ମହିଳା ମାନେ ଘରେ ଏକୁଟିଆ ଥିଲେ କରନ୍ତି ଏହି ସବୁ କାମ ଯାହା ପୁରୁଷ ଙ୍କୁ ଜଣା ନଥାଏ l
ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ମହିଳା ମାନେ କେଉଁ ସବୁ କାମ କରନ୍ତି ଏକୁଟିଆ ଥିବାବେଳେ ଯାହା ପୁରୁଷ କୁ ଜଣା ନଥାଏ l ସାଧାରଣ ତ ମହିଳା ମାନଙ୍କୁ ବୁଝିବା ପୁରୁଷ ମାନଙ୍କ ପକ୍ଷେ କଷ୍ଟକର ହୋଇଥାଏ l କେଉଁ ମୁହୂର୍ତରେ ମହିଳା କଣ ଚାଁହାନ୍ତି ଏହା ଜାଣିବା ପୁରୁଷ ପକ୍ଷେ କାଠିକର ପାଠ ହୋଇଥାଏ l ଚାଲନ୍ତୁ ଜାଣିବା ମହିଳା ଙ୍କ ବିଷୟରେ କିଛି ଗୁପ୍ତ କଥା l
ପୁରୁଷ ମାନଙ୍କର ମନରେ ସାଧାରଣ ଉଙ୍କି ମାରେ ଯେ ସାଧାରଣ ମହିଳା ଘରେ ଏକୁଟିଆ ଥିବା ବେଳେ କରନ୍ତି କଣ l ପୁରୁଷ ନାନା କାମରେ ବ୍ୟସ୍ତ ରହୁଥିବା ବେଳେ ବାହାରେ ଅଧିକ ସମୟ ବିତାଇ ଥାନ୍ତି l
ଯଦି ଆପଣ ଭାବନ୍ତି ମହିଳା ଙ୍କୁ ବହି ପଢିବା ଭଲ ଲାଗେ ନାହିଁ ତେବେ ଆପଣ ଭୁଲ ଭାବୁଛନ୍ତି l ବହୁତ ମହିଳାଙ୍କୁ ବହି ପଢିବାକୁ ଭଲ ଲାଗେ l ମହିଳା ମାନଙ୍କୁ ବହି ସହିତ ଖବର କାଗଜ ଏବଂ ମାଗାଜିନ ପଢିବାକୁ ଭଲ ଲାଗେ l ମହିଳାଙ୍କୁ ଗପ ବହି ସହିତ ଫାସନ, ରୋଷେଇ, ଘରକରଣ, ବିୟୁଟୀ ଉପରେ ଜାଣିବାକୁ ଅଧିକ ଉତ୍ସାହି ଥାନ୍ତି l ନିଜର ମେକପ ସାମଗ୍ରୀ କୁ ଖୋଲି ନିଜକୁ ସଜେଇ ହୋଇଥାନ୍ତି l ଆଇନାରେ ନିଜ ରୁପକୁ ଦେଖି ମାନେ ମାନେ ଖୁସି ହୁଅନ୍ତି l
ଆଜିକାଲି ମହିଳା ମାନେ ଫୋଟୋ ଉଠେଇବାର ସଉକ ରଖନ୍ତି l ପ୍ରିୟ ପୋଷାକ ପିନ୍ଧି ଭିର୍ଣ୍ଣ ଭିର୍ଣ୍ଣ ରୂପ ରଙ୍ଗ ରେ ଫୋଟୋ ଉଠାଇଥାନ୍ତି l ମହିଳା ମାନେ ଏକୁଟିଆ ବାଥରୁମ ରେ ଥିଲା ବେଳେ ଅଧିକ ସମୟ ବାଥରୁମ ରେ ବସି ଅଯଥା କଥା ଭାବିଥାନ୍ତି l ଯେଉଁ କଥା ତାଙ୍କୁ କଷ୍ଟ ଦେଇଥାଏ ବା ଚିନ୍ତା ର ବିଷୟ ହୋଇଥାଏ l କିଛି ମହିଳା ସମୟ ପାଇଲେ ଘରୋଇ ବେଉଟି ଉପଚାର ବ୍ୟବହାର କରନ୍ତି ବହି ରୁ ଦେଖି l
ମହିଳା ବିବାହ ପରେ ଘର ର ଯତ୍ନ ନିଏ l ଘରର କାମରେ ଫସି ନିଜର ଧ୍ୟାନ ମଧ୍ୟ ଦେଇ ପାରେନା କି ନିଜର ହବି ମଧ୍ୟ ପୂରଣ କରିପାରେନି l ପୁରୁଷ ନଥିବା ବେଳେ ମହିଳା ନିଜର ହବି ଜିନଷ ସବୁ କରିଥାନ୍ତି ଏବଂ ଖୁସି ହୁଅନ୍ତି l ଅଧିକାଂଶ ସମୟ ନିଜକୁ ଏକୁଟିଆ ପାଇ ଫୋନ ମାଧ୍ୟମ ରେ ନିଜର ପ୍ରିୟଜନ ଙ୍କ ସହ କଥା ହୋଇ ସମୟ କଟାଇ ଖୁସି ହୁଅନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।