ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ସ୍ୱାମୀ ଘରୁ ବାହାରିବାବେଳେ ସ୍ତ୍ରୀ କହିଲା , ଭଗବାନଙ୍କୁ ହାତ ଯୋଡିକରି ଘରୁ ବାହାର ସବୁ କାମ ଭଲ ହେବ, ସ୍ୱାମୀ-ମୁଁ ମାନେ ନାହିଁ , ବିବାହ ଦିନ ହାତ ଯୋଡିକରି ଘରୁ ବାହାରିଥିଲି।
୨) ଦୁନିଆଁରେ ସବୁଠାରୁ ଆରାମ କାମ, ଦୁନିଆଁର ସବୁଠାରୁ ଆରାମ କାମ ସେହି ଲୋକର ହୋଇଥାଏ ଯିଏ କାଠଗଡାରେ ଠିଆ ହୋଇ ସାକ୍ଷୀଦିଏ ମୁଁ ଯାହା କହିବି ସତ କହିବି କହିବାପାଇଁ ଗୀତା ବହି ହାତରେ ଦେଇଥାଏ ।
୩) ଏକ ସୁନ୍ଦର ଝିଅ ଡାକ୍ତରଙ୍କ ପାଖକୁ ଗଲା ଡାକ୍ତର୍ ସାର୍- ମୋର ଓଠ ବହୁତ ଖରାପ ଅଟେ, ଡାକ୍ତର- ପ୍ଲାଷ୍ଟିକ୍ ସର୍ଜରୀ କରିଦିଅ, ଝିଅ- କେତେ ପଇସା ଲାଗିବ, ଡାକ୍ତର- ୬ ଲକ୍ଷ ଟଙ୍କା, ଝିଅ- ଯଦି ପ୍ଲାଷ୍ଟିକ୍ ନିଜେ ଖୋଜିନେବି ତ ଫେବିକଲ୍ ବି ନେଇକରି ଆସିବ, ଫ୍ରୀରେ ଲଗାଇଦେବି
୪) ଥରେ ଶାନ୍ତା କୁ ଜୋରେ ପରିସ୍ରା ଲାଗିଲା ସେ ଭୁଲରେ ମହିଳା ଶୌଚାଳୟ ଭିତରକୁ ପଶିଗଲା
ଜଣେ ଭଦ୍ର ମହିଳା : ଏଇଟା ମହିଳା ମାନଙ୍କ ପାଇଁ
ସାନ୍ତା : (ହାତରେ ଧରି ଝୁଲେଇ କହିଲା) ଏଇଟା କଣ ମସଲା କୁଟିବା ପାଇଁ ହେଇଚି ଏଇଟା ବି ମହିଳାଙ୍କ ପାଇଁ।
୫) ସର୍ଦାରଜୀ ସେଓ କିଣୁଥିଲେ
ସର୍ଦାର ଜୀ: ଏ କଣ ସେଓ ଦେହରୁ ପୋକ ବାହାରୁଛି?
ଦୋକାନୀ : ଆପଣ ବହୁତ ଭାଗ୍ୟବାନ। କଣ ଜଣା ଆଗକୁ ହୀରା ମଧ୍ୟ ବାହାରି ଯିବ
ସର୍ଦାର ; ଦିଅ ଆଉ 2 kg ଦିଅ
୬) ୪ଜଣ କଲେଜ ପିଲା ବାଇକ ରେ ଯାଉଥିଲେ, ପୋଲିସ ବାଟରେ ଧରିନେଲା
ପୋଲିସ : ବାଇକ ରେ ୩ଜଣ ବସିଲେ ଫାଇନ ଲାଗୁଚି ତମେ ୪ ଜଣ ବସିଛ?
ଏତିକି ବେଳେ ପିଲା ସବୁ ପଛକୁ ଅନେଇକି କହିଲେ ; ଏ ଶଳା ୫ମ ପିଲା କୋଉଠି ରହିଗଲା ଯାହାର ବାର୍ଥ ଡେ ପାର୍ଟି ଦବାର ଥିଲା?
୭) ଚଉଠି ରାତିରେ ସ୍ୱାମୀ ସ୍ତ୍ରୀ
ସ୍ତ୍ରୀ : ଆଗରେ ନୁହେଁ.. ପଛରେ ପୁରାନ୍ତି
ସଲିମ : ତୁ କେମିତି ଜାଣିଲୁ?
ସ୍ତ୍ରୀ: ମୋର ଗୋଟେ ସାଙ୍ଗ ଆଗରେ ପୁରେଇଥିଲା ବହୁତ ମଜା ଲାଗିଲା
ସଲିମ୍ ; ଚୁପ ରହ! ମୋ ସାଙ୍ଗ ମୋର ପଛରେ ପୁରେଇ ଥିଲା

ଆପଣଙ୍କ ପାଇଁ ଆମେ ଏମିତି ମଜାକଥା, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।