ଶାରୀରିକ ସମ୍ପର୍କ ରଖିବା ସମୟରେ ଆଦୌ କରନ୍ତୁ ନାହିଁ ଏହି ୫ଟି ଭୂଲ ନଚେତ ବି..

ଶାରୀରିକ ସମ୍ପର୍କ ରଖିବା ସମୟରେ ଏହି ପାଞ୍ଚଟି ଭୁଲ କରନ୍ତୁ ନାହିଁ।

ଆଜି ଆମେ ଜାଣିବାକି ଶାରୀରିକ ସମ୍ପର୍କ ସମୟରେ କେଉଁ ଭୁଲ କରିବନାହିଁ। ଯଦି ଏହିସବୁ ଭୁଲ କର ତେବେ ନିଜକୁ ଶାନ୍ତି ଲାଗିବ ନାହିଁ,କି ନିଜ ଗାର୍ଲଫ୍ରେଣ୍ଡ ମଧ୍ୟ ସନ୍ତୁଷ୍ଟ ହୋଇପାରିବେ ନାହିଁ। ତେବେ ସେହି ଭୁଲ ବିଷୟରେ ଜାଣିବା।

ପ୍ରଥମ ଭୁଲ ହେଉଛି ତୁରନ୍ତ ଘୋଡା ଚଢିବା।ଯଦି ଆପଣ ତୁରନ୍ତ ଘୋଡା ଚଢ଼ିବାରେ ଲାଗିଯିବେ, ତାହେଲେ ଜଲ୍ଦି ୨ ରୁ ୩ ମିନିଟ ମଧ୍ୟରେ ଦିସ୍ଚାର୍ ହୋଇଯିବେ। ଯାହାକି ଆପଣ ସନ୍ତୁଷ୍ଟ ହୋଇଯିବେ, ହେଲେ ଆପଣଙ୍କ ସ୍ତ୍ରୀ ବା ଗାର୍ଲଫ୍ରେଣ୍ଡ ସନ୍ତୁଷ୍ଟିତ ନଥିବେ ବା ହେବେ ନାହିଁ। ଯାହାକି ପୁଅମାନେ ଉତ୍ତେଜିତ ହୁଅନ୍ତି,ଝିଅମାନେ ଉତ୍ତେଜିତ ହୁଅନ୍ତି ନାହିଁ।ଯଦି ନିଜ ପତ୍ନୀ ବା ଗାର୍ଲଫ୍ରେଣ୍ଡ ସୁନ୍ଦର ଥିବେ,ତେବେ ତାଙ୍କ ସହ କିଛି ରୋମାନ୍ସ କରନ୍ତୁ।

ଏହିପରି କରିବା ଦ୍ଵାରା ଝିଅମାନେ ଉତ୍ତେଜିତ ହୁଅନ୍ତି ଓ ଯାହାଫଳରେ ତୁମକୁ ୧୦ ରୁ ୧୫ ମିନିଟ ଭଳି ଅଧିକ ସମୟ ଲାଗିବ,ଏବଂ ପରସ୍ପରକୁ ଶାନ୍ତି ମିଳିବ ଓ ଦୁହେଁ ସନ୍ତୁଷ୍ଟ ଲାଭ କରିବେ। ତେବେ ଏହି କଥାକୁ ମନେରଖିବେ ଓ ତୁରନ୍ତ ଘୋଡା ଚଢ଼ିବେ ନାହିଁ। କିଛି ରୋମାନ୍ସ କଲେ ମଧ୍ୟ ଝିଅମାନେ ଖୁସି ହୋଇଥାନ୍ତି।

ସେକ୍ସ କରିବା ସମୟରେ ଚୁପ ରୁହନ୍ତୁ ନାହିଁ।ଚୁପ ରହିଲେ ନିଜ ମଧ୍ୟରେ କି ଝିଅ ମଧ୍ୟରେ କୌଣସି ରୋମାଣ୍ଟିକ ଭାବନା ଆସିନଥାଏ।ଯେତେବେଳେ ଆପଣ ସମ୍ପର୍କ ରଖୁଛନ୍ତି ସେହି ସମୟରେ କଥାବାର୍ତ୍ତା ହୁଅନ୍ତୁ ଆଉ ରୋମାଣ୍ଟିକ କଥା ହୁଅନ୍ତୁ।ରୋମାଣ୍ଟିକ ମନ ଥିଲେ ଦୁହିଁଙ୍କୁ ସନ୍ତୁଷ୍ଟ ମିଳିବ ଓ ଶାନ୍ତି ମିଳିବ।

ଶାରୀରିକ ସମ୍ପର୍କ ରଖିବା ସମୟରେ ଧ୍ୟାନ ରଖିବେ କି ଏମିତି କୌଣସି ଗ୍ୟାସ ଛାଡିବେନାହିଁ।ଯଦି ଏମିତି ଆପଣ କରିବେ ତେବେ ଆପଣମାନଙ୍କୁ ଭଲ ଲାଗିବ ନାହିଁ।ତେଣୁ ଆପଣମାନେ ଏହି ଭୁଲ କେବେବି କରିବେନି।

ସବୁବେଳେ ଆପଣ ଗୋଟିଏ ଶୈଳୀରେ କରିବେ ନାହିଁ।ଦୁନିଆରେ ଅନେକ ପୋଜିସନ ରହିଛି।ଗୋଟିଏ ଶୈଳୀରେ କାମ ଲଗାଇ ରଖିଲେ ନିଜ ଗାର୍ଲଫ୍ରେଣ୍ଡ ବା ସ୍ତ୍ରୀ ମଧ୍ୟ ଇଚ୍ଛାହିନ ହୋଇଯାନ୍ତି।ସବୁଦିନ ସବୁ ପ୍ରକାରର ଶୈଳୀରେ ଶାରୀରିକ ସମ୍ପର୍କ ରଖିବେ। ଯାହାଦ୍ୱାରା ଝିଅମାନେ ଆଗ୍ରହୀ ହେବେ ଓ ସମ୍ପର୍କ ରଖିବା ପାଇଁ ଈଛୁକ ହେବେ।ଶାନ୍ତି ମଧ୍ୟ ଦେବେ ଓ ପାଇବେ।

ନିଜ ସାଥି ସହ ସବୁବେଳେ ଏହି ସମ୍ପର୍କୀୟ କଥା ହେଲେ ସେ ସେକ୍ସ ପାଇଁ ଆଗଭର ହୋଇଯାନ୍ତି। ପ୍ରଥମେ ରୋମାନ୍ସ କରି ସାଥୀଙ୍କୁ ଉତେଜିତ କରାଇ ,ବହୁତ କଥାବାର୍ତ୍ତା ହୋଇ,ବିଭିନ୍ନ ପ୍ରକାର ଶୈଳୀରେ ,ସୁନ୍ଦର ସ୍ଵଭାବରେ ,କୌଣସି ଗ୍ୟାସ ନ କରି ଧୀରେ ଧୀରେ ଆଗକୁ ବଢି ଶାରିରୀକ ସମ୍ପର୍କ ବା ସେକ୍ସ କରିବା ଉଚିତ।ଯାହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ହେବ ଏବଂ ସବୁଠୁ ବଡ କଥା,ମଣିଷର ଷ୍ଟ୍ରେସ ଦୁରୀଭୂତ ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.