ଏହି ମହିଳା ମାନଙ୍କ ସହ ଭୁଲରେ ବି ସେ-କ୍ସ କରନ୍ତୁ ନାହିଁ । ନଚେତ ହୋଇଯିବ ସର୍ବନାଶ

ଆସନ୍ତୁ ଜାଣିବା ବୈବାହିକ ଜୀବନ ସମ୍ପର୍କରେ କେଉଁ ଝିଅ ସହିତ ବିବାହ କଲେ ଶାସ୍ତ୍ରରେ ପାପ ବୋଲି କୁହାଯାଇଛି । ବିବାହ ଜୀବନର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଅଟେ । ବିବାହ କରିବେ କି ନାହିଁ ଏହାର ନିଷ୍ପତି ମଧ୍ୟ ଗୁରୁତ୍ୱ ପୂର୍ଣ ଅଟେ । ଏହା ସବୁଠୁ କଟିନ ହୋଇଥାଏ । ବର ହେଉ କି କନ୍ୟା ଏହି ଦୁଇ ଜଣ ଶେଷ ପଯ୍ୟନ୍ତ ବିବାହ କରିବେ କି ନାହିଁ ପ୍ରସ୍ତୁତ ହୋଇନଥାନ୍ତି । ସେ ପରିବାର ଦିଗରୁ ପ୍ରେସସର ହଉ କି ବୟସ ଯୋଗୁ ହେଉ ବିବାହ କରିବାକୁ ପଡିଥାଏ । ଧାର୍ମିକ ଗ୍ରନ୍ଥ କିମ୍ବା ଉପ ଗ୍ରନ୍ଥ ହେଉ କିଛି ମାନ ଦଣ୍ଡ କୁହାଯାଇଛି । ଯାହାକୁ ଆଧାର କରି ବର ବଧୁଙ୍କୁ ଗ୍ରହଣ କରାଯାଇ ଥାଏ । ଆଜି ଆମେ ସେହି କଥାକୁ ଆଲୋଚନା କରିବାକୁ ଯାଉଛେ । ଯେଉଁଥିରେ ଆପଣ ଗୋଟିଏ ସୁଶୀଲ ଏବଂ ସୁନ୍ଦର ବଧୂର ଚୟନ କରିପାରିବେ । କିଛି ଏମିତି କଥା ଶାସ୍ତ୍ର ଅନୁସାରେ ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ । କିଛି ରୀତି ମହିଳାଙ୍କ ସହିତ ଶାରୀରିକ ସମ୍ବଧ ରଖିବା ଉଚିତ ହୋଇନଥାଏ । ଓ ଏହି ମାନଙ୍କ ଠୁ ଦୂରରେ ରହିବ ଉଚିତ ହୋଇଥାଏ ।

ଏଇ ଶ୍ରେଣୀରେ ଆସିଥାନ୍ତି ଗୋଟିଏ ମହିଳା ଏବଂ ଗୋଟିଏ ପୁରୁଷ ବିବାହ ନକରି ମଧ୍ୟ ଶାରୀରିକ ସମ୍ପର୍କରେ ଆସିବ ଉଚିତ ହୋଇନ ଥାଏ । ସେ ରାଜିରେ ହଉ କି ଜବରଦସ୍ତି କେବେ ବି ଅବିବାହିତ ମହିଳାଙ୍କ ସହ ସେକ୍ସ କରନ୍ତୁ ନାହିଁ । ଯଦି କୌଣସି ପୁରୁଷ ଏପରି କରେ ତାହେଲେ ତା ସହ ବିବାହ କରିବା ଉଚିତ । ଭୁଲରେ ବି ବିଧବା ସ୍ତ୍ରୀ ପାଖକୁ ଯିବା ଉଚିତ ନୁହେଁ । ତାଙ୍କ ସହ କେବେ ବି ଶାରୀରିକ ସଂପର୍ଯ ରଖିବା ଠିକ ନୁହେଁ । ଯଦି ତାଙ୍କୁ ବିବାହ କରିବେ ତାହେଲେ ସମ୍ପର୍କ ରଖିପାରିବେ । ଯେଉଁ ସ୍ତ୍ରୀ ବ୍ରହ୍ମ ଚଯ୍ୟ ପାଳନ କରୁଥିବ ତା ସହ ଶାରୀରିକ ସମ୍ପର୍କ ରଖିଲେ କେବଳ ତାର ତପସ୍ୟା ଭଙ୍ଗ ହେବା ସହ ପୁରୁଷର ମହା ପାପର ଭାର ଆସିଥାଏ

ଆଉ କେତେକ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ଏହି ମାନେ ହେଉଛନ୍ତି ସଂଗର ସ୍ତ୍ରୀ , ଶତ୍ରୁର ସ୍ତ୍ରୀ , ଶିଷ୍ୟର ପତ୍ନୀ ଏବଂ ନିଜ ଘରର ସ୍ତ୍ରୀ , ବେଶ୍ୟା , ମଧ୍ୟୟ ପରିବାରର ସ୍ତ୍ରୀ । ବୟସରେ ବଡ ହେଇଥିବା ସ୍ତ୍ରୀ , ପତ୍ନୀର ମାଆ ଚାଚାଙ୍କ ସ୍ତ୍ରୀ ମାମୁଁଙ୍କ ପତ୍ନୀ ଏପରି ସ୍ତ୍ରୀଙ୍କ ସହ ସମ୍ପର୍କ ରଖନ୍ତୁ ନାହିଁ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.