କ୍ଲାସ ରୁମରେ ବାହାଘର ଏବଂ ଚଉଠି ତାପରେ ଯାହାହେଲା ଦେଖିଲେ ଉଡ଼ିଯିବ ହୋସ୍

କଲେଜ ଛାତ୍ରଙ୍କ ଶ୍ରେଣୀ ଗୃହ ରେ ବାହାଘର

ଏକ କଲେଜ କ୍ଲାସ୍ ରୁମ୍ ରେ ଜଣେ ଛାତ୍ର ନିଜ ପ୍ରେମିକା କୁ ବିବାହ କରିଛନ୍ତି ଓ ଏହାର ଭିଡିଓ ଭାଇରାଲ ହେଇଛି,ଏହା ଜାଣିବା ପରେ ଶିକ୍ଷକ ଯାହା କଲେ ତାହା ଆପଣମାନେ ଶୁଣନ୍ତୁ।

ପ୍ରେମ ଏପରି ଏକ ଜିନିଷ ଯାହା ମଣିଷକୁ ଭଲ ବାଟରେ ନିଏ ଓ ଖରାପ ବାଟରେ ବି ନେଇଯାଏ।ଏହି ପ୍ରେମ ପାଣି ପାଇଁ କେହିକେହି ରାସ୍ତା ରେ ଚାଲନ୍ତି ତ ଆଉ କିଏ ଅବାଟରେ ଯାଆନ୍ତି।

ଆଜି ଆମେ ଏପରି ଏକ ଖବର କହିବୁ ଯାହା ପ୍ରେମୀ ଯୁଗଳ ମାନଙ୍କ ବିଷୟରେ।ଏହି ଖବରଟି ଆସିଛି ମହାରାଷ୍ଟ୍ର ରୁ।ସେଠାରେ ଜଣେ ଛାତ୍ର ନିଜ ପ୍ରେମିକା କୁ ମଙ୍ଗଳସୂତ୍ର ପିନ୍ଧାଇ ଶ୍ରେଣୀ ଗୃହରେ ବିବାହ କରିଛନ୍ତି।ଦୁଇ ଜଣ ଯାକ +୨ ଦ୍ଵିତୀୟ ବର୍ଷର ଅଟନ୍ତି।ଏହି ଘଟଣା ଟି ଏବେ ଚାରିଆଡ଼େ ଚର୍ଚ୍ଚା ର ବିଷୟ ପାଲଟିଛି।ବାପା ମା ଭାବୁଛନ୍ତି କି ଏହି ଘଟଣା କିପରି ଘଟିଲା।

ଆମେ ଆପଣଙ୍କୁ କହି ରଖୁଛୁ କି ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ର ମାନେ ଏହି ଭିଡିଓ କୁ ରେକର୍ଡ କରିଥିଲେ ଯାହାକି ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏହି ଘଟଣା ପରେ ଶିକ୍ଷକ ଉଭୟଙ୍କୁ ଦଣ୍ଡସ୍ୱରୁପ କଲେଜ ରୁ ବାହାର କରିଦେଇଛନ୍ତି।ଆଜିକାଲି ପିଲାମାନେ ପ୍ରେମ ରେ ପଡି ଏମିତି ଅବଟରେ ଯାଇ ଭୁଲ କାମ କରୁଛନ୍ତି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.