ହୃଦୟ ସମ୍ଭଦିତ ରୋଗ ହାର୍ଟ ଆଟାକ, ଏବଂ ହାର୍ଟ ବଲକେଜ ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସମ୍ପୂର୍ଣ୍ଣ ଦେଖନ୍ତୁ | ଆପଣଙ୍କର ହୁଦୟ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଛି କି | ଚାଲି ଚାଲି ଆପଣଙ୍କୁ ଅଣନିଶ୍ୱାସୀ ଲାଗୁଚି କି ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଲାଗୁଚି | ଆପଣଙ୍କର ଇ ସି ଜି ରିପୋର୍ଟ ଖରାପ ହେବାକୁ ଲାଗିଲାଣି ତେବେ ମୁଁ ଆଜି ଆପଣଙ୍କୁ କହିବି ଏକ ଚମତ୍କାରୀ ଘରୋଇ ଉପଚାର | ଆଜି କଲି ପ୍ରତେକ ଘରେ ହାର୍ଟ ରୋଗୀ ଦେଖିବାକୁ ମିଳୁଛି |

ବନ୍ଧୁଗଣ ହାର୍ଟ ପ୍ରୋବ୍ଲେମ ଏମିତି ଏକ ସମସ୍ୟା ହେଲାଣି ଯାହା ଛୋଟ ବଡ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି | ଆପଣଙ୍କର ଏହି ଅସୁବିଧା ବଢିଗଲେ ଆପଣଙ୍କ ହାର୍ଟ ଅପରେସନ ହୋଇପରେ | ଯଦି ଆପଣଙ୍କ ଘରୋଇ ଉପଚାର ରେ ଭଲ କରିବାକୁ ଚାଁହୁଚନ୍ତି ତାହାଲେ ଏହି ଉପାୟ କରନ୍ତୁ | ଏହି ଉପାୟ ଟୀ କଲେ ଆପଣଙ୍କୁ ଜୀବନରେ କେଭେ ମଧ୍ୟ ହୃଦୟ ଜନିତ ସମସ୍ୟା ଦେଖାଦେବ ନାହିଁ |
ପ୍ରଥମ ସାମଗ୍ରୀ ରେ ଆମକୁ ଏକ ଲାଉ ବା ବୋଇ କଖାରୁ ନେବାକୁ ହେବ | ଏହା ଆପଣଙ୍କୁ ସହଜରେ ବଜ଼ାର ରେ ମିଳିଯିବ | ଆପଣଙ୍କୁ ସାଧାରଣ ତ ଏକ ଗ୍ଳାସ ଲାଉ ଜୁସ ଦରକାର ହେବ ସେଠି ପାଇଁ ଆପଣଙ୍କୁ ପାଞ୍ଚ ରୁ ଛ ଇଞ୍ଚ ଲମ୍ବା ର ଲାଉ ଦରକାର ହେବ ପ୍ରଥମେ ଏହାର ଚୋପା କୁ କାଢି ନିୟନ୍ତୁ ଏବଂ ଛୋଟ ଛୋଟ ର ଆକାର ରେ କାଟି ନିୟନ୍ତୁ | ତା ପରେ ତାକୁ ବାଟି ନିୟନ୍ତୁ | ଏକ ଛଣା ସାହାର୍ଯ୍ୟ ରେ ଖଦଡ ଅଂଶ କୁ ଅଲଗା କରି ଜୁସ କୁ ଅଲଗା ରଖନ୍ତୁ
ଏଥିରେ ଆପଣଙ୍କୁ ଏକ ଚାମଚ ଅଦା ରସ ମିସେଇବାକୁ ପଡିବ ଏବଂ ଏକ ଚାମଚ ତୁଳସୀ ରସ ଏବଂ ଏକ ଚାମଚ ପୋଦିନା ରସ ମିସେଇବାକୁ ହେବ | ଏବେ ଆପଣଙ୍କର ଘରୋଇ ହେଲଦି ଜୁସ ରେଡି ଏହାକୁ ଆପଣ ପ୍ରତିଦିନ ସେବନ କରିପାରିବେ | ଏପରି କରିବା ଦ୍ୱାରା ହୃଦୟର ସମସ୍ୟା ଦୂର ହେବ |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ