ଦଶମ ପାସ ହୋଇଥିଲେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ହେଲୋ ଫ୍ରେଣ୍ଡସ,ଯଦି ଆପଣ ଦଶମ ପାସ ଅଟନ୍ତି ଏବଂ ଚାକିରୀ ଖୋଜୁଛନ୍ତି ତେବେ ତୁରନ୍ତ ଆବେଦନ କରନ୍ତୁ। ପୋଷ୍ଟ ଅଫିସରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ..

ଭାରତୀୟ ଡାକ ବିଭାଗରେ ଖାଲି ପଡିଛି ଚାକିରି। ଭାରତୀୟ ଡାକ ବିଭାଗ ସୋଲନ ମଣ୍ଡଳରେ ଡାକ ଜୀବନ ବୀମା ଏବଂ ଗ୍ରାମୀଣ ଡାକ ଜୀବନ ବୀମା ଡାଇରେକ୍ଟ ଏଜେଣ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରିନିଅନ୍ତୁ। ଏହି ପଦରେ ଆବେଦନ କରିବାର ଶେଷ ତାରିଖ ୨୮ ଡିସେମ୍ବର ରହିଛି। ଅଧିକ୍ଷକ ଡାକଘର ସୋଲନ ମଣ୍ଡଳ କାର୍ଯ୍ଯାଳୟକୁ ଯାଇ ସ୍ପିଡପୋଷ୍ଟ ଜରିଆରେ ଆବେଦନ ପତ୍ର ଜମା କରିପାରିବେ।

ଶିକ୍ଷାଗତ ଯୋଗ୍ଯତା: ଖାଲିପଡିଥିବା ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ୧୦ମ ପାସ୍ କରିଥିବା ଆବଶ୍ଯକ।


ବୟସ ସୀମା: ଆବେଦନକାରୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୫୦ ବର୍ଷ ହୋଇଥିବା ଜରୁରୀ।


ଏହା ବିଷୟରେ ଅଧିକ ଜାଣିବା ପାଇଁ www.hppostalcircle.gov.in କୁ ଯାଇ ଅଧିକ ବିବରଣୀ ହାସଲ କରିପାରିବେ। ନଚେତ ସୋଲନ ଅଫିସିକୁ ଫୋନ ନଂ- ୦୧୭୯୨-୨୨୩୮୫୦,୦୧୭୯୨-୨୨୫୨୯୩ ଫୋନ କରି ଅଧିକ ତଥ୍ଯ ହାସଲ କରିପାରିବେ।


ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.