ଚାଂଚଲ୍ୟ କର ତଥ୍ୟ | କିଏ ଥିଲେ ମାଷ୍ଟର ମାଇଣ୍ଡ | ବହୁତ ବଡ ଖୁଲାସା

ଜାଲିଆତି ର ସୌଦାଗର ଆକାଶ ପାଠାକ | ବାପା ଅଭୟ ପାଠକ ବି କିଛି କମ ନଥିଲେ |ଏହି ଘଟଣା ଜାଲିଆତି ସମ୍ପର୍କରେ ଆପଣଙ୍କ ଆଗରୁ ଶୁଣିଥିବେ କିପରି ଲୋକ ମାନଙ୍କୁ ଏମାନେ ଠକୁଥିଲେ | ବାପା ପୁଅ ଙ୍କର ରହସ୍ୟ ଏବଂ ଜାଲିଆତି ର ସମ୍ପୂର୍ଣ୍ଣ ପର୍ଦାଫାଶ କରିବାରେ ଲାଗିଛି ଚାରି ଚାରି ଟୀ ତଦନ୍ତ କାରି ଟିମ | ଖୋଳତାଡ଼ ରେ ଲାଗିଛନ୍ତି ମାଳ ମାଳ ଟପ ଅଫିସର | ତଦନ୍ତ ର ନେତୃତ୍ୱ ନେଇଛନ୍ତି ବଛା ବଛା ପୋଲିସ ଅଧିକାରୀ | ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ତତ୍ୱବଧାନ ରେ ଅଭୟ ଙ୍କର ଆୟ ବ୍ୟୟ ର ନିକାସ ଚାଲିଛି | ଭିଜିଲାନ୍ସ ଡ଼ି, ଆଇ, ଜି ସଞ୍ଜୟ କୌଶଳ | ଲେଡି ଆଇ ପି ଏସ ଅନୁପମା ଯେମସ ଙ୍କ ସହ ଇନିସପେକ୍ଟର ମଧ୍ୟ କାର୍ଯ୍ୟ ରେ ଲାଗିଛନ୍ତି | ଓଡିଶା ସମେତ ପୁନେ, ମୁମ୍ବାଇ, ପାଟନା, ରେ ଭିଜିଲାନ୍ସ ଟିମ କରିଛି ଚଢ଼ାଉ ଏବଂ ଚେକିଂ ଜୋର ସୋର ରେ ଚାଲିଛି | କ୍ରାଇମବ୍ରାଞ୍ଚ ଖୋଜୁଛି ଆକାଶ ଙ୍କ ଜାଲିଆତି ନେଟୱର୍କ ର ସମସ୍ତ ତଥ୍ୟ

କ୍ରାଇମବ୍ରାଞ୍ଚ ଏ ଡ଼ି ଜି ସୌମେନ୍ଦ୍ର ପ୍ରିୟଦଶ୍ରୀ ଙ୍କ ପ୍ରତେକ୍ଷ ତତ୍ତ୍ୱବଧାନ ରେ ତଦନ୍ତ ଆଗେଇଚି | ନେତୃତ୍ୱ ନେଇଛନ୍ତି କ୍ରାଇମବ୍ରାଞ୍ଚ ଆଇ, ଜି ଅମିତେନ୍ଦ୍ର ସିଂନାହା | ଠକେଇ ସମ୍ବନ୍ଧରେ ତଥ୍ୟ ଯୋଗାଡ କରୁଛନ୍ତି ତନା ଘନା | ବ୍ରହ୍ମହପୁର ଡ଼ି ଆଇ ଜି ଏବଂ ଏସପି ବେନାମି ସମ୍ପତି ର ଖୋଲ ତାଡ଼ ଆରମ୍ଭ କରିଛି ପ୍ରବକ୍ତା ନିର୍ଦେଶଳୟ | ଏପଟେ ପୋଲିସ ଡ଼ି ସି ପି ଙ୍କ ନେତୃତ୍ୱରେ ତଦନ୍ତ କରୁଛି ଖରାବେଳ ପୋଲିସ | ଏପଟେ ଟାଟା ମୋଟରସ ପୁରା ତଥ୍ୟ ଦେଇ ସାରିଛି ଯେ ସେ ତାଙ୍କ କର୍ମଚାରୀ ନାହାନ୍ତି କି ନଥିଲେ | ଏହା ପରେ ଆକାଶ ଙ୍କ ପି ଏ ଦେଇଛନ୍ତି ଚାଂଚଲ୍ୟ କର ଖବର | ଆକାଶ ଙ୍କୁ ଟାଟା ମୋଟର୍ସ ରେ କେଭେ ନଥିଲେ କି ବର୍ତମାନ ସୁଦ୍ଧା ନାହାନ୍ତି ବୋଲି ସଫା ସଫି ମନ୍ତବ୍ୟ ଦେଇଛି ଟାଟା ମୋଟର୍ସ |

ଆକାଶ ଙ୍କୁ ଟାଟା ମୋଟର୍ସ ପାସେଞ୍ଜର ଭାବରେ ସଜେଇଥିଲେ ଅଭୟ | ବରିଷ୍ଠ ସରକାରୀ ଙ୍କ ସହ ପରିଚିତ କରିଥିଲେ | ଜାଲିଆତି କରି ପୁଅ ଟଙ୍କା ହଡପ କରିବାରେ ଥିଲା ପରୋକ୍ଷ ଭାବରେ ହାତ | ପରୋକ୍ଷ ରେ ଅଭୟ ଙ୍କର ପ୍ରୋତ୍ସାହନ ଥିବା ଜଣା ପଡିଛି | ପ୍ରଦୀପ ପାଣିଗ୍ରାହୀ ତାଙ୍କ ସମୁଦୀ | ପ୍ରଶ୍ନ ଉଠୁଛି ସତରେ କଣ ଜାଣିନଥିଲେ ପ୍ରଦିପ ଏପରି ଜାଲିଆତି ବିଷୟରେ | ଖୁବ ଶୀଘ୍ର ପର୍ଦାଫାଶ କରିବ କ୍ରାଇମବ୍ରାଞ୍ଚ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.