ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ନିର୍ବନ୍ଧ ଠାରୁ ନେଇ ବାହାଘର ଯାଏ ହଜାର ହଜାର ଫଟୋ ଉଠେଇ ଛାଡୁଥିବା ଲୋକ, ଚଉଠି ରାତିରେ ତମ ଫୋନ ବ୍ୟାଟେରୀ ଲୋ ହେଇ ଯାଏ କି?

୨) ଅଜଣା ବାହାଘରରେ ଖାଇବା ପାଇଁ ପଶି ଯାଇଥିଲି ।ଯେତେବେଳେ ପଚାରିଲେ କାହା ତରଫରୁ ଆସିଛ ।ମୁଁ କହିଲି ଝିଅଙ୍କ ତରଫରୁ ।
ଶଳା ବହୁତ ମାରିଲେ, ପରେ ଜଣା ପଡିଲା ଝିଅ ନଥିଲା ଦୁଇ ଆଡୁଆ ପୁଅ ଥିଲେ ।
୩)ଗୋଟେ ଛୋଟ ଛୁଆ ଦୋକାନୀ କୁ : ଅଙ୍କଲ ଗୋରା ହବା ପାଇଁ କ୍ରିମ ଅଛି ?ଦୋକାନୀ : ହଁ ଅଛି !
ଛୁଆ : ଶଳା, ଅଛି ଯଦି ଲଗଊନୁ କଣ ପାଇଁ ମତେ ସବୁବେଳେ ଡରେଇ ଦଉଛୁ ।
୪) ଆଜି ମୋ ବାପା ମୋ ଫୋନ ଦେଖୁଥିଲେ
ମୁଁ : କିଛି ମିଳିବ ନାହିଁ, ମଜାକରେ ।
ମୋ ଜୀବନ ଆଜି ଯାଉ ଯାଉ ବଞ୍ଚିଲା ତା ପରେ ମନେ ପଡିଲା ମୁଁ ତ ସିଙ୍ଗଲ ଅଛି ।

୫) ସ୍ତ୍ରୀ : ହେଇଟି ଶୁଣୁଛ, ଆମ ଡ୍ରାଇଭର କୁ ଜଲଦି ବିଦା କର..
ସ୍ୱାମୀ : କିନ୍ତୁ କାହିଁକି?
ସ୍ତ୍ରୀ : ଆଜି ସେ ମତେ, ମାରି ଦେଇଥାନ୍ତା.. ଗାଡ଼ି ନେଇ କାନ୍ଥ ରେ ପିଟିଦେଇଥାନ୍ତା
ସ୍ୱାମୀ : ତାକୁ ଆଉ ଗୋଟିଏ ଚାନ୍ସ ଦିଅ
( ସ୍ତ୍ରୀ ବେହୋସ )
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ