ଓଡ଼ିଆ ଢଗ ମାଳିକା l ହିନ୍ଦୀ ଚଳଚିତ୍ର ର ନାମ କଣ? ଜାଣନ୍ତୁ ଏହିପରି ଅନେକ କିଛି l
ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଢଗ ମାଳିକା ରେ ଦଶ ଗୋଟି ଚତୁର ପ୍ରଶ୍ନ ଓ ତାର ଉତ୍ତର ଜାଣିବା l ସବୁବେଳେ ଆପଣଙ୍କ ମନ ପସନ୍ଦ ଏପିଷୋଡ଼ ଆଣି ଆସୁଛୁ ଆଉ ଆଗକୁ ମଧ୍ୟ ଆଣିବୁ l ତେବେ ଆସନ୍ତୁ ଆଜି ଦେଖିବା ଚତୁର ପ୍ରଶ୍ନ ରେ କଣ କଣ ଅଛି l
ପ୍ରଥମ ପ୍ରଶ୍ନ )- ସେ କିଏ ଯେ ଯେତେ ବୁଢା ହେଲେ ମଧ୍ୟ ଯବାନ ରୁହେ l
ଉତ୍ତର – ଦେଶର ସୈନିକ
ଦ୍ୱିତୀୟ ପ୍ରଶ୍ନ )- ଜଗନ୍ନାଥ ଙ୍କରଥ ର ନାଁ କଣ?
ଉତ୍ତର – ନନ୍ଦୀ ଘୋଷ
ତୃତୀୟ ପ୍ରଶ୍ନ )- ବଳଭଦ୍ର ଙ୍କ ରଥର ନାଁ କଣ?
ଉତ୍ତର – ତାଳଧ୍ୱଜ
ଚତୁର୍ଥ ପ୍ରଶ୍ନ )- ପ୍ରଥମ ଓଡ଼ିଆ ଚଳଚିତ୍ର ନାଁ କଣ?
ଉତ୍ତର – ସୀତାବିବାହ
ପଞ୍ଚମ ପ୍ରଶ୍ନ )- ଓଡ଼ିଆ ପ୍ରଥମ ଗଳ୍ପ ର ନାଁ କଣ?
ଉତ୍ତର – ରେବତୀ
ଷଷ୍ଠ ପ୍ରଶ୍ନ )- କେଉଁ ପ୍ରାଣୀ କୁ ମରୁଭୂମି ର ଜାହାଜ କୁହାଯାଏ?
ଉତ୍ତର – ଓଟ
ସପ୍ତମ ପ୍ରଶ୍ନ )- କେଉଁ ପକ୍ଷୀ ଆଦୌ ବସା ତିଆରି କରେ ନାହିଁ?
ଉତ୍ତର – କୋଇଲି
ଅଷ୍ଟମ ପ୍ରଶ୍ନ )- ଭିତରକନିକା ଅଭୟାରଣ୍ୟ କେଉଁ ଜିଲ୍ଲା ରେ ଅବସ୍ତିତ l
ଉତ୍ତର – କେନ୍ଦ୍ରାପଡ଼ା
ନବମ ପ୍ରଶ୍ନ )- ନନ୍ଦନକାନନ ଅଭୟାରଣ୍ୟ କେଉଁ ଜିଲାରେ ଅବସ୍ଥିତ
ଉତ୍ତର – ଖୋର୍ଦ୍ଧା
ଦଶମ ପ୍ରଶ୍ନ )- ହିନ୍ଦୀ ଚଳଚ୍ଚିତ୍ର ର ନାଁ କୁହନ୍ତୁ ନିଆଁ + ରାସ୍ତା=???
ଉତ୍ତର – ଅଗ୍ନିପଥ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।