ବର୍ତ୍ତମାନର ବଡ଼ ଖବର: ଏହିଦିନ ଖୋଲିବାକୁ ଯାଉଛି ସ୍କୁଲ କଲେଜ, ହେବନାହିଁ +3 ପରୀକ୍ଷା

ରାଜ୍ୟ ରେ ସ୍କୁଲ ଏବଂ କଲେଜ ଖୋଲିବା ପାଇଁ ଆସିଛି ବଡ ଖବର | ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ| ରାଜ୍ୟ ରେ କେଉଁ ତାରିଖ ରେ ସ୍କୁଲ ଖୋଲିବାକୁ ନିର୍ଦେଶ ହୋଇଛି ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଅପଡେଟ | କୋରନା କଟକଣା ପାଇଁ ସ୍କୁଲ ଏବଂ କଲେଜ ମାର୍ଚ୍ଚ ମାସଠାରୁ ବନ୍ଦ ଥିବା ବେଳେ ଡାଉ ସାଜିଥିବା କୋରନା ପିଲାଙ୍କ ଭବିଷ୍ୟତ ଉପରେ ଆକ୍ଷେପ ପକାଇଛି | ଅନଲାଇନ ମାଧ୍ୟମ ରେ କ୍ଲାସ ହେବା ଦ୍ଵାରା ଗରିବ ଶ୍ରେଣୀ ର ପିଲା ମାନେ ଅନଲାଇନକ୍ଲାସ ରୁ ବଞ୍ଚିତ ହୋଇଛନ୍ତି | ଶିକ୍ଷା ର ହାର କମିଛି | ତେବେ ନୂଆ ବର୍ଷ ରୁ ଖୋଲିବାକୁ ଯାଉଛି ସ୍କୁଲ ଏବଂ କଲେଜ | ତା ସହିତ ଇଉଜି, ପିଜି, ସେମିଷ୍ଟାର ଘୁଂଚିବା ସମ୍ଭାବନା ରହିଛି |

ନୂଆ ବର୍ଷ ରେ ପୁଣି ଥରେ ସ୍କୁଲ ଖୋଲିବା ସହ ପାଠ ପଢି ପରୀକ୍ଷା ଦେବେ ଛାତ୍ର ଛାତ୍ରୀ ବୋଲି ଗଣଶିକ୍ଷା ବିଭାଗ କହିଛନ୍ତି | ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଲୋଚନ ଦାସ ଙ୍କ କହିବା ମୁତାବକ | ଜାନୁଆରୀ ରେ ଦଶମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ | ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି |ପିଲାମାନେ ଖୁବ ଶୀଘ୍ର ସ୍କୁଲ କୁ ଫେରିବେ | ସ୍କୁଲ ରେ ଶହେଦିନ ପାଠ ପଢା ପରେ ପରୀକ୍ଷା ହେବ ବୋଲି କହିଛନ୍ତି | କେବଳ ପୂଜା ପର୍ବାଣି କୁ ଛାଡି ଶନିବାର ଓ ରହିବାର ମଧ୍ୟ କ୍ଲାସ ହେବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ।

କିଛି ଦିନ ମଧ୍ୟରେ ଛାତ୍ର ଛାତ୍ରୀ ଙ୍କର ଚାପ କମାଇବା ନିମନ୍ତେ ମୁଖ୍ୟ ମନ୍ତ୍ରୀ ଙ୍କ ଜରିଆରେ ପାଠ୍ୟ ଉପକ୍ରମ ଉଦଘାଟନ କରାଯିବ | ଏଥି ମଧ୍ୟରୁ ଦଶମ ରୁ ଦ୍ୱାଦଶ ଶ୍ରେଣୀ ଙ୍କୁ ପ୍ରାଧାନ୍ୟ ଦିଆଯିବ | ଶହେ ଦିନରେ ପାଠପଢା ହୋଇ ପରୀକ୍ଷା ହେବ ବୋଲି କହିଛନ୍ତି| ତେବେ ବିଶେଷ ସୂତ୍ର ଅନୁସାରେ ଜାନୁଆରୀ ୨ ରୁ ଖୋଲିପରେ ସ୍କୁଲ | ଆଉ ସେପଟେ ନୂଆ ବର୍ଷ ରେ ସ୍କୁଲ କଲେଜ ଖୋଲିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି | ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଙ୍କର କଲେଜ ଖୋଲିବା ନେଇ ସୂଚନା ଦେଇଛନ୍ତି |ଏ ନେଇ ରାଜ୍ୟ ସରକାର ଏ ବିଷୟରେ ଚୁଡାନ୍ତ ନିଷ୍ପତି ନେବେ | ଇଉ ଜି ଏବଂ ପିଜି ସେମିଷ୍ଟାର ଘୁଞ୍ଚିବ ବୋଲି କହିଛନ୍ତି| ଏହା ସହ ସତୁରି ରୁ ଅସି ଦିନ ପାଠ ପଢା ପରେ ପରୀକ୍ଷା କରାଯିବ ବୋଲି କୁହା ଯାଉଛି | ଆଉ କଲେଜ ଖୋଲିବାରେ ଯଦି ବିଳମ୍ବ ହେବ ତେବେ ସିଲାବସ କମେଇବା କଥା ଚିନ୍ତା କରାଯାଇ ପାରେ | ଅନେକ ବିଷୟକୁ ନେଇ ପରୀକ୍ଷା କଲେ ଫେଲ ପ୍ରତିଶତ ବଢ଼ିବାରେ ସମ୍ଭାବନା ରହିଛି | ମାଟ୍ରିକ ଏବଂ ଯୁକ୍ତ ୨ ପରୀକ୍ଷା ଅଫଲାଇନ ରେ ହେବ ବୋଲି ସରକାର ଏ ନେଇ ସ୍ପଷ୍ଟ କରିଛନ୍ତି |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.