ଶହ ଶହ କୋଟି ଟଙ୍କା ଖାଇଯାଇଛନ୍ତି ବାପ ପୁଅ, ଧରାପଡ଼ିଲା ମୋଟ ସମ୍ପତ୍ତି ବାଡ଼ି

ଧରା ପଡିଲା ପି, ଏ ଫିଟିଲା ଅମାପ ସମ୍ପତି ର ଗୁମର ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ ଖବର l

ଆଗଉଛି ତଦନ୍ତ ଫିଟୁଛ ଗୁମର l ବାପା ପୁଅ ଙ୍କ ଜାଲିଆତି କାରନାମା ଧୀରେ ଧୀରେ ଜାମିନ କୁ ଆସୁଛି ଖୋଲୁଛି ସବୁ ଗୁମର ଗୋଟିଏ ପରେ ଗୋଟିଏ ତଦନ୍ତ ଖୋଲୁଛି ତଦନ୍ତ କାରି ଟିମ l ସାମ୍ନା କୁ ଆସୁଛି ନୂଆ ନୂଆ ତଥ୍ୟ ଆକାଶ ଙ୍କର ମିଛ ତଥା ଜାଲ କାର୍ସାଦି ର ତାଲିକା ବି ଲମ୍ବୁଚି l ଚାକିରୀ କରାଇଦେବାକୁ କହି ଆକାଶ ଚଳେଇ ଥିବା ଠକେଇ ନେଟୱର୍କ କେବଳ ଓଡିଶା ନୁହେଁ ରାଜ୍ୟ ବାହାର ରେ ମଧ୍ୟ ଲୋକଙ୍କୁ ଭୁଆଁ ବୁଲଉଥିଲେ l କ୍ରାଇମବ୍ରାଂଚ କୁ ଆସିଛନ୍ତି ଆକାଶ ଙ୍କ ପି,ଏ l ନାଁ- ଡେଭିଜ ପୀଟର ପୁନେ ରେ ଥିଲେ ଆକାଶ ଙ୍କ ପି, ଏ l ତେବେ ପ୍ରଶ୍ନ ଉଠୁଛି କେଉଁଠି କେଉଁଠି ଓ କିପରି ଠକିଛନ୍ତି ତାହା ସାମ୍ନା କୁ ଆସୁଛି ଜାଲିଆତି ବିଷୟରେ ଚାଂଚଲ୍ୟକର ତଥ୍ୟ ହାସଲ କରିଛି କ୍ରାଇମ ବ୍ରାଞ୍ଚ ଏବଂ ଡେଭିଡ ପୀଟର ଙ୍କ ସହ ମୁଁହ ମୁଁହି ଜେରା କରିପାରେ କ୍ରାଇମବ୍ରାଞ୍ଚ।

ପୂର୍ବରୁ ଗୋପାଳପୁର ର ଜଣେ ବାସିନ୍ଦା ପୁଅ ର ଚାକିରୀ ନିମନ୍ତେ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଗୁହାରି କରିଥିଲେ ମାତ୍ର ପ୍ରଦୀପ ଙ୍କ କହିବା ଅନୁସାରେ ଟଙ୍କା ଲାଗିବା କଥା ଶୁଣି ନିଜ ଜମି ବିକ୍ରୟ କରି ପାଞ୍ଚ (୫)ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲେ
ଆୟ ବହୁଳ ବାପା ପୁଅ ଙ୍କୁ ରିମାଣ୍ଡ ରେ ନେଇଥିଲା ପୋଲିସ l ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଗିରଫ କରା ଯାଇଛି l ନଭେମ୍ବର ରେ ଭୁବନେଶ୍ୱର ରେ ବାପା ପୁଅ ମିଳିତ ଭାବେ ଟଙ୍କା ଡିପୋଜିଟ କରିଛନ୍ତି HDFC ଏବଂ ICICI ବ୍ୟାଙ୍କ ରେ ପ୍ରଥମେ ପଚାଶ ଲକ୍ଷ ଓ ପରେ ପଇଁତିରିଶ ଲକ୍ଷ ଦିପୋଜିଟ କରିଥିଲେ l ଝିଅ ବାହାଘର ପଇଁ ଷାଠିଏ ଲକ୍ଷ ଟଙ୍କା ଖର୍ଚ କରିଛନ୍ତି ପୁଅ ବାହାଘର ରେ ବଜେଟ ଥିଲା ଦଶ କୋଟି ଟଙ୍କା l ବହୁତ ଜଲଦି କ୍ରାଇମ ବ୍ରାଞ୍ଚ ଏହିସବୁ ଉପରୁ ପରଦାଫାସ କରିବା ନେଇ ସୂଚନା ମିଳୁଛି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.