ସ୍ୱାମୀଙ୍କ ସହ ଫଟୋ ଉଠାଇଲେ ଓଲିଉଡ ହିରୋଇନ ଏଲିନା ସାମନ୍ତରାୟ,ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଆପଣ ମାନେ ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ଏଲିନା ଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଯାହାଙ୍କର ଏବେ କିଛି ଦିନ ତଳେ ବିବାହ ହୋଇଛି ।ବିବାହ ପରେ ଏବେ ପୁରା ବ୍ୟସ୍ତ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଆମେ ଆଜି ଆପଣଙ୍କୁ କହିବୁ କିଛି କଥା ସେହି ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ ବିଷୟରେ । ବିବାହ ପରେ ସେହି ନାଇକା ଏବେ ବ୍ୟସ୍ତ ରେ ରହୁଛନ୍ତି । ନିଜର ଫଟୋ କୁ ସୋସିଆଲ ମିଡିଆ ରେ ଛାଡୁଛନ୍ତି ହେଲେ ମଧ୍ୟ ବହୁତ୍ ବ୍ୟସ୍ତ ରହୁଥିବା ର ଜଣା ପଡ଼ୁଛନ୍ତି । ଏହି କଥା ତ ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟକର ଲାଗୁଥିବ ଏଲିନା ପୁଣି କେତେବେଳେ ବିବାହ କଲେ ଆଉ ମାନେ ଜାଣିନୁ । ହଁ ଏମିତି କିଛି କାରଣ ରହିଛି ଆଉ ଏମିତି କିଛି ଘଟଣା ଘଟିବା ଯୋଗୁଁ ଏଲିନା ବିବାହ କରିଛନ୍ତି ।

ଏଲିନା ସାମନ୍ତରାୟ ଙ୍କ ପୁଣି ଏକ ନୂଆ ଓଡ଼ିଆ ସିନେମା ରିଲିଜ୍ ହେବାକୁ ଯାଉଛି ଯେଉଁଥିରେ କି ଏଲିନା ସାମନ୍ତରାୟ ଏକ ନାରୀ ଭୂମିକା ରେ ଦେଖିବାକୁ ମିଳିବେ । ଏଥିରେ ଏଲିନା ଲିଡ଼ ରୋଲ୍ ରେ ଅଭିନୟ କରିଥିବା ବେଳେ ଏଥିରେ ମଧ୍ୟ ବହୁତ୍ ବଡ଼ ବଡ଼ ଅଭିନେତା ଏବଂ ଅଭିନେତ୍ରୀ ରହିଛନ୍ତି ଯେମିତିକି ପ୍ରଦୁମ୍ନ ଲେଙ୍କା ଏବଂ ମିହିର ଦାସଙ୍କ ଭଳି ବହୁତ୍ ଭଲ ଭଲ ଅଭିନେତା ମାନେ ଅଭିନୟ କରିଛନ୍ତି । ଏହା ସହିତ ଏଲିନା ଙ୍କ ବିପରୀତ ରେ ଏକ ନବାଗତ ହାଣ୍ଡସମ ହିରୋ ଙ୍କୁ ଦେଖିବାକୁ ପାଇବେ ଯାହା ସହିତ ଏଲିନା ରୋମାନ୍ସ କରିବାରେ ଦେଖିବାକୁ ମିଳିବ ।

ତେବେ ଅରୁନ୍ଧତୀ ଚଳଚ୍ଚିତ୍ର ଟି ର ଏବେ ସୁଟିଂ ଚାଲିଛି ଯାହା କୁ ବହୁତ୍ ହିଁ କମ ଦିନରେ ରିଲିଜ୍ ହେବାକୁ ଯାଉଛି। ସେହି ସୁଟିଂ ସମୟର ଫଟୋ ସବୁ ଏବେ ସୋସିଆଲ ମିଡ଼ିଆ ରେ ଭାଇ ର ଲ , ହେବାକୁ ଲାଗୁଚି ଯେଉଁଥିରେ ଏଲିନା ମଥାରେ ସିନ୍ଦୂର ଏବଂ ହାତରେ ଚୁଡ଼ି ପିନ୍ଧିଥିବା ର ଦେଖିବାକୁ ମିଳିଛି।ଏହି ଫଟୋ ସବୁ ଏଲିନା ଛାଡୁଛନ୍ତି ଏବଂ ଦେଖି ଦର୍ଶକ ମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି କି କଣ ଏଲିନା ସତରେ ଗୁପ୍ତରେ ବିବାହ କରିନେଲେ ଏବଂ ଏହି କଥାର ଉତ୍ତରରେ ଏଲିନା ନା ମୁଁ ବିବାହ କରିନାହିଁ ।ସେ ଏହି ନୂଆ ଓଡ଼ିଆ ସିନେମା ଅରୁନ୍ଧତୀ ଚଳଚ୍ଚିତ୍ର ରେ ଦମଦାର ଅଭିନୟ ନେଇ ଆସିବେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.