ଯାହା କି ଏବେ ଖୁବ ଭାଇରଲ ହେଉଛି l ସୁବାଶିଷ ଷଡ଼ଙ୍ଗୀ ଙ୍କ କହିବା ଅନୁସାରେ ନୟାଗଡ଼ ର ଲକ୍ଷ୍ମୀପ୍ରସାଦ ପଂଚାୟତ ର ପାଞ୍ଚ ବର୍ଷ ର ଛୋଟ ଝିଅ ପରି ଖେଳୁଥିବା ଅବସ୍ଥାରେ ଆଜିକୁ ପ୍ରାୟ ସାଢେ ଚାରି ମାସ ହେଲାଣି ଅପହୃତ ହୋଇ ହତ୍ୟା କରାଯାଇଛି ପୋଲିସ ଏହାର ତଦନ୍ତ ଜାରି ରଖିଥିଲେ ମାତ୍ର ପୋଲିସ ଏବଂ ରାଜ୍ୟ ସରକାର ଙ୍କ କାର୍ଯ୍ୟାନୁଷ୍ଠାନ ବିଷୟରେ ସୁବାଷ ମର୍ମାହତ ଭାବ ପ୍ରଦର୍ଶନ କରିଥିଲେ ଓ କଡା ନିନ୍ଦା କରିଥିଲେ ପୋଲିସ ପ୍ରଶାସନ କୁ
ଆପଣ ଦେଖିଥିବେ ସୋମ୍ୟରଞ୍ଜନ ନାମକ ଯେଉଁ ସରପଞ୍ଚ ଅଛନ୍ତି ଲକ୍ଷ୍ମୀପ୍ରସାଦ ପଂଚାୟତ ର ସରପଞ୍ଚ ଜଣେ ପାଠ ପଢିଥିବା ଶିକ୍ଷିତ ବ୍ୟକ୍ତି ତାଙ୍କର ଯେଉଁ ଭଳି ଭାବରେ ଏହି କେସ ମାଧ୍ୟମ ରେ ଇନଭଳମେଣ୍ଟ କରା ଯାଉଛି ତାକୁ ନେଇ କୁହା ଯାଉଛି ରାଜନୀତିଜ୍ଞ ମାଇଲେଜ lଏହାକୁ ସୁଭାଶିଷ ବିରୋଧ କରିଛନ୍ତି
ଏବଂ ଭିଡିଓ ମାଧ୍ୟମ ରେ ଆଜିକୁ ସାଢେ ଚାରି ମାସ ହେଲା ପରେ ବି ପରି ର ହତ୍ୟାକାରୀ ବିଷୟରେ କୌଣସି ସୂଚନା ମିଳିନଥିବା ବେଳେ ସାମାନ୍ୟ ନିମ୍ନ ବର୍ଗ ର ବ୍ୟକ୍ତି ତାଙ୍କଠୁଁ ବହୁତ ଭଲ ଭାବରେ ତଦନ୍ତ କରିପାରିବେ ବୋଲି କହିଛନ୍ତି ଏବଂ ପରି କୁ ଏବଂ ତାଙ୍କ ପରିବାର କୁ ନ୍ୟାୟ ଦେବା ପଇଁ ସମସ୍ତଙ୍କୁ ଆଗକୁ ଆସିବା ପଇଁ ଉତ୍ସାହ ଦେଇଛନ୍ତି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ