ଚାରସୋବିଶ ଆକାଶ ପାଠକ ଙ୍କ ପୋଲ ଖୋଲିଲେ ପି,ଏ | ସାମ୍ନାକୁ ଆସିଲେ ବ୍ୟକ୍ତିଗତ ସହାୟକ ଡେଭିଡ ପୀଟର | ଜାଲିଆତି ର ଗୋଟିଏ ଗୋଟିଏ ଏପିଶୋଡ଼ | ଆକାଶ ତାଙ୍କୁ କହିଥିଲେ ସେ ପୁନେ TATA ମୋଟରସ ରେ ଏମ, ଡ଼ି ଅଛନ୍ତି ସେଠି ପାଇଁ ସମୟ ର ଅଭାବ ରୁ ପ୍ରଶନାଲ ଆସିଷ୍ଟାଣ୍ଟ ଦରକାର |ତାଙ୍କ ପାଖରେ ଥିଲା ନକଲି ଆଇ କାର୍ଡ ଏବଂ ନକଲି ଭିଜିଟିଙ୍ଗ କାର୍ଡ | ବଡିଗାର୍ଡ ଧରି ବୁଲୁଥିଲେ | ଏମିତି ବୁଲୁଥିଲେ ଯେ କାହାର ବି ସନ୍ଦେହ ହେବାର ନାହିଁ | ଡେଭିଡ ପୀଟର ବଖାଣି ଛନ୍ତି କେମିତି ଆକାଶ ଚଳାଇଥିଲେ ଜାଲ ନିଯୁକ୍ତି ରକେଟ |ଅନଲାଇନ ରେ ଇଣ୍ଟରଭିଉ | ମ୍ୟାନେଜେମେଣ୍ଟ ଏବଂ ଗ୍ରାଜୁଏଟ ଟ୍ରେନିଂ ପାଇଁ ଚଳାଇଥିଲେ ନିଯୁକ୍ତି |

ବ୍ରହ୍ମହପୁର ରୁ ସର୍ବେଶ୍ୱର ରାଓ ପଠାଉଥିଲେ ନିଯୁକ୍ତି | ଟାଟା ରେ ଆବେଦନ କରିଥିବା ପ୍ରାଥୀ ଙ୍କ ନାଁ | ଚାକିରୀ ଦେବା ବାହାନା ରେ ସତୁରି ରୁ ଅସି ପ୍ରାଥୀ ଙ୍କ ନାଁ | କିନ୍ତୁ ଅରୁଣ ଡେଭିଡ ଙ୍କୁ କେଭେ ଅଫିସ କୁ ନେଇ ନଥିଲେ | ତାଲାବନ୍ଦ ବେଳେ ଭୁବନେଶ୍ୱର ରୁ ପୁନେ ମୁମ୍ବାଇ ବିଭିର୍ନ ସହର କୁ ପ୍ଲେନ ରେ ଯିବା ଆସିବ କରନ୍ତି ଏବଂ ତାଙ୍କ ପରିବାର ଲୋକ ମଧ୍ୟ | ଘରକୁ ଆସୁଥିଲେ ମଝିରେ ମଝିରେ ପତ୍ନୀ | ପୁନେ ୱାଟରସ ଆପାର୍ଟମେଣ୍ଟ ଭଡା ଥିଲା ୩ ଲକ୍ଷ ପଚାଶ ହଜାର ଟଙ୍କା | ଭିଜିଲାନ୍ସ ତାଙ୍କ ବିଷୟରେ କହିବ ପରେ ଆଶ୍ଚର୍ଯ୍ୟ ହେଇଛନ୍ତି ପୀଟର | ଆଗକୁ ଆକାଶ କୁ ରିମାଣ୍ଡ ରେ ଆଣିବାକୁ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ