ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ସବୁଦିନ ଓଜନ ମାପି ମାପି କଣ କରିବାର ଅଛି, ଦିନେ ନା ଦିନେ ସମସ୍ତଙ୍କୁ ମରିବାର ଅଛି, ଚାରିଦିନର ଜୀବନ ଖାଇନିଅ ଜୀବନସାରା, ଆଗାମୀ ଜନ୍ମରେ ଆହୁରି ୩ କେଜି ଆରମ୍ଭ କରିବାର ଅଛି,
୨) ଝିଅମାନଙ୍କର ୩୦୦ ଟଙ୍କାର ସ୍ୟାଣ୍ତାଲ୍ କିଣିକରି ପୁରା ଘରେ କହନ୍ତି କି ମୁଁ ସପିଙ୍ଗ୍ କରି ଆସିଛି, ପୁଅ-୧୦୦୦ ଟଙ୍କା ମଦ ପିଇକରି ଆସି ଚୁପ୍ ଚାପ୍ ଶୋଇଯାଆନ୍ତି , ସାଧା ଜୀବନ ଉଚ୍ଚ ବିଚାର ।
୩) ବୈଜ୍ଞାନିକ କଡା ପରିଶ୍ରମ କରିବାପରେ ନିକର୍ଷ ଏହା ବାହାରିଥାଏ କି ଯଦି ସ୍ତ୍ରୀଙ୍କ ଚାଲୁଥିବା କଥାବାର୍ତ୍ତା ବିଜୁଳି ସୃଷ୍ଟି କରିବାର କିଛି ତରିକା ବାହାରିଯାଏ ତେବେ ସଂପୁର୍ଣ୍ଣ ବ୍ରହ୍ମାଣ୍ତକୁ ୨୪ ଘଣ୍ଟା ବିଜୁଳି ମିଳିପାରିବ ।
୪) ଭାରତରେ କାମବାଲି ବାଇଙ୍କ ଏତେ ସମସ୍ୟା କଣ ପାଇଁ ଅଛି ? ସରକାର ୧୫ ବର୍ଷରୁ କମ୍ ଆୟୁ ବାଲା ଉପରେ ପ୍ରତିବନ୍ଧ ଲଗାଇଛନ୍ତି , ସ୍ତ୍ରୀ ମାନେ ୧୬ ରୁ ୪୦ ବର୍ଷ କାମବାଲିଙ୍କ ଉପରେ ପ୍ରତିବନ୍ଧ ଲଗାଇଛନ୍ତି ,ଓ ସ୍ତ୍ରୀ ୪୦ ବର୍ଷରୁ ଅଧିକା ଆୟୁ ବାଲା ଉପରେ ପ୍ରତିବନ୍ଧ ଲଗାଇଛନ୍ତି ।
୫) ଆମର ଅଧୁରା କାହାଣୀ ଗୀତେ ଏତେ ରୋମାଣ୍ଟିକ୍ ଅଟେ, ଗୀତ ଶୁଣିଲେ ନିଜ ଗାର୍ଲଫ୍ରେଣ୍ତକୁ ମିସ୍ କରିବାକୁ ଲାଗିଲେ , ଶଳା ପରେ ମନେ ପଡିଲା କି ମୋର କେହି ଗାର୍ଲଫ୍ରେଣ୍ତ ନାହାନ୍ତି ବୋଲି ।
୬) କିଛି ସୁନ୍ଦର ଝିଅଙ୍କର ସହ ଅଜବ ଧରଣର ବୟଫ୍ରେଣ୍ତ ଦେଖିକରି ଲାଗିଥାଏ , ବୋଧେ ଏମାନଙ୍କୁ ଶ୍ରାବଣ ସୋମବାର ବ୍ରତ ଭୁଲରେ କିଛି ଓଲଟା ସିଧା ରଖିନେଇଥିଲେ ବୋଧେ ।
୭) ପପୁକୁ ବିଡିର୍ ଅଭ୍ୟାସ ଲାଗିଯାଇଥିଲା, ତାର ବାପା ସେହି ଅଭ୍ୟାସ ଛଡାଇବାକୁ ବାବା ରାମଦେବଙ୍କ ଯୋଗ କ୍ଲାସ ପଠାଇଲେ , ପପୁ ଏବେ ପାଦରେ ବିଡି ପିଇନେଉଛି ।
୮) ପ୍ରେମୀ- କଣ ତୁମେ ଜାଣିଛ କି ସଂଗୀତରେ ଏତେ ଶକ୍ତି ଅଛି କି ପାଣି ବି ଗରମ ହୋଇପାରିବ, ପ୍ରେମିକା- ଯେବେ ତୁମର ଗୀତ ଶୁଣିକରି ମୋର ରକ୍ତ ଫୁଟୁଛି, ତେବେ ପାଣି କଣ ପାଇଁ ନୁହେଁ ।
୯) ଅଧା ରାତିକୁ ଫୋନ୍ ବାଜିବା ଦ୍ୱାରା ସ୍ୱାମୀ ସ୍ତ୍ରୀକୁ କହିଥାଏ, ସ୍ୱାମୀ- କେହି ଯଦି କିଏ ପଚାରେ ତେବେ କହିଦେବ ମୁଁ ଘରେ ନାହିଁ ବୋଲି, ସ୍ତ୍ରୀ- ମୋର ସ୍ତ୍ରୀ ଘରେ ହିଁ ଅଛନ୍ତି ଏହା କହିକରି ଫୋନ୍ କାଟିଦେଲେ, ସ୍ୱାମୀ- ଆରେ ମୁଁ କହିଥିଲି କି ତୁମକୁ କିଏ ପଚାରିଲେ ମନା କରିଦେବ କି ମୁଁ ଘରେ ନାହିଁ ବୋଲି, ସ୍ତ୍ରୀ-ଶାନ୍ତ ହୁଅ , ସବୁବେଳେ ଜରୁରୀ ନୁହେଁ କି ସବୁବେଳେ ତୁମର ଫୋନ୍ ଆସିଥିବ ।

୧୦) ପପୁର ବାହାଘର ଗୋଟିଏ ସୁନ୍ଦରୀ ଝିଅ ସହ ହୋଇଥିଲା,ପପୁ ଯେମିତି ଯାଇ ରୁମ ରେ ପହଞ୍ଚିଲା, ଝିଅ ସବୁ କପଡ଼ା ଖୋଲି ଦେଲା ଏବଂ ପଚାରିଲା..
ଚଉଠି ରାତି ମାନେ କଣ?
ପପୁ : କିଛି ନାହିଁ ଏମିତି ବୁଝ ୬ନମ୍ବର ଜୋତା ରେ ୯ ନମ୍ବର ପାଦ ପୁରେଇବା.. ତାପରେ ପାଦ୬ ନମ୍ବର ହେଇଯାଏ ଆଉ ଜୋତା ୯ ନମ୍ବର
ଆପଣଙ୍କ ପାଇଁ ଆମେ ଏମିତି ମଜାକଥା, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ