ଏହି ମହିଳାଙ୍କୁ ବଞ୍ଚେଇବା ପାଇଁ କୁକୁର କଣ କଲା ଦେଖନ୍ତୁ ।ଆଜି ପଯ୍ୟନ୍ତ ମଣିଷ ମାନେ ଅନ୍ୟ ମଣିଷକୁ ସାହାଯ୍ୟ କରୁଥିବାର ତ ନିଶ୍ଚୟ ଦେଖିଥିବେ । କିନ୍ତୁ ଆଜିର ଏହି ଭିଡିଓ ବହୁତ ଧମାକାଦାର ଏହା ଆପଣଙ୍କ ହୋସ ଉଠେଇଦେବ । କାରଣ ଆପଣ ଆଜି ଜାଣିବେ ଯୋଉଠି ପଶୁ ମାନେ ମଣିଷ ମାନଙ୍କର ଜୀବନ ବଞ୍ଚେଇଛନ୍ତି । ଏହାକୁ ଦେଖିସାରିବା ପରେ ଆପଣଙ୍କ ଆଖିରୁ ଖୁସିରେ ଲୁହ ଆସିଯିବ ।

ଗୋଟିଏ ଲୋକ ଜଣେ ସିଂହ ଏକ୍ସପର୍ଟ ଅଟନ୍ତି । ଯିଏ ସବୁ ସିଂହ ଏବଂ ବାଘ ମାନଙ୍କ ସହ ମିଳା ମିଶା କରିଥାନ୍ତି । ଏହି ସବୁ ସିଂହ ଲୋକ ସହ ଆନନ୍ଦରେ ସମୟ ବିତାଇଥାନ୍ତି । କିନ୍ତୁ ସେହି ଚିଡିଆଖାନା କୁ ଆସିଥିବା ଏକ ବାଘକୁ ଏହି ଲୋକଟି ଖାଦ୍ୟ ପରି ଲାଗିଲା । ସିଏ ଆକ୍ରମଣ କରିବାକୁ ଆସିଲା ବେଳେ ତା ପଛ ପଟରେ ଥିବା ବାଘ ତାକୁ ଘଉଦେଇ ଦେଲା । ଏମିତି ଲାଗେ ସେହି ବାଘଟି ଚିତା ବାଘକୁ କହିଲା ଯେ ସେ ଆମ ମାଲିକ ଏବଂ ଏମିତି ଭୁଲ ବିଲକୁଲ ବି କରନା ।
ଯେତେବେଳେ ଗୋଟିଏ ପିଲା ବାହାରେ ବୁଲୁଥିଲା ସେତେବେଳେ ଗୋଟିଏ ବୁଲା କୁକୁର କାମୁଡ଼ିବାକୁ ମାଡି ଆସିଲା । ସେହି ପିଲାର ପୋଷା ବିଲେଇ ଆସି ସେହି କୁକୁର ଉପରକୁ ଝାମ୍ପ ମାରିଲା । ସଂଗେ ସ୍ଵଗେ କୁକୁର ଡରି ସେଠାରୁ ପଳାଇଲା । ଏହି ବିଳେଇର ସାହାସିକତା ତା ମାଲିକଙ୍କୁ ବଞ୍ଚେଇଲା।
କୁକୁର ଠାରୁ ବିଶ୍ୱସ୍ତ ପଶୁ କେହି ହେଇପାରିବେନି । ମଝିରେ ମଝିରେ କୁକୁର ଭଲ ପାଇବା ଦେଖିଥିବେ ଗୋଟିଏ ଚୋର ବନ୍ଧୁକ ସହିତ ଚୋରି କରିବା ଉଦ୍ଧେଶ୍ୟରେ ଏହି ଦୋକାନରେ ପଶେ ସେତେବେଳେ ସେହି ଦୋକାନରେ ଥିବା ପୋଷା କୁକୁର ନିଜ ମାଲିକଙ୍କୁ ବଞ୍ଚାଇଥିଲା । ଏବଂ ଅଚାନକ କୁକୁର ଆକ୍ରମଣ ପରେ ଚୋର ଟି ପଳେଇଥିଲା। ଏହାକୁ ହି କୁହାଯାଏ ପ୍ରକୃତ ବିଶ୍ୱସ୍ଥ ପ୍ରାଣୀ ।
ଆମେରିକାରେ ଥିବା ଗୋଟେ ଚିଡିଆଖାନାକୁ ଗୋଟିଏ ପରିବାର ଆସିଥିଲେ । ଛୁଆଟି ଗୋଟିଏ ଗରିଲା ପାଖରେ ପଡିଲା । ଏହା ପରେ ସମସ୍ତେ ଡରରେ ଥରିବାକୁ ଲାଗିଲେ । ପାଖା ପାଖି ୧୦ ମିନିଟ ପଯ୍ୟନ୍ତ ଏପଟ ସେପଟ କରୁଥିଲା । ଯୋଉଠି ଲୋକ ମାନେ ଗରିଲାକୁ ଖରାପ ବୋଲି ଭାବିଥିଲେ । କିନ୍ତୁ ଗରିଲା ପିଲାଟିକୁ ଉପରୁ ଚିଲାଉଥିବା ଲୋକଙ୍କ ଠୁ ବଞ୍ଚାଇଥିଲା । ଯେତେବେଳେ ପିଲାଟିକୁ ଉଦ୍ଧାର କରାଗଲା ପିଲାଟି ପୁରା ଠିକ ଥିଲା । ପଶୁ ମାନଙ୍କ ଠାରୁ ଆମେ ବହୁତ କିଛି ଶିଖିଥାଉ । ଏହି ହାତୀ ଗୋଟିଏ ଲୋକକୁ ପାଣିରୁ ଉଦ୍ଧାର କରି ଆଣିଥିଲା । ହାତୀଟି କୂଳକୁ ଛାଡି ଦେଲା ଠେଲି ଠେଲି । ପଶୁ ହେଲେ ବି ଆମକୁ ଏହା ଶିଖିବାକୁ ମିଳେ ଯେ ପଶୁ ମନେ ବହୁତ ବିଶ୍ୱସ୍ଥ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।