କରଜ ଋଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ କରନ୍ତୁ ଏହି ଉପାୟ

ନମସ୍କାର ଦର୍ଶକ ବନ୍ଧୁ ଆଜି ଆମର ନୂଆ ବିଷୟ ରେ ଆପଣକୁ ସ୍ୱାଗତ| ଆଜି ଆମେ ଆପଣଙ୍କୁ କହିବୁ କିପରି କରଜ ରୁ ମୁକ୍ତି ପାଇବେ ଓ ଧନ ଲାଭ କରିପାରିବେ | ବେଳେ ବେଳେ ଆମେ ଏପରି ସ୍ଥିତି ରେ ପହଂଚି ଥାଉ ଯେ ଯାହା ଦ୍ୱାରା ଆମକୁ ଅଧିକ ଧନ ର ଆବଶ୍ୟକତା ପଡିଥାଏ | ସେହି ସମୟ ରେ ଆମକୁ ଆମ ପରିବାର ଏବଂ ମିତ୍ର ଙ୍କ ଠାରୁ କିଛି ଧନ ର ଆବଶ୍ୟକତା କରିଥାଉ ଏବଂ ଉଦ୍ଧାର ନେଇଥାଉ ମାତ୍ର ତାହା ଆମକୁ ସଠିକ ସମୟରେ ଫେରାଇବାକୁ ପଡିଥାଏ | ଏବେ ଆମେ ଏହି ସମସ୍ୟା ରୁ କିପରି ମୁକ୍ତି ପାଇବା ଜାଣିବା | ସେହି ଉପାୟ କରିବା ଦ୍ୱାରା ଆପଣଙ୍କର କରଜ ରୁ ମୁକ୍ତି ପାଇପାରିବେ | ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ

ପ୍ରଥମ ଉପାୟ- ଆପଣ ବୁଧବାର ଦିନ ସ୍ନାନ କରିସାରିବା ପରେ ଭଗବାନ ଗଣେଶ ଙ୍କ ଠାରେ ପୂଜା କରନ୍ତୁ ଏବଂ ଋଣ ରୁ କେମିତି ମୁକ୍ତି ପାଇବେ ପ୍ରାଥନା କରନ୍ତୁ ଏବଂ ମୋଦକ ଭୋଗ କରନ୍ତୁ ତା ସହ ପୂଜା କରିବା ସମୟ ରେ ଦୁବ ପତ୍ର ଏବଂ ଫୁଲ ଅର୍ପଣ କରନ୍ତୁ | ଏପରି କରିବା ଦ୍ୱାରା ଧନ ଜନିତ ସମସ୍ୟା ଆପଣଙ୍କର ଦୂର ହୋଇଯିବ।

ଦ୍ୱିତୀୟ ଉପାୟ-ଦୁଇଟି ମଙ୍ଗଳ ବାର ରେ ବଜରଙ୍ଗବଲି ଙ୍କୁ ବସ୍ତ୍ର ଚଢାନ୍ତୁ ଏବଂ ହନୁମାନଙ୍କ ଚରଣ ରୁ ସିନ୍ଦୁର ନେଇ ମଥା ରେ ଲଗାନ୍ତୁ | ଏହା ସହିତ ନିୟମିତ ହନୁମାନ ଚାଳିଶା ପଠନ କରନ୍ତୁ | ଏହା ଦ୍ୱାରା ଋଣ ରୁ ଶୀଘ୍ର ମୁକ୍ତି ପାଇବେ

ତୃତୀୟ ଉପାୟ-ଏହି ଉପାୟ ମଙ୍ଗଳା ବାର ହେବ | ଆପଣ ମଙ୍ଗଳବାର ଶିବ ମନ୍ଦିର ଯାଇ ଶିବ ଲିଙ୍ଗଉପରେ ମସୁର ଡାଲି ଚଢାନ୍ତୁ ଓ ତା ସହ ଓଁ ନମଃ ଶିବାୟ ଯନ୍ତ୍ର ଟିର ଅଧିକ ରୁ ଅଧିକ ଜପ କରନ୍ତୁ | ଏପରି କରିବା ଦ୍ୱାରା ଆପଣଙ୍କୁ ଶୀଘ୍ର ହିଁ ଋଣ ରୁ ମୁକ୍ତି ପ୍ରାପ୍ତ ହେବ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.