ରଶ୍ମି ଦେଶାଇ ସ୍ବୀମିଙ୍ଗ ପୁଲରେ ଗାଧୋଇ ବିକିନୀରେ ଫୋଟୋ ସୁଟ୍ କରିବା ହେଲା ଭାଇରଲ।

ଟିଭି ର ଅଭିନେତ୍ରୀ ରଶ୍ମି ଦେଶାଇ ବହୁତ ପରିଚିତ ଏବଂ ତାଙ୍କର ବହୁତ ଫ୍ୟାନ ଆଉ ଫ୍ଲୋଇଂ ଅଛନ୍ତି।ସେ କଣ୍ଟେଓଭର୍ସି ଓ ନିଜ ପ୍ରଫେସନଲ ଜୀବନରେ ବହୁତ ଚର୍ଚ୍ଚିତ।ନିଜ ପତି ଓ ଉପ- ଅଭିନେତା ମନ୍ଦିପ ଙ୍କ ଠାରୁ ତଲାଖ୍ହ ନେଇଥିଲେ।ତାପରେ ଅର୍ୟାଂ ଖାଁ ଙ୍କ ସହ ରଶ୍ମିଙ୍କ ଯୋଡି ଜମିଥିଲା।ଦୁଇ ଜଣଙ୍କୁ ବିଗବସ ସିଜିନ ରେ ମଧ୍ୟ ଦେଖିବାକୁ ମିଳିଥିଲା।ଏଥିରେ ଖାନ୍ ଦେଶାଇ କୁ ସମସ୍ତଙ୍କ ଆଗରେ ପ୍ରୋପୋଜ କରିଥିଲେ।ଖାନ୍ ଙ୍କ ଧୋକା ଦ୍ୱାରା ଏହି ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥିଲା। ଏହି କଥା ଘର ବାହାରରେ ବହୁତ ଚର୍ଚ୍ଚା ଚାଲିଲା।

ରଶ୍ମି ଙ୍କ ଅଭିନୟ ସହ ତାଙ୍କ ସୁନ୍ଦରତା ଉପରେ ମଧ୍ୟ ବହୁତ ଫିଦା ଥିଲେ।ଯାହାକି ରଶ୍ମି ତାଙ୍କ କ୍ୟୁଟି ଲୁକ ଛଡା ନିଜର ହଟ୍ ଲୁକ ପ୍ରତି ବେଶି ଧ୍ୟାନ ଦେଉଛନ୍ତି।ଯାହାକି ଏହି କିଛି ମାସ ଧରି ଫୋଟୋସୁଟ୍ ରେ ଚର୍ଚ୍ଚିତ, ଏବଂ ସେ ବିକିନୀ ରେ ମଧ୍ୟ ନଜର ଆସିଛନ୍ତି।ଯାଉଥିରେ ରଶ୍ମି ଗୋଲାପୀ ରଙ୍ଗର ବିକିନୀ ଓ ଧଳା ରଙ୍ଗର ବଡି ସୁଟ୍ ବିନ୍ଧିଛନ୍ତି,ଓଦା ହୋଇ ସ୍ବୀମିଙ୍ଗପୁଲ ରୁ ବାହାରୁଥିବା ଭଙ୍ଗୀରେ ଫୋଟୋ ସୁଟ୍ ହୋଇଥିଲା। ସେ ବର୍ତ୍ତମାନ ସୋଇସଲମେଡିଆ ରେ ବହୁତ ପସନ୍ଦିତ ଆଉ ଭାଇରାଲ ହୋଇଚାଲିଛି।

ଏହି ଫୋଟୋକୁ ଦେଖି ରଶ୍ମିଙ୍କ କିଛି ଫ୍ୟାନ ତାଙ୍କ ଦିବାନା ମଧ୍ଯ ହୋଇଗଲେଣି। ଏହି ଫୋଟୋରେ ତାଙ୍କ ଲୁକ ଆହୁରି ଚାରଚାନ୍ଦ ଲଗାଇଦେଉଛି।ଅଳ୍ପ କିଛି ଘଣ୍ଟାରେ ସୋସିଆଲମେଡିଆରେ ଫେମସ ହୋଇଗଲେ।ରଶ୍ମି ଦେଶାଇ ସ୍ବୀମିଙ୍ଗପୁଲ ଭିତରେ ମଧ୍ୟ ବିକିନୀରେ ବହୁତ ଚମକଦାର ପୋଜରେ ଫୋଟୋ ସୁଟ୍ କରିଛନ୍ତି।ଏହି ବିକିନୀ ଲୁକ୍ କୁ ପୁରା କରିବାପାଇଁ ସେ ନାଲି ଲିପ୍ସଟିକ୍ ସହ ନିଜର କାନ କୁ ମଧ୍ୟ ପୋଜରେ ସାମିଲ କରିଥିଲେ।

ରଶ୍ମି ଦେଶାଇ ଏହି ପିଙ୍କ ବିକିନୀ ରେ ବହୁତ ହଟ୍ ଓ ସେକ୍ସି ଲାଗୁଛନ୍ତି।ଯାହାକୁ ସୋସିଅଳମେଡିଆରେ ତାଙ୍କ ଫ୍ୟାନ ମାନେ ବହୁତ ପସନ୍ଦ ସହ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି।ରଶ୍ମି ବହୁତ କିଛି ଫୋଟୋ ଇଂସ୍ତାଗ୍ରାମରେ ପୋଷ୍ଟ କରିଛନ୍ତି, ଏବେ ଏହି ପିଙ୍କ ବିକିନୀ ଫୋଟୋ ମଧ୍ୟ ଦେଖିବାକୁ ମିଳିଛି।

ରଶ୍ମି ଦେଶାଇ ପ୍ରଥମେ ନାଗୀନ୍୪ ରେ ରୋଲ କରୁଥିଲେ।ସେ ଏହି ଟିଭିସୋ ରୁ ନିଜ କ୍ୟାରିଅର ତିଆରି କରିଥିଲେ।ତାପରେ ସେ ବହୁତ ଘରେ ଘରେ ପରିଚିତ ହେବାକୁ ଲାଗିଲେ।ସେ ବହୁତ କିଛି ସିରିଏଲ ସହ ୱେବସିରିଜ ରେ ମଧ୍ୟ ନଜର ଆସିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.