ଓଲିଉଡର ପପୁଲାର ଅଭିନେତ୍ରୀ ଏଲିନାଙ୍କୁ ତା ଜାଣିଥିବେ । ଏଲିନା ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବିବାହ ପରେ ପ୍ରଥମ ଦିନର ଅନୁଭୂତି ଶାଶୁ ଘରେ କେମିତି ରହିଲା ତାହା ବଖାଣି ଛନ୍ତି। ଅବଶ୍ୟ ଆପଣଙ୍କୁ ଟିକେ ହଟକ ଲାଗିପାରେ କାରଣ ଏଲିନା ପୁଣି କେତେବେଳେ ବିବାହ କଲେ ପୁଣି ବିବାହ କରି କେତେବେଳେ ଶାଶୁ ଘରକୁ ଗଲେ ଯେ ଆମେ ଜାଣିପାରିଲୁଣି ।

ସୁଟିଂ ହବାର ଅପେକ୍ଷାରେ ଚାଲିଛି ଅରୁନ୍ଧତୀ । ଅରୁନ୍ଧତୀ ଚଳଚିତ୍ରରେ ବିବାହ କରିଥିବାର ଦେଖାଯାଇଛି ଏଲିନାଙ୍କୁ । ଯେତେବେଳେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କଲେ ଏଲିନା । ଏହା ସମସ୍ତଙ୍କ ମଧ୍ୟରେ ହଲଚଲ ସୃଷ୍ଟି କରିଥିଲା । ତାଙ୍କ ବିପକ୍ଷରେ ନବ ଗତ ନାୟକଙ୍କୁ ନିଅ ଯାଇଛି । ସେଥିରେ ଏଲିନା ଏକ ବିବାହିତ ମହିଳା ପରି ନଜର ଆସିଛନ୍ତି । ଏହା ସୋସିଆଲ ମିଡିଆରେ ବହୁତ ଭାଇରଲ ହବାକୁ ଲାଗିଛି ।
ଅରୁନ୍ଧତୀ ଚଳଚିତ୍ରଟି ଖୁବ ଜଲଦି ପ୍ରଖ୍ୟାଳୟରେ ରିଲିଜ ହବ ବୋଲି ଆଶା ରହିଛି । କିନ୍ତୁ ଏହା ଲକ ଡାଉନ କରୋନା ପାଇଁ ସୁଟିଂ ଏବେ ବି ଜାରି ରହିଛି ଏବଂ ଦୂରତା ବଜାୟ ରଖି ସୁଟିଂ ଚାଲିଥିବାର ଏଲିନା କହିଛନ୍ତି। ଏହି ସିନେମାଟି ପ୍ରଖ୍ୟାଳୟରେ ରିଲିଜ ହଉ କି ନ ହଉ କୌଣସି ଚ୍ୟାନେଲ ମାଧ୍ୟମରେ ଏହା ଦର୍ଶକଙ୍କ ସାମ୍ନାକୁ ଆସିବ । ଏବଂ ଲୋକ ମାନେ ଏଲିନାଙ୍କୁ ଯେତିକି ଭଲ ପାଇବା ଦେଇଥିଲେ ସେତିକି ଭଲ ପାଇବା ଆଗକୁ ମଧ୍ୟ ରହିବ ବୋଲି ଆଶା କରିଛନ୍ତି । ଏହି ଚଳଚିତ୍ର ଏକ ନବାଗତ ନାୟକଙ୍କ ସହ ସୁଟିଂ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରର କିଛି ଝଲକ ଲୋକଙ୍କ ସାମ୍ନାକୁ ଆସିଛି ।
ସେହି ଭିଡ଼ିଓରେ ଏଲିନା ସେହି ନବଗତଙ୍କ ସହ ସୁଟିଂ କରୁଛନ୍ତି । ଏଲିନା ଜଣେ ନାମ କରା ଅଭିନେତ୍ରୀ ତସଙ୍କର ବହୁତ ସିନେମା ରହିଛି । ସେ ସବୁଥିରେ ଲୋକଙ୍କ ମନ ଜିଣିପାରିଛନ୍ତି ଏବଂ ଦର୍ଶକ ମାନଙ୍କୁ ବହୁତ ଖୁସି କରିପାରିଛନ୍ତି । ଏଲିନାଙ୍କର ଅଭିନୟ ସତରେ ବହୁତ ଆକର୍ଷଣୀୟ । ତାଙ୍କ ଅଭିନୟରେ ସବୁ ଦର୍ଶକ ମନେ ବହୁତ ଖୁସି ହେଇଥାନ୍ତି ଏବଂ ତାଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି । ଏଲିନା ଏହି ଅରୁନ୍ଧତୀ ଚଳଚ୍ଚିତ୍ରରେ ବହୁତ ଭଲ ରୋଲ କରିଛନ୍ତି ଏବଂ ସେହି ଚଳଚ୍ଚିତ୍ରରେ ସେ ଗୋଟିଏ ବିବାହିତ ମହିଳା ପରି ଦେଖିବାକୁ ମିଳିବ । ହୁଏ ଏହି ଚଳଚିତ୍ର ମାଧ୍ୟମରେ ସେ ପୁଣି ଦର୍ଶକ ମାନଙ୍କର ଭଲ ପାଇବା ପାଇପାରିବେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ