ସମୁଦ୍ର ପାଣି ପିଲେ ହନୁମାନ | ମାଳିକା ବର୍ଣତ ପୀଠ ଦେଖନ୍ତୁ ଅଲୌକିକ ମହିମା |

ମାଳିକା ରେ ଯାହା ଲେଖା ଯାଇଛି ତାହା ଧୀରେ ଧୀରେ ସତ ହେଉଛି | ଅଚୁତଦାସ ଙ୍କ କଥା କେଭେ ମିଥ୍ୟା ହେଇନି | ଆଜି ଠିକ ସେହିପରି ମାଳିକା ର ଏକ ଅଲୌକିକ ଘଟଣା ଉପରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ | ଜାଗାଟିର ନାଁ ହେଉଛି ହନୁମାନ ସିଧ୍ୟ ପୀଠ | ଜଗତସିଂହପୁର ବାଲିକୁଦା ଠାରେ ଏହି ପିଠ ଅବସ୍ତିତ |ଏହି ପୀଠ ସମ୍ପର୍କରେ କେବଳ ଅଚୁୟତ ମାଳିକା ବୋଲି ନୁହେଁ ଆହୁରି ଅନେକ ଆଖ୍ୟନ ରେ ଏହି ପୀଠ ବିଷୟରେ ବର୍ଣନା କରା ଯାଇଛି | ମହା ପୁରୁଷ ଅଚୁତ ସାରଳା ମଣ୍ଡଳ ରେ ପୃଥିବୀ କୁ ଷୋହଳ ମଣ୍ଡଳ ରେ ବିଭାଜନ କରିଛନ୍ତି | ସ୍କନ୍ଦ ପୁରାଣ ରେ କୁହା ଯାଇଛି ଯେତେବେଳେ ମହା ପ୍ରଳୟ ହୁଏ ଯେତେବେଳେ ଜଳ ଦେବତା ଙ୍କର କୋପ ହୁଏ, ବ୍ରହ୍ମା, ବିଷ୍ଣୁ ଙ୍କୁ ମଧ୍ୟ ଜଳ ସ୍ପର୍ଶ କରିଥାଏ ମାତ୍ର ଯେତେବେଳେ ହନୁମାନ ସେ ବିପଦ ରୁ ରକ୍ଷା କରିବାକୁ ଆଜ୍ଞା ପାଆନ୍ତି ସେ ସମ୍ପୂର୍ଣ୍ଣ ଜଳରାଶି କୁ ଶୋଷଣ କରିଦେବା ଭଳି କ୍ଷମତା ତାଙ୍କର ଥାଏ |

ମାଲିକାରେ ଲେଖା ଯାଇଛି ଓଡିଶା ର ୬ ଟୀ ଜିଲ୍ଲା ଜଳମଗ୍ନ ହେବା ସହ ହୀରାକୁଦ ବନ୍ଧ ଭାଙ୍ଗିବ | ଯାହା ଦ୍ୱାରା କି ଓଡିଶା ସମ୍ପୂର୍ଣ୍ଣ ରୂପ ରେ ଜଳ ମଗ୍ନ ହେବ | ଏହା ଶୁଣି ଆପଣଙ୍କ ଆଶ୍ଚର୍ଯ୍ୟ ହେବା ଜମା ଉଚିତ ନୁହେଁ କାହିଁକି ନା ଦ୍ଵାରକା ନଗରୀ ବି ଦିନେ ପାପ ଭରା ସହ୍ୟ କରି ନ ପାରି ସମୁଦ୍ର ଗର୍ବ ରେ ଲିନ ହୋଇଯାଇଥିଲା | ସେତେବେଳେ ତ୍ରେତୟା ଯୁଗ ହୋଇଥିବା ବେଳେ ବର୍ତମାନ କଳି ଯୁଗରେ କାହିଁକି ସମ୍ଭବ ନୁହେଁ | ଏହିପରି କିଛି ଘଟଣା ଲେଖି ଯାଇଛନ୍ତି ଆମର ହାଡ଼ି ଦାସ ଅଚୁତ ମହା ପ୍ରଭୁ | ଯେତେବେଳ ବି ଏହିପରି ଅଘଟଣ ହେବ।

ସେତିକି ବେଳେ ମହାବୀର ଆଜ୍ଞା ପାଇଁ ଏହି ବିପଦ ରୁ ରକ୍ଷା କରିବେ ସମସ୍ତ ଜଳ ରାଶି କୁ ଶୋଷଣ କରିବେ | ଯାହା ଦ୍ୱାରା କି ଜିବ ଜଗତ ପ୍ରଳୟ କବଳରୁ ରକ୍ଷା ପାଇବ |ବହୁତ ଡାକ୍ତର ମାନେ ଆଶା ଫେରାଇ ଦେଇଥିବା ରୋଗୀ ମାନେ ଏହି ମନ୍ଦିରକୁ ଆସି ସୁସ୍ଥ ହୋଇ ଫେରିଛନ୍ତି |କୋଳରେ ସନ୍ତାନ ନଥିବା ବ୍ୟକ୍ତି ମାନସିକ କରି କୋଳରେ ଛୁଆଟିଏ ପାଇଛି | ଏହି ମନ୍ଦିରରେ ଚୁମ୍ବକୀୟ ରହସ୍ୟ ଥିବାର ସ୍ଥାନୀୟ ବାସିନ୍ଦା ଉଲେଖ କରିଛନ୍ତି |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Leave a Reply

Your email address will not be published.