ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ବ୍ୟାଙ୍କ ମ୍ୟାନେଜର ଙ୍କ ଅଭଦ୍ରାମୀ ରେକର୍ଡ଼ ହୋଇଯାଇଥିଲା କ୍ୟାମେରାରେ।ଯାହାକି ସୋସିଅଳମେଡିଆରେ ଭାଇରାଲ ହୋଇଯାଇଛି।ଆସନ୍ତୁ ଜାଣିବା ଏହାର ରହସ୍ୟ କଣ ରହିଛି।ଆଜିକାଲି ଝିଅ ବୋହୂ ଙ୍କର ଇଜ୍ଜତ ସହ ଖେଳ ଖେଳିବା ଏକ ଛୋଟ କଥା ହୋଇଗଲାଣି।ନାରୀମାନଙ୍କର ଇଜ୍ଜତ ବୋଲି କିଛି ନାହିଁ।ତାଙ୍କ ଇଜ୍ଜତ କୁ ନେଇ ତାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି।ଯାହାସବୁ ଆମେ ବର୍ତ୍ତମାନ ଦେଖିବାକୁ ପାଉଛୁ।ଝିଅ ବୋହୁ ମାନଙ୍କୁ ଦୁଷ୍କର୍ମ କରୁଛନ୍ତି ଏବଂ ଜୀବନ ମଧ୍ୟ ନେଇଯାଉଛନ୍ତି।ସାଧାରଣ ନାରୀମାନେ ଏବେ ଘରୁ ବାହାରିବା ପାଇଁ ଡରିଗଲେଣି, ଭାବୁଛନ୍ତି ତାଙ୍କ ସହ ସେମିତି କିଛି ହେବନାହିଁ ତ!!ଯାହାଦ୍ୱାରା ନିଜ ସହ ନିଜ ପରିବାର କୁ ମଧ୍ୟ ବଦନାମ ହେବାକୁ ପଡ଼ିବ।

ଆଜିକା ସମୟରେ ଆମ ସମାଜରେ ନାରୀମାନେ ସୁରକ୍ଷିତ ନୁହନ୍ତି।ତାଙ୍କ ଇଜ୍ଜତ ସହ ଖେଳି ତାଙ୍କୁ ଜୀବନରୁ ମାରିଦିଆଯାଉଛି।ଯାହାର କି ସେହି ଦୋଷୀମାନଙ୍କୁ କେହି କିଛି କରିପାରୁନାହାନ୍ତି।ଯେତେ ଦଣ୍ଡ ଦିଆଗଲେ ମଧ୍ୟ ପରେ ଦୋଷୀ ଖୋଲା ଆକାଶ ତଳେ ବିନ୍ଦାସ ଘୁରିବୁଲୁଛି। ତାପରେ ସେ ଆହୁରି ଏକ ଦୁଷ୍କର୍ମ କରିବସୁଛି।ଯାହାଦ୍ୱାରା ଆମ ସମାଜ ତାକୁ ଗ୍ରହଣ କରିଛି ଏବଂ ଦୁଷ୍କର୍ମ ହୋଇଥିବା ନାରୀକୁ ନିନ୍ଦା କରିଛି।
ବର୍ତ୍ତମାନ ସେମିତି କିଛି ଘଟଣା ଘଟିଛି ଯାହାକି ଏକ ନାରୀର ଇଜ୍ଜତ ସହ ଖେଳୁଛନ୍ତି ଏବଂ ତାକୁ କୁବ୍ୟବହାର କରୁଛନ୍ତି।ସେ ଫୁନି ଆଉ କେହି ନୁହନ୍ତି ଆମର ଜଣେ ସରକାରୀ ବ୍ୟାଙ୍କ କର୍ମଚାରୀ।ତାଙ୍କ ପାଖକୁ ଆସିଥିବା ଜଣେ ଝିଅକୁ ସେ ପଛପଟୁ ହାତ ମାରୁଛନ୍ତି।ତାଙ୍କ ପିଚାରେ ହାତ ମାରୁଛନ୍ତି।ଏବଂ ସେ ଝିଅଟି କିଛି ନ କହି ଚୁପଚାପ ଠିଆ ହୋଇଥିଲା।ସେ ଝିଅ ଜଣଙ୍କ ତାଙ୍କ ଗାର୍ଲଫ୍ରେଣ୍ଡ ନା ଆଉ କିଏ ।ଝିଅ ଜଣଙ୍କ ସେ କର୍ମଚାରୀ ଉପରେ ନିର୍ଭର କରିନାହାଁନ୍ତି ତ।
ଯଦି ସେ ଝିଅ ତାଙ୍କର ଗାର୍ଲଫ୍ରେଣ୍ଡ, ତାଙ୍କ ସହ ବାହାରେ ଜନସାଧାରଣ ରେ ଏମିତି ବ୍ୟବହାର କରିବା କଣ ଠିକ କି।ତାହେଲେ ସେ ଝିଅ ଜଣଙ୍କ କିଛି କହୁନାହାନ୍ତି କାହିଁକି। କେବଳ ପୁରୁଷକୁ ଦୋଷ ଦେଲେ ଚାଲିବ ନାହିଁ ।ଯେଉଁଟି ନାରୀ ନିଜେ କିଛି ପଦକ୍ଷେପ ନେଉ ନାହିଁ,ସେଠି ପୁରୁଷ ସବୁକିଛି କରିବା ପାଇଁ ସାହସ କରିବା ସ୍ୱାଭାବିକ।ତେବେ ନାରୀ ଜାଗ୍ରତ ହେବା ଦରକାର।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।