ଶାଳୀ ଭିଣେଇ କୋଳରେ ବସି ରୋମାନ୍ସ କରୁଥିଲା,ଏତିକି ବେଳେ ସ୍ତ୍ରୀ ଆସିଗଲା

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ସ୍ୱାମୀ ଘରୁ ବାହାରିବାବେଳେ ସ୍ତ୍ରୀ କହିଲା , ଭଗବାନଙ୍କୁ ହାତ ଯୋଡିକରି ଘରୁ ବାହାର ସବୁ କାମ ଭଲ ହେବ,  ସ୍ୱାମୀ-ମୁଁ ମାନେ ନାହିଁ , ବିବାହ ଦିନ ହାତ ଯୋଡିକରି ଘରୁ ବାହାରିଥିଲି,

୨) ଦୁନିଆଁରେ ସବୁଠାରୁ ଆରାମ କାମ, ଦୁନିଆଁର ସବୁଠାରୁ ଆରାମ କାମ ସେହି ଲୋକର ହୋଇଥାଏ ଯିଏ କାଠଗଡାରେ ଠିଆ ହୋଇ ସାକ୍ଷୀଦିଏ ମୁଁ ଯାହା କହିବି ସତ କହିବି କହିବାପାଇଁ ଗୀତା ବହି ହାତରେ ଦେଇଥାଏ ।

୩) ଏକ ସୁନ୍ଦର ଝିଅ ଡାକ୍ତରଙ୍କ ପାଖକୁ ଗଲା ଡାକ୍ତର୍ ସାର୍- ମୋର ଓଠ ବହୁତ ଖରାପ ଅଟେ, ଡାକ୍ତର- ପ୍ଲାଷ୍ଟିକ୍ ସର୍ଜରୀ କରିଦିଅ, ଝିଅ- କେତେ ପଇସା ଲାଗିବ,  ଡାକ୍ତର- ୬ ଲକ୍ଷ ଟଙ୍କା, ଝିଅ- ଯଦି ପ୍ଲାଷ୍ଟିକ୍ ନିଜେ ଖୋଜିନେବି ତ ଫେବିକଲ୍ ବି ନେଇକରି ଆସିବ, ଫ୍ରୀରେ ଲଗାଇଦେବି
୪)ମୋର ଜଣେ ପଡୋଶୀ ଅଛନ୍ତି ଯାହାଙ୍କ ନାଁ ଭଗବାନ ଓ ତାଙ୍କ ଝିଅଙ୍କ ନାଁ ଭକ୍ତି , ମା କହନ୍ତି କି ପୁଅ ଭଗବାନଙ୍କ ଭକ୍ତିରେ ମନ ଲଗାଅ , ଏବେ ମାଙ୍କୁ କିପରି ବୁଝାଇବି ଭକ୍ତିରେ ତ ମନ ଲଗାଇଛି, ଭଗବାନ ମାନୁନାହାନ୍ତି ।

୫) ସାନ୍ତା- ଏହା କେଉଁ ଜିନିଷର କ୍ଷେତ ଅଟେ ? ଚାଷୀ- ଏହା କପାସ୍ କ୍ଷେତ ଅଟେ । ଯେଉଁଥିରେ କପଡା ତିଆରି କରାଯାଏ , ସାନ୍ତା- ଏଥିରେ ପଜାମା ବାଲା ଗଛ କେଉଁଟା ଅଟେ, ଚାଷୀ-ବେହୋସ୍ ।
୬) ସାନ୍ତା-ଇଣ୍ଟରଭ୍ୟୁ ଦେବାକୁ ଯାଏ , ଇଣ୍ଟରଭ୍ୟୁଅର୍- ଆପଣଙ୍କ ପାଖରେ କେତେ ବର୍ଷର ଅନୁଭବ ଅଛି, ସାନ୍ତା- ସାର୍ କ୍ଷମା କରିବେ ବହୁତ ବର୍ଷରୁ ଟ୍ରାଇ କରିନି, କିନ୍ତୁ ୩ ଟି ଶାଳୀର ଅନୁଭବ ଅଛି ।

୭) ପୁଅ- ତୁମେ ଝିଅମାନେ ଲଭ୍ ମ୍ୟାରେଜ୍ ରେ ଏତେ ଜୋର୍ କଣପାଈଁ ଦେଉଛ ? ଝିଅ- ଅଜଣା ନମୁନା ମିଳିବା ଅପେକ୍ଷା ଜଣା ପରିଚିତ ଜୋକର୍ ମିଳିଯାଉ ।
୮) ସାନ୍ତା- ଯିଏ ମୋର ଇଚ୍ଛା ପୁରା କରିବ ତାକୁ ମୁଁ ୧ ଲକ୍ଷ ଟଙ୍କା ଦେବି । ବାନ୍ତା- କହ ତୋର କଣ ଅଛି ତୋର ଇଚ୍ଛା। ସାନ୍ତା- ମୋତେ ୨ ଲକ୍ଷ ଟଙ୍କା ଦରକାର ।

୯) ହୋଲି ସମୟରେ ପପୁ ନିଜ ପଡୋଶୀ କୁ ରଙ୍ଗ ଲଗାଉଥିଲା , ପପୁ- କୁହ ଭାଉଜ କେଉଁ ରଙ୍ଗ ଲଗାଇବି ? ନିଳ, ହଳଦିଆ ନା ଗୋଲାପି କିମ୍ବା ସବୁଜ, ଭାଉଜ- ଦେଖ ପପୁ କେଉଁ ବି ରଙ୍ଗ ଲଗାଇଦିଅ, କିନ୍ତୁ ମୋତେ ମୁହଁ କଳା ନ ହେଉ ।
୧୦) ଖାଲି ଏତିକି କହିଥିଲି ମୁଁ କି ତୋର ପ୍ରେମରେ ବର୍ଷରୁ ଶୋଷିଲା ଅଛି ମୁଁ ସନମ୍ ଓ ସେ ପାଣିର ପାଇପ୍ ମୁହଁରେ ପକାଇ ମୋଟର୍ ଲଗାଇଦେଲା ।

୧୧) ଝିଅ- ବାଦଲ ଗରଜିଲେ ତୋର କଥା ମନେ ପଡେ , ଶ୍ରାବଣ ଆସିଲେ ତୋର କଥା ମନପଡେ, ବର୍ଷାର ବୁନ୍ଦାରେ ତୋର କଥା ମନେ ପଡେ , ପୁଅ- ଜଣାଅଛି ଜଣାଅଛି ତୋର ଛଡା ମୋର ପାଖରେ ଅଛି, ଜଲଦି ଫେରାଇଦେବି ।
୧୨) ସ୍ୱାମୀ-ଦିନ ସାରା ଶୋଇରହୁଛ , ସ୍ତ୍ରୀ- ତୋ କଣ ଆରାମ କରିବି ନି ନା କଣ? ସ୍ୱାମୀ- ଚାହା ବନାଇଦିଅ ଜଲଦି , ସ୍ତ୍ରୀ- ନିଜେ ବନାଇଦିଅ। ସ୍ୱାମୀ- ମୋ ମୁଣ୍ତ ବିନ୍ଧୁଛି, ସ୍ତ୍ରୀ- ହଁ ତ ମୋର ବି ବେକ ଦରଜ ହେଉଛି । ସ୍ୱାମୀ- ଠିଅ ଅଛି ଏଠିକି ଆସ, ତୁମେ ମୋର ମୁଣ୍ତ ଦବାଇଦିଅ, ମୁଁ ତୁମର ବେକକୁ ଚିପିଦେଉଛି ।

୧୩) ଭିଣେଇ କୋଳରେ ଶାଳୀ ବସି ଦୁହେଁ ରୋମାନ୍ସ କରୁଥିଲେ ସେତିକି ବେଳେ ସ୍ତ୍ରୀ ଚାଲି ଆସିଲା
ଶାଳୀ : ଦିଦି ମୋ ଅଣ୍ଟା ବିନ୍ଧୁଥିଲା ଭାଇନା ମସାଜ ଦେଉଥିଲେ
ସ୍ତ୍ରୀ: କାଇଁ ଆଗରୁ ମତେ ଏମିତି ମସାଜ ଦେଇନ
ଏବେ ଭିଣେଇ ICU ରେ ଅଛନ୍ତିି।

ଆପଣଙ୍କ ପାଇଁ ଆମେ ଏମିତି ହସକଥା, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.