ଭୋଟର ଆଇଡି କାର୍ଡ କୁ ନେଇ ବଡ ଖବର ସମ୍ପୂର୍ଣ ପଢନ୍ତୁ
ଆପଣ ଜାଣନ୍ତି ଭୋଟ ଦେବା ଆମର ଗଣତାନ୍ତ୍ରିକ ଅଧିକାର ଆମେ ଆମର ଅଧିକାର ଦ୍ୱାରା ରୁ ଉପଯୁକ୍ତ ପ୍ରାଥୀ ନିର୍ବାଚନ କରିବାକୁ ସମର୍ଥ ହେଉ l ଆପଣ ଜାଣନ୍ତି କି ଯେଉମାନନଙ୍କର ବୟସ ୧୮ ବର୍ଷ ହୋଇସାରିଲାଣି ଏବଂ ଯାହାଙ୍କର ଭୋଟର କାର୍ଡ ରେ କୌଣସି ତ୍ରୁଟି ପାଇଁ ଭୋଟ ଦେବା ରେ ଅସମର୍ଥ ହେଉଛନ୍ତି ଆପଣ ଡ଼ିସେମ୍ବର ପନ୍ଦର(୧୫) ମଧ୍ୟ ରେ ଆବେଦନ କରିପାରିବେ ଏବେ ଅନଲାଇନ ଏବଂ ଅଫଲାଇନ ମାଧ୍ୟମ ରେ ହୋଇପାରିବ ଆବେଦନ
ଏବେ ପ୍ରେସମିଟ ରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ l ଏହି ପ୍ରକ୍ରିୟା ନଭେମ୍ବର ୧୫ ରୁ ଆରମ୍ଭ ହୋଇଥିବା ବେଳେ ଏହାର ଆବେଦନ ପ୍ରକ୍ରିୟା ଡ଼ିସେମ୍ବର ୧୫ ତାରିଖ ରେ ଶେଷ ହେବା ସୂଚନା ଦିଆ ଯାଇଛି।
ଆପଣଙ୍କ ଫଟୋ ପୁରୁଣା ହୋଇଥିଲେ ବା ନାଁ ଭୁଲ ହୋଇଥିଲେ କିମ୍ବା ଠିକଣା ଭୁଲ ହୋଇଥିଲେ କରିପାରିବେ ଆବେଦନ ଆପଣ ଯଦି ଅଫଲାଇନ ଆବେଦନ କରିବାକୁ ଚାଁହାନ୍ତି ତେବେ ବୁଥ୍ଲଲେଵଲ ଅଫିସର ଙ୍କ ସହ ଯୋଗାଯୋଗ କରିବାକୁ ପଡିବ ତାଙ୍କଠୁଁ ଫର୍ମ ଆଣିବାକୁ ପଡିବ ଫୋଟ, ଜନ୍ମ ପ୍ରମାଣ ପତ୍ର ଓ ବାସ ସ୍ଥାନ ପ୍ରମାଣ ପତ୍ର ଦେଇ କରିପାରିବେ ଆବେଦନ ଏବଂ ଅନଲାଇନ ରେ Www.NBSP.in ରେ କ୍ଲିକ କଲେ ମଧ୍ୟ କରିପାରିବେ ଆବେଦନ l
ଭୋଟର ହେଲ୍ପଲାଇନ ମୋବାଇଲ ଆପ୍ପ ରେ ମଧ୍ୟ କରିପାରିବେ ଆବେଦନ l ଡ଼ିସେମ୍ବର ୧୫ ରୁ ୫ ଜାନୁଆରୀ ପର୍ଯ୍ୟନ୍ତ ଆବେଦନ ପତ୍ର ର ଯାଞ୍ଚ କରାଯିବ ଆଉ ଯାଞ୍ଚ ପରେ ୧୫ ଜାନୁଆରୀ ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ