ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ମ୍ୟାଡାମ୍ : ନିର୍ଲଜ, ପାଠ ସାଠ ପଢୁନୁ ସବୁବେଳେ କ୍ଲାସ ରେ ଝିଅ ମାନଙ୍କ ସହ ଗପୁଚୁ
ପପୁ: ସରି ମ୍ୟାଡାମ୍, ମୁଁ ଗରିବ ନା ନେଟ ପ୍ୟାକ୍ ନାହିଁ ମୋର ଫେସବୁକ ରେ ଚାଟିଙ୍ଗ ପାଇଁ।
୨) ବିଲ୍ଲୁ ଝିଅ ଦେଖିବାକୁ ଗଲା । କହିଲା ବହୁତ ଗରମ ହେଉଛି, ଝିଅର ବାପା- ପୁଅ ମଦ ପିଉଛ ? ବିଲୁ ଆରେ ସେଇଟା ତ ପରେ ପିଇବି, ଏବେ କୋଲଡ୍ ଡ୍ରିଙ୍କସ୍ ମଗାଇଦିଅ, ବାହାଘରେ ହେଲା କ୍ୟାନସେଲ୍ ।

୩) ଇଣ୍ଟରଭ୍ୟୁଅର୍ – ତୁମକୁ ଗୋଟେ ପ୍ରଶ୍ନ ପଚାରିବି, କୁହ ଜୀବନରେ କଣ ହରାଇଛ ଓ କଣ ପାଇଛ ? ସ୍ମାର୍ଟ ପୁଅ- ସାର୍ ଯେଉଁଥିରେ ମିଠା ତିଆରି ହୁଏ ସେ ହରାଇଛି, ଓ ଯାହା ଖଟରେ ଲଗା ହୋଇଥାଏ ସେ ପାଇଛି । ଇଣ୍ଟରଭ୍ୟୁଅର୍ ଏହି ଉତ୍ତର ଶୁଣି ବେହୋସ୍ ହେବାରୁ ଅଳ୍ପକେ ବର୍ତ୍ତିଲା
୪) ଶିକ୍ଷକ- ସଞ୍ଜୁ ଜମୁନା ନଦୀ କେଉଁଠି ବହୁଛି ? ସଞ୍ଜୁ- ମାଟିରେ, ଶିକ୍ଷକ- ନକ୍ସାରେ କୁହ କେଉଁଠି ବହୁଛି , ସଞ୍ଜୁ- ନକ୍ସାରେ କେମିତି ବହିବ, ନକ୍ସା ଓଦା ହେଇଯିବନି ।
୫) ବର୍ମାଜୀ ଓକିଲକୁ- ମୋତେ ମୋର ସ୍ତ୍ରୀଠାରୁ ଛାଡପତ୍ର ଦରକାର, ସେ ଗତ ୬ ମାସରୁ ମୋତେ କଥା ହେଉନି, ଓକିଲ- ଭଲ ଭାବରେ ଥରେ ଭାବିଦିଅ ଏମିତି ସ୍ତ୍ରୀ ଆଉ ବାରମ୍ବାର ମିଳିବ ନାହିଁ ।
୬) ସ୍ତ୍ରୀ-ରାଗରେ- ମୁଁ ଘର ଛାଡିଯାଉଛି, ସ୍ୱାମୀ-ରାଗରେ- ହଁ ଜାନ୍ ଛାଡ, ଏବେ ସ୍ତ୍ରୀ- ଖାଲି ତୁମର ଏହି ଜାନ୍ କହିବାର ଅଭ୍ୟାସ ମୋତେ ଅଟକାଇଦେଉଛି ।
୭) ପୁଅର ଘର ଲୋକ ଝିଅ ଦେଖିବାକୁ ଗଲେ ପୁଅଘର ଲୋକ- ଆପଣଙ୍କ ଝିଅ କଣ ନାଁ ଅଟେ ? ଝିଅଘର- ଆମର ସମସ୍ତଙ୍କ ଗେହ୍ଲି , ଝିଅଘର ଲୋକେ- ଆପଣଙ୍କ ପୁଅର ନାଁ କଣ ଅଟେ । ପୁଅଘର ଲୋକ- ଆମର ଗୁ, ସମସ୍ତଙ୍କ ଗୁ, ଜଗୁ ।
୮) ଝିଅ ନଳା ପାଖରେ ବସିଥିଲା, ପୁଅ- କଣ କରୁଛ, ଏଠାରେ ଅଳିଆରେ , ଝିଅ- ମୁଁ ନାଳୀରେ ଡେଇଁକରି ଆତ୍ମହତ୍ୟା କରିବି, ପୁଅ- ତେବେ ମୋର ମୋବାଇଲ୍ ଦେଇଦେ, ଝିଅ- ନା କୁଦିବା ସମୟରେ ସେଲଫି ନେବି ପୁଅ-ବେହୋସ୍

୯) ସ୍ୱାମୀ ସ୍ତ୍ରୀକୁ ନେଇକରି ଫିଲ୍ମ ଦେଖିବାକୁ ଗଲା, ସିନେମା ହଲରେ ସ୍ତ୍ରୀ ଲଗାତାର ସ୍ୱାମୀ ସହ କଥାବାର୍ତ୍ତା କରୁଥିଲେ , ରାଗିକରି ସେ ଇଣ୍ଟରଭାଲ୍ ରେ ସ୍ତ୍ରୀ ପାଇଁ ପାନ କିଣିଲା, ଓ ତାକୁ ଦେଇଦେଲା, ସ୍ତ୍ରୀ- ଗୋଟେ ପାନ ତୁମେ ବି ନେଇଯା, ସ୍ୱାମୀ କହିଲା- ମୁଁ ତ ବିନା ପାନ ବି ଚୁପ୍ ରହିପାରିବି ।
୧୦) ଝିଅ : ଗୋଟିଏ କଣ୍ଡମ ଦେଲ..
ଦୋକାନୀ : କୋଉ କମ୍ପାନୀର ଦେବି ଭଉଣୀ?
ଝିଅ : ଏମିତିଆ ଦେବ ଯେମିତି ତମ ଭଉଣୀର ଇଜ୍ଜତ ବଞ୍ଚି ରହିବ.. ମଜା ବହୁତ ଆସିବ ଆଉ ତୁ ମାମୁଁ ନହେବୁ ସେମିତିଆ ଦେ..
ଆପଣଙ୍କୁ ଆମେ ଏମିତି ଓଡ଼ିଆ ହସକଥା ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।