୨୦୧୩ ମସିହାରେ ସିଦ୍ଧାର୍ଥ କୁମାର ତିୱାରୀ ଙ୍କ ଆସିଥିବା ମହାଭାରତ ଲୋକମାନଙ୍କ ମନରେ ବେଶ ପ୍ରଶଂସା ଆଣିଦେଇଥିଲା, ଏବଂ ବହୁତ ଲୋକପ୍ରିୟତା ହାସଲ କରିଥିଲା।ଏହି କରୋନା ଯୋଗୁଁ ଲାକଡାଉନ ହୋଇଥିଲା।ଯାହାଫଳରେ ଲୋକଙ୍କ ମାନରଞ୍ଜନ କରିବା ପାଇଁ ସରକାର ମଧ୍ୟ ବହୁତ ଚାଂହୁଥିଲେ, ଏବଂ ଲୋକଙ୍କୁ ଘରେ ରଖିବାକୁ ଚେଷ୍ଟା କରୁଥିଲେ।ତେଣୁ ଏହି ଲୋକପ୍ରିୟତା ମହାଭାରତ ଷ୍ଟାରପ୍ଲସ ରେ ଏପିଷୋଡ଼ ମାଧ୍ୟମରେ ପ୍ରଚଳିତ ଥିଲା।ଯାହା ଯୋଗୁଁ ମହାଭାରତର ସମସ୍ତ କଳାକାର ନଜର କୁ ଆସିଛନ୍ତି,ଏବଂ ପୁନର୍ବାର ମଧ୍ୟ ପ୍ରଶଂସିତ ହୋଇଛନ୍ତି।

ବର୍ତ୍ତମାନ ସେହି ମହାଭାରତର ଜଣେ ମହାନ ଏବଂ ମୁଖ୍ୟ କଳାକାର ଯାହାର ରୋଲ ଅର୍ଜୁନ ଥିଲା,ତାଙ୍କ ବିଷୟରେ କିଛି ଜାଣିବା। ମହାଭାରତରେ ଅର୍ଜୁନ ରୋଲ କରୁଥିବା ବ୍ୟକ୍ତି ଜଣଙ୍କ ଅସଲି ନାଁ ହେଉଛି ସହିର ଶେଖ।ସେ ୨୬ ମାର୍ଚ୍ଚ ୧୯୮୪ ମସିହାରେ ଜନ୍ମଗ୍ରହଣ କରିଥିଲେ।ସହିର ଜଣେ ଭଲ ଆକ୍ଟର ସହ ଜଣେ ଭଲ ମଡେଲ ମଧ୍ୟ।ସେ ନିଜର ଅଭିନେତା ବା ନିଜର ଆକ୍ଟର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ୨୦୦୫ ମସିହାରେ।
ସହିର ଶେଖ ବହୁତ ଟିଭି ସିରିଏଲରେ କାମ କରିଛନ୍ତି, ଏବଂ ପ୍ରଶଂସା ମଧ୍ୟ ପାଇଛନ୍ତି।ସେ ବହୁତ ଆୱାର୍ଡ ହାସଲ କରିଛନ୍ତି।ଯଦି ସହିରଙ୍କ ସାଧାରଣ ଜୀବନ ବିଷୟରେ ଜାଣିବା ଯେ ଏସେ ଆଜି ପର୍ଯ୍ୟନ୍ତ ଵିଵାହ ହୋଇନହାନ୍ତି।ତାଙ୍କର ଏକ ଗାର୍ଲଫ୍ରେଣ୍ଡ ଅଛନ୍ତି ଯାହାଙ୍କ ନାଁ ଆୟୁ ଟିଂ ଟିଂ।
ସେ ମଧ୍ୟ ଜଣେ ଅଭିନେତ୍ରୀ । ସେ ଦେଖିବା ପାଇଁ ଅତ୍ୟନ୍ତ ସୁନ୍ଦର ଏବଂ ସୁଶୀଳ ହୋଇଥିଲା ବେଳେ ସେ ସ୍ଵଭାଵ ରେ ସରଳ ଅଟନ୍ତି।
ସହିର ଏବଂ ଆୟୁ ପରସ୍ପରଙ୍କୁ ବହୁତ ଭଲ ପାଆନ୍ତି।ସେ ଦୁହେଁ ବହୁତ ସମୟ ଧରି ରିଲେଶନରେ ମଧ୍ୟ ଅଛନ୍ତି ବୋଲି ଦୁହେଁ ଖୁସିରେ କହୁଛନ୍ତି।ମହାଭାରତରେ ସହିରଙ୍କୁ ଅର୍ଜୁନ ରୋଲ ମିଳିବା ପରେ ଆୟୁ ବହୁତ ଉତେଜିତ ସହ ଏବଂ ବହୁତ ଆନନ୍ଦିତ ମଧ୍ୟ ଅଛନ୍ତି।ଆୟୁ ମହାଭାରତ ଦେଖିବା ପାଇଁ ଆଗ୍ରହୀ ଅଛନ୍ତି।ଏକ ମିଟିଙ୍ଗ ରେ ଦୁହେଁ ସହିର ଏବଂ ଆୟୁ ପରସ୍ପରଙ୍କୁ ବହୁତ ଭଲ ପାଆନ୍ତି ଏବଂ ଖୁସି ଖୁସି ଭବିଷ୍ୟତରେ ନିଜର ଲାଇଫ ପାର୍ଟ୍ନର ବୋଲି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ