ଝିଅମାନଙ୍କର କେଉଁ ଅଙ୍ଗ କୁ ଚିପିଲେ ତାହା ଫୁଲିଥାଏ? IAS ପରୀକ୍ଷା ପ୍ରଶ୍ନ

ଓଡ଼ିଆ ଡବଲ ମିନିଙ୍ଗ ପ୍ରଶ୍ନ,ମଜାଦାର କୌତୁହଳ ଆଇଏଏସ ପ୍ରଶ୍ନୋଉତ୍ତର।

ଆଜି ଆମେ ଜାଣିବା କିଛି ଇମ୍ପୋଟାଣ୍ଟ ଜେନେରାଲ ନଲେଜ ବିଷୟରେ।

ପ୍ରଶ୍ନ-ଗୋଟିଏ ମାଈ ମଶା ଏକାଥରେ କେତୋଟି ଅଣ୍ଡା ଦେଇଥାଏ?

ଉ- ୧୦୦ ଟି ଅଣ୍ଡା।

ପ୍ରଶ୍ନ- ଫଳ ମାନଙ୍କର ରାଜା ଓ ରାଣୀ କେଉଁ କେଉଁ ଫଳ କୁ କୁହାଯାଏ?

ଉ- ଆମ୍ବ ଓ ଲିଚି କୁ ।

ପ୍ରଶ୍ନ- ଭରତର କେଉଁ ରାଜ୍ୟରେ ସର୍ବାଧିକ ପୋଲିସ ଷ୍ଟେସନ ଅଛି ?

ଉ- ତାମିଲନାଡୁ ରେ।

ପ୍ରଶ୍ନ- ଏୟାରଟେଲ କମ୍ପାନୀ ର ମାଲିକର ନାମ କଣ?

ଉ- ସୁନୀଲ ଭାରତୀ ମିତ୍ରାଲ।

ପ୍ରଶ୍ନ- ଭାରତର ସବୁଠାରୁ ଛୋଟ ପକ୍ଷୀର ନାମ କଣ?

ଉ- ହେମିଙ୍ଗ ବାର୍ଡ।

ପ୍ରଶ୍ନ- ମହାତ୍ମାଗାନ୍ଧୀ ଙ୍କ ପୂର୍ବରୁ ଭାରତୀୟ ନୋଟ ରେ କାହାର ଫୋଟୋ ଥିଲା?

ଉ- ଅଶୋକ ସ୍ତମ୍ଭ ର।

ପ୍ରଶ୍ନ- ବିଶ୍ୱର ସବୁଠାରୁ ବଡ଼ ପିରାମିଡ କେଉଁଠାରେ ଅଛି?

ଉ- ଇଜିପ୍ଟ ର ଗିଜେ ଠାରେ।

ପ୍ରଶ୍ନ – ପଙ୍ଖା ର ଆବିଷ୍କାର କିଏ କରିଥିଲେ?

ଉ- ଫିଲିପ ଦିଏଲ।

ପ୍ରଶ୍ନ- ପୃଥିବୀରେ ସର୍ବପ୍ରଥମେ କେବେ କ୍ରିକେଟ ବିଶ୍ୱକପ ଆରମ୍ଭ ହୋଇଥିଲା ?

ଉ- ୧୯୭୫ ମସିହାରେ।

ପ୍ରଶ୍ନ – ଇନ୍ଦିରା ଗାନ୍ଧି ଇଣ୍ଟରନେକସଲ ଏୟାର ପୋର୍ଟ କେବେ ସ୍ଥାପିତ ହୋଇଥିଲା?

ଉ – ୨ ମଈ ୧୯୮୬ ।

ପ୍ରଶ୍ନ – ଝିଅ ମାନଙ୍କ କେଉଁ ଜିନିଷ କୁ ଚିପିଲେ ତାହା ବଡ଼ ହୋଇଥାଏ?

ଉ – ଝିଅ ମାନଙ୍କର ଏପରି କୌଣସି ଜିନିଷ ନାହିଁ।

ଆଶା କରୁଛୁ ଏହି କିଛି ପ୍ରଶ୍ନ ଏବଂ ଉତ୍ତର ଆପଣଙ୍କୁ ସାହାଯ୍ୟ ହେବ ଏବଂ ଭବିଷ୍ୟତରେ ଆପଣଙ୍କୁ କିଛି ତଥ୍ୟ ଜଣେଇବାର ଭୂମିକା ଗ୍ରହଣ କରିବ। ଏହି ସବୁ ପ୍ରଶ୍ନ ଆପଣଙ୍କ ପରୀକ୍ଷାରେ ମଧ୍ୟ ଆସିପାରେ ,ଯାହା ଦ୍ୱାରା ଆପଣଙ୍କୁ ସାହାଯ୍ୟ ହେବ।

କିଛି ନୂଆ ନୂଆ କଥା ଏବଂ ନୂଆ ନୂଆ ଏହି ପରି ଜିନିଷ ଆମେ ଆଣୁ। ଆମେ ସଦା ସର୍ବଦା କିଛି କିଛି ବିଷୟ ବସ୍ତୁ ନେଇ ଆପଣ ଙ୍କ ସାମ୍ନାକୁ ଆସୁ, ଯାହା ଫଳରେ ଆପଣଙ୍କୁ ସେହି ବିଷୟରେ କିଛି ସାହାଯ୍ୟ ହେବ। ବିଶେଷ କରି ନୂଆ ତଥ୍ୟ, ନୂଆ କଥା, ଜଡିତ ଖବର, ବିଷୟ ବସ୍ତୁ ସମ୍ବନ୍ଧରେ କିଛି ଅଜଣା କଥା, ଦୁନିଆର ଅଜଣା ରହସ୍ୟ ଏବଂ କିଛି କିଛି ନ୍ୟୁଜ ମଧ୍ୟ ଆମେ ଆଣିକି ଆସୁ। ଯାହା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ କିଛି କରିବାର ସୁଯୋଗ ହେବ ଏବଂ ଲାଭ ହେବ। ଆମେ କିନ୍ତୁ ତତ୍ପର ଅଛୁ କିଛି ନୂଆ ଜିନିଷ ଆପଣଙ୍କୁ ଜଣେଇବା ପାଇଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.