ସ୍ୱାମୀ, ଭାଉଜ ଦିଅର ସମ୍ପର୍କ ଏବଂ ଏଡ଼ସ୍ ରୋଗ? ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସ୍ୱାମୀ ଥିଲେ ଅସୁସ୍ଥ ଦିଅର ରଖିଲା ସମ୍ପର୍କ।

ସ୍ୱାମୀଙ୍କୁ ହୋଇଥିଲା ଏଡ଼ସ୍, ଦିଅର ଉଠାଇଲେ ଫାଇଦା।
ଘଟଣା ଏକ ନବ ବିବହିତ ମହିଳାର।ଯେତେବେଳେ ଶଶୁର ଘରେ ପହଁଚିଲେ ସବୁ କିଛି ଠିକ ଥିଲା।କିନ୍ତୁ ତାଙ୍କର ସବୁ ସ୍ବପ୍ନ ମାଟିରେ ମିଶି ଯାଇଥିଲା।ଦିନେ ସେ ଜାଣିବାକୁ ପାଇଲେକି ତାଙ୍କ ସ୍ୱାମୀ ସବୁ ସ୍ବପ୍ନ ମାଟିରେ ମିସେଇ ଦେଇଛନ୍ତ


ଆପଣଙ୍କୁ କହିବାକୁ ଚାଁହୁଛି କି ତାଙ୍କ ସ୍ୱାମୀଙ୍କ ଦେହ ଅସୁସ୍ଥ ଥିଲା।ଏହାପରେ ତାଙ୍କ ଦିଅର ଆସିଥିଲେ ସ୍ତ୍ରୀ ସହ ସ୍ଵହାଗ ରାତି ମାନେଇବା ପାଇଁ।ଯେତେବେଳେ ନବ ବିବହିତ ମହିଳା ଯେବେ ମନା କରିଥିଲେ ବା ବାରଣ କରିଥିଲେ,ଦିଅର କହିଥିଲେ କି ତୁମ ସ୍ୱାମୀଙ୍କୁ ଏଡ୍ସ ହେଇଛି।ଯାହାକି ସେ ତମ ସହ ସମ୍ପର୍କ ରଖିପାରିବେନି।

ମିଳିଥିବା ସୂଚନା ଅନୁସାରେ ଘଟଣାଟି ହେଉଛି ବିହାର ର।ବିବାହ ପୂର୍ବରୁ ଏହି ବ୍ୟକ୍ତିଙ୍କର ଏଡ୍ସ ରୋଗ ଥିଲା। ଯାହାକି ସେ ଏହାକୁ ଲୁଚାଇଥିଲେ।ଏହି କାରଣରୁ ନବ ବିବାହିତ ମହିଳାଙ୍କ ପତି ଶାରୀରିକ ସମ୍ପର୍କ ରଖିବାପାଇଁ ଡରୁଥିଲେ ଏବଂ ଦିନେ ତାଙ୍କ ପତିଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଥିଲା।ଏହାପରେ ତାଙ୍କ ଦିଅର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଦିଅର ସହ ସମ୍ପର୍କ ରଖିବା ପରେ ମଧ୍ୟ ନୂଆ ବୋହୁ କୁ ଏଡ଼ସ୍ ହୋଇଗଲା।

ଏହି ଘଟଣାକୁ କେନ୍ଦ୍ର କରି ମହିଳା ଜଣଙ୍କ ଯାଇ ଶଶୁରଙ୍କ ନାମରେ ଏବଂ ଘରଲୋକଙ୍କ ନାମରେ ପୋଲିସ ଆଗରେ ଅଭିଯୋଗ ରଖିଥିଲେ।ଏହାପରେ ପୋଲିସି ଘଟଣା ସ୍ଥଳରେ ପହଞ୍ଚିଥିଲା,ଏବଂ ମିଛ କହି କାହିଁକି ଵିଵାହ କରିଥିଲେ ତାହା ପଚାରଉଚାର କରିଥିଲେ।ଏତିକି ନୁହେଁ ଝିଅ ଘର ଦଶଲକ୍ଷ ଟଙ୍କା ଏବଂ ଏକ ବୋଲେରୋ ଦେଇଥିଲେ।ଯାହାକି ତାଙ୍କ ଘରଲୋକ ଯୌତୁକ ପାଇଁ ଦାବି କରିଥିଲେ ବୋଲି ଝିଅ ଅଭିଯୋଗ କରିଥିଲା।

ବର୍ତ୍ତମାନ ଝିଅ ଶାଶୂଘର ନାଁ ରେ ଏଫୟାର ପୋଲିସ ଆଗରେ ଦର୍ଜ କରିଛି।ତ ଘାଟଣାଟି ହେଉଛି ନବ ବିବାହିତ ପରେ ସ୍ବାମୀ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଡରୁଥିଲେ।ଯାହାର କାରଣ ସ୍ୱାମୀଙ୍କୁ ଏଡ୍ସ ହୋଇଥିଲା।ଏହାର ଫାଇଦା ଉଠାଇବାକୁ ଯାଇ ଦିଅର ଭାଉଜଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାପାଇଁ ଉଦ୍ୟମ କରିଥିଲେ।ଯାହାକି ଝିଅକୁ ଖରାପ ଲାଗିଲା ଏବଂ ସେ ଶାଶୂଘର ଏବଂ ଯୌତୁକ ନିର୍ଯାତନା କେସରେ ପୋଲିସ ଆଗରେ ଏଫୟାର ରୁଜୁ କରିଥିଲେ ।ଯାହାକି ବର୍ତ୍ତମାନ ସୋସିଅଳମେଡିଆରେ ଭାଇରଲ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.