ଦୁର୍ଘଟଣାର ଲାଇଭ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ ଆପଣଙ୍କର

ଘଟିଥିବା ଦୁର୍ଘଟଣା ରେକର୍ଡ଼ ହେଲା ସିସି ଟିଭି ଫୁଟେଜ ରେ।

ଦୁର୍ଘଟଣା ସାବୁସ୍ଥାନ ରେ ଘଟେ,ସବୁ ସମୟରେ ମଧ୍ୟ ଘଟିପାରେ ଯାହାର କିଛି ନିର୍ଧାରିତ ସମୟ ନଥାଏ।କେଉଁଠି ନିଜର ଭୁଲ ବା ଅନ୍ୟମନସ୍କ ସକାଶେ ତ କେଉଁଠି ଆଉ କାହାର ଭାରସାମ୍ୟ ହରାଇ ବସିଥିଲେ।ଦୁର୍ଘଟଣା ଘଟିବା ପରେ ଏହାର କାରଣ ସମସ୍ତଙ୍କୁ ଜଣା ଥାଏ।ଯଦି ଠିକ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇବା ତେବେ ଅଳ୍ପ କିଛି ଦୁର୍ଘଟଣାରୁ ବଞ୍ଚୀତ ହୋଇପାରିବା।

ଯେ କୌଣସି କାରଣରୁ ହେଉ ନା କାହିଁକି ଦୁର୍ଘଟଣା ଦ୍ୱାରା ନିଜ ଜୀବନ ଓ ନିଜର ବହୁତ କ୍ଷତି ହୋଇଥାଏ।ନିଜର ଭୁଲ ହେଉ ବା ଅନ୍ୟର ଭୁଲ ହେଉ କ୍ଷତି ସହ୍ୟ କରିବାକୁ ପଡିବ।କେହି କେବେ ଜାଣିଶୁଣି ଦୁର୍ଘଟଣା କରିନଥାଏ।ନିଜର ଅନ୍ୟମନସ୍କ ହେଉ ବା ଭୁଲ ରହୁ ,ଭାରସାମ୍ୟ ହରାଅ କି ଟ୍ରାଫିକ ନିୟମକୁ ଉଲଂଘନ କର ବା ପରସ୍ପର ମଧ୍ୟରେ ଭୁଲ ବୁଝାମଣା ହେଉ।

ଠିକ ସେମିତି ଏକ ଘଟଣା, ଯେଉଁଟି ଟ୍ରାଫିକ ନିୟମ ଏବଂ ଭୁଲ ବୁଝାମଣା ଦ୍ୱାରା ଘଟିଛି।ଏକ ଟ୍ରକ ଦ୍ରୁତ ଗତିରେ ଅସୁଥାଏ।ଏପଟେ ଏକ କାର ଟ୍ରାଫିକ କୁ କ୍ରସ କରି ରାସ୍ତା ପାର ହେଉଥାଏ।ଠିକ ରାସ୍ତା ପାର ହେଉଥିବା କାର କୁ ଦ୍ରୁତଗାମୀ ଟ୍ରକ ବହୁତ ଜୋରରେ ଧକ୍କା ଦେଇଥିଲା।ଯାହାଫଳରେ କାର ଟି ରାସ୍ତାଚୁତ ହୋଇଗଲା,ସେଥିରେ ଥିବା ସମସ୍ତ ଲୋକଙ୍କ ସହ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ଟ୍ରକ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

ଜୀବନରେ ମଣିଷ ଜୀବନ ପାଇବା ସବୁଠାରୁ କଷ୍ଟ ବୋଲି କୁହନ୍ତି, ଅମୁଲ୍ୟ ଜୀବନ ପାଇକି ଆମେ ଯଦି ନିଜ ଜୀବନକୁ ନିଜ ହାତରେ ନିଜର ସମାଜିକତା ହରାଇ ଦୃଘଟଣାର ଶିକାର ହୋଇବସିବା,ତେବେ ଆମେ ପଶୁତୁଲ୍ୟ।
ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

ନିଜ ଜୀବନର ଅଳ୍ପ କିଛି ସମୟ ବାହାର କରି ଏହି ସବୁ ସାଧାରଣ ଜ୍ଞାନ ଉପରେ ଆମେ ଯଦି ନଜର ପକାଇବା ଓ ନିଜ ଜୀବନରେ ଏହାକୁ ସମ୍ପାଦନା କରିବା ,ନିଜ ଜ୍ଞାନ ବୃଦ୍ଧି କରାଇବା । ଆମ ଚତରୁପର୍ଶ୍ଵ ରେ ଥିବା ଲୋକମାନଙ୍କୁ ମଧ୍ୟ ଆମେ ସଚେତନ କରାଇ ପାରିବା।ଆମେ ବଦଳିଲେ ସାରା ଜଗତ ସଚେତନ ହୋଇଯିବ ,ସମସ୍ତେ ସଚେତନ ନାଗରିକ ହୋଇପାରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.