ସକାଳ ୮ ଟା ପର୍ଯ୍ୟନ୍ତ ଶୋଉଥିବା ଲୋକ ଏହି ସବୁ କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l
ନମସ୍କାର ବନ୍ଧୁଗଣ ପୁଣି ଆପଣଙ୍କୁ ସ୍ୱାଗତ ଆଜିର ଆମର ନୂଆ ବିଷୟରେ l ବନ୍ଧୁଗଣ ଆମେ ହେଲଦି ରହିବା ପାଇଁ ଆମ ଜୀବନ ଯାପନ ର ପ୍ରଣାଳୀ କୁ ସଠିକ ଭାବରେ ପାଳନ କରିବାକୁ ପଡେ l ନହେଲେ ଶରୀର ଅସୁସ୍ଥ ହୁଏ l ଆମ ସମସ୍ତଙ୍କୁ ସାତ ରୁ ଆଠ ଘଣ୍ଟା ଶୋଇବା ନିହାତି ଦରକାର l ଶୋଇବାର ଠିକ ସମୟ ହେବା ଦରକାର l କମ ଶୋଇବା କି ଅଧିକ ଶୋଇବା ଆମ ଜୀବନ ରେ ପ୍ରଭାବ ପକାଇଥାଏ l
ଅଧିକ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଆଳସ୍ୟ ପଣ ବଢିଯାଏ l କିନ୍ତୁ ଅଧିକ ଲୋକ ଅଛନ୍ତି ଯାହାଙ୍କୁ ଜଣା ନଥାଏ ଅଧିକ ସମୟ ଶୋଇବା ଦ୍ୱାରା କଣ କଣ କ୍ଷତି ହୋଇଥାଏ l ତ ଆସନ୍ତୁ ଜାଣିବା ଅଧିକ ସମୟ ଆମେ ଶୋଇଲେ ଆମର କେଉଁ କେଉଁ କ୍ଷତି ହୋଇଥାଏ l
ସର୍ବ ପ୍ରଥମେ ଆମେ ଅଧିକ ଶୋଇବା ଦ୍ୱାରା ଆମକୁ ଡ଼ିପ୍ରେସନ ଆଡକୁ ଟାଣି ନିଏ l ଲଟେ ରେ ଶୋଉଥିବା ବ୍ୟକ୍ତି ଅତି ସହଜରେ ଡ଼ିପ୍ରେସନ ଆଡକୁ ଗତି କରନ୍ତି l ୯ ଘଣ୍ଟା ରୁ ଅଧିକ ଶୋଇବା ଦ୍ୱାରା ମସ୍ତିଷ୍କ ର କ୍ଷମତା କମିଥାଏ l ଯଦି ଆପଣ ଚାଁହୁଚନ୍ତି ଆପଣଙ୍କ ମେଣ୍ଟାଲ, ହେଲଥ ଠିକ ରହୁ ତାହାଲେ ବିନା କାରଣ ରେ ସୁଅନ୍ତୁ ନାହିଁ l ଆଉ ଅଳସୁଆ ଛାଡି ଦିୟନ୍ତୁ l ସେଠି ପୁଣି ମହିଳା ମାନେ ଯଦି ଅଧିକ ଶୋଇବେ ତେବେ ପିରିଅଡ ସାଇଡ କୁ ମଧ୍ୟ ସେ ବିଗାଡି ଥାଏ l
ଆଉ ୮ ଘଣ୍ଟା ନିହାତି ଶୋଇବା ଦରକାର l ଅଧିକ ଶୋଇବ ଆପଣଙ୍କୁ ମୋଟା ବି ବନେଇଥାଏ l ଲେଟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ବଢ଼ିଥାଏ l ଶୋଇବା ସମୟରେ ମେଟାବଳିଜ଼ାମ ସ୍ଲୋ ରହିଥାଏ l ସେଥିପାଇଁ ଶରୀର ଖୁବ କମ ଏନରଜି ଖର୍ଚ୍ଚ କରିଥାଏ l
ଯାହା ଫଳରେ କ୍ୟାଲାରି ବଅନ ହୁଏନାହିଁ ଯାହା ଫଳରେ ଶରୀର ରେ ଚର୍ବି ଜମା ହେବାକୁ ଲାଗିଥାଏ l
ଅଧିକ ଶୋଇବା ଦ୍ୱାରା ବାଇଲୋଜିକାଲ କ୍ଲକ ଇନ ବାଲାନ୍ସ ହୋଇଥାଏ l ଯେଉଁଥି ପାଇଁ ଶରୀର ରେ ଅଳସୁଆ ପଣ ବୃଦ୍ଧି ପାଏ l ଦିନ ସାରା ବୋର ଲାଗିଥାଏ ମୁଣ୍ଡ ବିନ୍ଧେ ଏକୁଟିଆ ପଣ ବଢ଼େ ଦେହ ଦରଜ ଓ ବ୍ୟଥା ହୁଏ l ଏହା ବ୍ୟତୀତ ଆପଣଙ୍କୁ ହାର୍ଟ ପ୍ରୋବ୍ଲେମ ମଧ୍ୟ ଦେଖା ଦେଇ ଥାଏ l ସବୁବେଳେ 9 ଘଣ୍ଟା ରୁ କମ ସୁଅନ୍ତୁ l ଶୋଇବା ବେଳେ ଲେଫ୍ଟ ସାଇଡ ବୁଲି ସୁଅନ୍ତୁ l ଏମିତି କରିବା ଦ୍ୱାରା ହାର୍ଟ ଉପରେ କିଛି ପ୍ରେସର ପଡ଼େନି ବ୍ଲଡ଼ ସାରକୁଲେସନ ଠିକ ଭାବରେ ହୁଏ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ