ଜଙ୍ଗଲରେ ଗାର୍ଲଫ୍ରେଣ୍ଡ ସହ ସେକ୍ସ କଲାବେଳେ ଧରିନେଲେ ଲୋକ,ତାପରେ ଯାହା ହେଲା

ପ୍ରେମୀ ଜୁଗଳ ଙ୍କ ଜଙ୍ଗଲରେ ରାସଲୀଳା

ଦୁଇ ପ୍ରେମୀ ଜୁଗଳ ଜଙ୍ଗଲ ରେ ରାସଲୀଳା କରୁଥିବା ସମୟରେ ସ୍ଥାନୀୟ କିଛି ଯୁବକଙ୍କ ହାତରେ ଧରାପଡ଼ିଛନ୍ତି।ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଶୁଣନ୍ତୁ ସମ୍ପୂର୍ଣ୍ଣ ଘଟଣା।ଜଙ୍ଗଲ ରେ ବସିଥିବା ପ୍ରେମୀ ଯୁଗଳ ଙ୍କୁ ସ୍ଥାନୀୟ କିଛି ଯୁବକ ଦେଖିଦେଇଥିଲେ ଓ ତାଙ୍କୁ ପଚରା ଉଚରା କରିଥିଲେ।ସେମାନଙ୍କୁ ମଧ୍ୟରୁ କେତେଜଣ ସେମାନଙ୍କୁ ହଇରାଣ କରିଥିଲେ।ଯାହା ଭାଇରାଲ ଭିଡିଓ ରେ ସ୍ପଷ୍ଟଭାବେ ଦେଖାଯାଉଛି। ଏବଂ ଏହି ଫଟୋ ମଧ୍ୟ ଭାଇରାଲ ହୋଇଛି।

କିଭଳି ଭାବେ ଏମାନେ ସେ ଯୁବତୀଙ୍କୁ ହଇରାଣ କରୁଛନ୍ତି।ସେ କାକୁତି ମିନତି ହେଲାପରେ ମଧ୍ୟ ତାଙ୍କୁ ଛାଡୁନାହନ୍ତି।ତାଙ୍କୁ ବାରଂବାର ପ୍ରଶ୍ନ କରୁଛନ୍ତି ଯୁବକମାନେ।ସେ ବହୁତ ଅନୁରୋଧ କଲାପରେ ମଧ୍ୟ ତାଙ୍କୁ ଛାଡୁନାହାନ୍ତି। ଯୁବତୀ ଜଣକ କହିଛନ୍ତି କି ସେ କଲେଜ ରେ ଆଡ଼ମିଶନ କରିବାକୁ ଆସିଥିଲେ,ହେଲେ ସେମାନେ ମାନିନଥିଲେ ଓ ତାଙ୍କ ବ୍ୟାଗ୍ ଚେକ କରିଥିଲେ।ସେ ତାଙ୍କୁ ପଚାରିଲେ ଯଦି ସେ ଆଡ଼ମିଶନ କରିବାକୁ ଆସିଥିଲେ ତାହାହେଲେ ଜଙ୍ଗଲ କଣ ପାଇଁ ଆସିଥିଲେ।

ସେମାନଙ୍କ ଏତେ ଅନୁରୋଧ ପରେ ମଧ୍ୟ ଯୁବକ ମାନେ ତାଙ୍କୁ ଛାଡ଼ିନଥିଲେ ଓ ତାଙ୍କର ମଜାକ୍ ଉଡାଇଥିଲେ।ଏଥର ଆପଣ କୁହନ୍ତୁ ଯେ ପ୍ରେମିଯୁଗଳ କୁ ଏପରି ହଇରାଣ କରିବା ଠିକ୍ ଅଟେ କି?

ଆପଣ ମାନଙ୍କୁ କାହିରଖୁଛୁ କି ଆପଣ ଯଦି କାହାକୁ ଭଲ ପାଉଛନ୍ତି ତେବେ ତାଙ୍କୁ ନିଛାଟିଆ ଜାଗା କୁ ନେଇଯାଆନ୍ତୁ ନାହିଁ।ସବୁ ପ୍ରେମିଜୁଗଳ ଙ୍କୁ ଏହି ଖବର ଦିଅନ୍ତୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.