ଏହି ଦିନ ସ-ମ୍ଭୋଗ କଲେ ହୋଇଥାଏ ସର୍ବନାଶ,ଜାଣିରଖନ୍ତୁ ନଚେତ ପରେ ପସ୍ତେଇବେ

କେଉଁ ଦିନ ସମ୍ଭୋଗ କରିଲେ ହୋଇଥାଏ ସର୍ବନାଶ ଏବେ ହି ଜାଣି ନିଅନ୍ତୁ ।

ରାତିରେ କେଉଁ ଦିନ କେଉଁ ସମୟରେ କେତେବେଳେ ସମ୍ଭୋଗ କରିବା ଉଚିତ ନୁହେଁ । ତା ସହିତ କେଉଁ ସମୟଟି ଆପଣ ମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ଉପଯୁକ୍ତ ହୋଇଥାଏ । ସେହି ବିଷୟରେ ଆସନ୍ତୁ ଜାଣିବା । କାରଣ ଏହାକୁ ଜାଣିବା ଆପଣ ମାନଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ଅଟେ । ଏହା ଦ୍ୱାରା ଆପଣ ବହୁତ ଅସୁବିଧାର ସମସ୍ୟାର ସମାଧାନ କରିପାରିବେ । ସମସ୍ତ ସ୍ୱାମୀ ସ୍ତ୍ରୀ ମାନକୁ ଏହି କଥା ଜଣ ଥିବା ଆବଶ୍ୟକ।

ଆଜି ପଯ୍ୟନ୍ତ ଆପଣ ମାନେ ଶାସ୍ତ୍ର ବିଷୟରେ ଅନେକ କଥା ଶୁଣିଥିବେ । ଜଣେ ବ୍ୟକ୍ତିର ଜୀବନ ଶୈଳୀ ଏହି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯଦି କେହି ବ୍ୟକ୍ତି ଏହି ଜ୍ୟୋତିଷ ଶାସ୍ତ୍ରର ସବୁ କଥା ମାନି ଏହା କରେ ତେବେ ସେହି ବ୍ୟକ୍ତି କେବେ ବି ସେହି ବ୍ୟକ୍ତି ଅସୁବିଧାରେ ପଡିନଥାଏ । ଜ୍ୟୋତିଷ ଶାସ୍ତ୍ର ଏମିତି ଗୋଟେ ଶାସ୍ତ୍ର ଅଟେ ଯେଉଁଥିରେ ସମସ୍ତ ବିଷୟରେ କିଛି ନା କିଛି ଉପାୟ ରହିଥାଏ । ଜଣେ ମଣିଷ ତାର ଜୀବନରେ କଣ କରିବ ଉଚିତ କଣ କରିବା ଉଚିତ ନୁହେଁ ସମସ୍ତ ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ହୋଇ ରହିଥାଏ । ଯଦି ଆପଣ ମାନେ ଜ୍ୟୋତିଷ ଶାସ୍ତ୍ର ଯଥା ମାନି ଚଳନ୍ତି ତାହେଲେ ଆପଣ ମାନେ ସମସ୍ତ କାମ ସଠିକ ହୋଇ ଥାଏ । ଏହା ଦ୍ୱାରା ସମସ୍ତ କାଯ୍ୟ ଠିକ ଭାବେ ହୋଇ ଥାଏ ।

ତେବେ ଆପଣ ଏମିତି କିଛି କଥା ଜାଣିବେ ଯାହା ଆପଣ ମାନଙ୍କର ନିହାତି ଜାଣିବା ଆବଶ୍ୟକ । କାରଣ ଏହା ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ । ତେବେ କେଉଁ କେଉଁ ଦିନ କେଉଁ ବାରରେ ଶାରୀରିକ ସମ୍ପର୍କ ରଖିବା ଠିକ ହୋଇନଥାଏ । ଏହା ସହ କେଉଁ ଦିନ କଣ କରବା ଉଚିତ ନୁହେଁ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଏବଂ ପୂର୍ବ କାଳର ଲୋକ ମାନଙ୍କର ବିଶ୍ୱାସ ମଧ୍ୟ ରହିଛି । ଯେଉଁ ମାନେ ଅଷ୍ଟମୀ , ଚତୁର୍ଦଶୀ, ପୂର୍ଣ୍ଣିମା , ଅମାବାସ୍ୟା ଏବଂ ସଂକ୍ରାନ୍ତିରେ ସ୍ତ୍ରୀ ମାନେ ସଂଭୋଗ କରିବା ଉଚିତ ନୁହେଁ ଏହା ସହ ଅଷ୍ଟମୀ , ଚତୁର୍ଦଶୀ , ପୂର୍ଣ୍ଣିମା , ଅମାବାସ୍ୟା , ସଂକ୍ରାନ୍ତିରେ ସ୍ତ୍ରୀ ମନେ ମାଛ ଖାଇବା ଉଚିତ ନୁହେଁ ଏହା ସହ ସଂଭୋଗ ରଖିବା ଉଚିତ ନୁହେଁ । ଏହା ମହା ପାପ ହୋଇ ଥାଏ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.