ଗୋଟିଏ Whatsapp ମେସେଜ ରେ ଗ୍ୟାସ ଆସି ପହଞ୍ଚିବ ଆପଣଙ୍କ ଘରେ

ଗ୍ୟାସ ଉପଭୋକ୍ତା ଙ୍କ ପାଇଁ ଭଲ ଖବର ଏଣିକି ଘରେ ବସି ୱାଟ୍ସଅପ ମାଧ୍ୟମ ରେ ବୁକିଂ କରିପାରିବେ ଆଉ ପହଂଚିବ ଗ୍ୟାସ ସେଲିଂଡର l ଏଥିରେ ନାଁ ଆପଣଙ୍କୁ କୋଉଠିକି ଦୌଡିବାକୁ ପଡିବ ନାଁ ହିଁ ଅଯଥା ଟେନସନ ନେବାକୁ ପଡିବ l ବରଂ ଏହି ବୁକିଂ ମୋବାଇଲ ରୁ କିଛି କ୍ଷଣ ମଧ୍ୟ ରେ କରିପାରିବେ l ତେବେ ଲୋକଙ୍କ ସୁବିଧା ଲାଗି ଭାରତ ଗ୍ୟାସ ଏବଂ ଏଚ ପି ଗ୍ୟାସ ଭଳି ତେଲ କମ୍ପାନୀ ମାନେ ନିଜ ଗ୍ରାହକ ଙ୍କ ପାଇଁ ୱାଟ୍ସଅପ ମେସଜ ର ସୁବିଧା କରାଉଛନ୍ତି l ଯାହା ଦ୍ୱାରା ଆପଣ ଅତି ସୁବିଧା ରେ ଗ୍ୟାସ ପାଇପାରିବେ

ପାଞ୍ଚଟୀ ଉପାୟ ରେ ଆପଣଙ୍କ ଏଲ, ପି, ଜି, ଗ୍ୟାସ ବୁକିଂ କରିପାରିବେ
ପ୍ରଥମ- ଗ୍ୟାସ ଏଜେନସି ବା ବିତରଣ ସଂସ୍ଥା ସହ ଯୋଗାଯୋଗ କରି
ଦ୍ୱିତୀୟ- ମୋବାଇଲି ନମ୍ବର ରେ କଲ କରି
ତୃତୀୟ- ୱେବ୍ସାଇଟ ରୁ ଅନଲାଇନ ଜରିଆରେ
ଚତୁର୍ଥ – କମ୍ପାନୀ ର ୱାଟ୍ସଅପ ନମ୍ବର କୁ ମେସେଜ କରି
ପଞ୍ଚମ- ଇଣ୍ଡେନ ଆପ୍ପ ଡାଉନଲୋଡ଼

ଭାରତ ଗ୍ୟାସ ବୁକିଂ କରିବାର ପ୍ରକ୍ରିୟା l ପ୍ରଥମେ 1800224344 ନମ୍ବର କୁ ସେଭ କରନ୍ତୁ
ଏହା ପରେ ଏଥିରେ hi ଲେଖି ପଠେଇ ଦିୟନ୍ତୁ ଗ୍ୟାସ ବୁକିଂ କରିବାକୁ ଚାଁହୁଥିଲେ Book ଲେଖି ପଠାଇ ଦିୟନ୍ତୁ l book ଲେଖି ପଠାଇବା କ୍ଷଣି ଆପଣଙ୍କୁ ଅର୍ଡର ଡିଟେଲସ ମିଳିଯିବ ଏବଂ କେଉଁ ଦିନରେ ସିଲିଣ୍ଡର ଡେଲିଭେରୀ ହେବ ତାହା ମଧ୍ୟ କହି ଦିଆଯିବ l ଆପଣଙ୍କୁ କହି ରଖୁଛୁ ଆପଣଙ୍କ ଯେଉଁ ନମ୍ବର ରେଜିଷ୍ଟ୍ରର ହୋଇଥିବ ଗ୍ୟାସ ସେବା ରେ ସେହି ନମ୍ବର ରୁ ମେସଜ ପଠାଇବେ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ

Leave a Reply

Your email address will not be published.