ଝିଅମାନେ ଶାରୀରିକ ସମ୍ବନ୍ଧ ପୂର୍ବରୁ ଏଥିପାଇଁ କରିଥାନ୍ତି ଲାଜ , ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ନାରୀ ଟିଏ ହେବା ଏତେ ସହଜ କଥା ନୁହେଁ। ଝିଅମାନଙ୍କ ଜୀବନରେ ବହୁତ ଦୁଃଖ କଷ୍ଟ ରହିଥାଏ।ତେଣୁ ଏପରି କିଛି ଜିନିଷ ଅଛି ଯାହାକୁ କରିବା ପାଇଁ ଝିଅମାନେ ଭୟ ଓ ଲାଜ କରିଥାନ୍ତି।ଆଜିଯାଏ ମଧ୍ୟ ନାରୀମାନଙ୍କୁ ସେତିକି ପ୍ରଧାନ୍ୟ ଦିଆଯାଇନାହିଁ। ଏହି ଦୁନିଆରେ ପ୍ରତ୍ୟେକ ମହିଳାଙ୍କ କିଛି ଅସୁବିଧା ରହିଥାଏ ବା ଅନ୍ୟଟି ଯାହା ସେ କାହାକୁ କହିପାରନ୍ତି ନାହିଁ।ଏହା ସେମାନଙ୍କୁ ବହୁତ ଥର ଲଜ୍ଜିତ କରେ। ଜାଣିଛନ୍ତି କି ସେହି ସବୁ ଅସୁବିଧାର ସମାଧାନ ରହିଛି।

ଛାତି ଉପରେ ବାଳ ଆସିବା ମହିଳାମାନଙ୍କ ପାଇଁ ଏହା ଲଜ୍ୟାଜନିତ। ଅନେକ ମହିଳା ଏହି ଅସୁବିଧାରେ ପୀଡିତ।ଏହି ବାଳକୁ ଅପସାରଣ କରିବାପାଇଁ ଆପଣ କାଟିଦେଇଥାନ୍ତି ବା କ୍ଲିଅର କରିଥାନ୍ତି। ଅଣ୍ଡର ଆର୍ମରେ ଝାଳ; ଅଧିକ ପରିଶ୍ରମ କରିବା ଦ୍ୱାରା ଆମ କାଖ ଏବଂ ପିଠିରେ ଝାଳ ହୋଇଥାଏ, ଦୂର୍ଗନ୍ଧ ମଧ୍ୟ ହୋଇଥାଏ ଯାହାକି ମହିଳାମାନଙ୍କୁ ହଇରାଣ କରିଥାଏ।

ଲେମ୍ବୁ ଏବଂ ବେକିକିଂ ଷୋଡା ଦ୍ୱାରା ଦିନକୁ ଦୁଇ ଥର ସଫା କଲେ ଏହିସବୁ ଅସୁବିଧାର ସମ୍ପୂର୍ଣ୍ଣ ରୂପେ ସମାଧାନ ପାଇପାରିବେ।ପିଠିରେ ଘିମିରି ବା ବ୍ରଣ।ଆମ ଚର୍ବି ଯାହା ଉତ୍ପାଦନ କରେ, ଯାହାର ଚର୍ମ ମଝିରେ ମଳି ଜମିଲେ ଏହା ପିଠି ଆଡୁ ଆରମ୍ଭ ହୁଏ। ଯଦି ଆପଣଙ୍କ ପିଠିରେ ବ୍ରଣ ଅଛି ତେବେ
ଆଲୋବେର ଜେଲ ଲଗାନ୍ତୁ।କିଛି ଝିଅଙ୍କର ଟିକିଏ ଗରମ ହେଲେ,ଏହା ଦେଖାଦେଇଥାଏ।ଏଥିପାଇଁ ଵ୍ୟସ୍ତ ବିବ୍ରତ ହୋଇଥାନ୍ତି।ଏଥିପାଇଁ ଆପଣ ଆଣ୍ଟି ଜର୍ମ ପାଉଡର ଲଗାନ୍ତୁ

କେଶ ଉପୁଡିବା ବା କେଶରେ ରୂପୀ ସମସ୍ୟା।କେଶ ଉପୁଡିବାର ଅନେକ କାରଣ ରହିଛି।ଯଦି ଆପଣ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇବା ପାଇଁ, ଘରେ ବନାନ୍ତୁ ସାମ୍ପୂ।ଏହାକୁ ଭଲ ଭାବରେ ମାଲିସ କରନ୍ତୁ।

ପିରିଅଡ଼ ସମୟରେ ବାହାରେ ବୁଲିବାକୁ ନେଇ ଚିନ୍ତିତ ଥାନ୍ତି ମହିଳାମାନେ।ଆପଣମାନେ ଜାଣିଥିବେ ଯେ ମାସିକ ସମୟରେ ଝିଅମାନଙ୍କ ଦେହ ଅସୁସ୍ଥ ରହେ,ବହୁତ ପୀଡା ବି ହୁଏ।ଏହି ସମୟରେ ଝିଅମାନେ ଅନ୍ୟମାନଙ୍କ ସହ ମିଶିବାକୁ ଭଲ ପାଆନ୍ତି ନାହିଁ।ଡାକ୍ତରମାନଙ୍କ ଅନୁଯାୟୀ ଏହି ସମୟରେ ଝିଅମାନେ ଫଳ ଜୁସ ଏବଂ ଅଳ୍ପ ଗରମପାଣି ରେ ଲେମ୍ବୁ ପକାଇ ସେବନ କଲେ ଏହି ପୀଡ଼ରୁ ମୁକ୍ତି ମିଳେ। ଝିଅମାନଙ୍କୁ ଏହିସବୁ କାମ କରିବାକୁ ଏହିସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.