ଓଟିଭି ରେପ୍ କେସ! ଜେଲ ଯିବେ ଜାଗି ମଙ୍ଗତ ପଣ୍ଡା! ଗିରଫ ହେଲେ ୨ଜଣ

ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଓଟିଭି ର ୨ ଜଣ ଗିରଫ | ପହଁଚିଲେ ଜାଗି ପଣ୍ଡା |ଭୁବନେଶ୍ୱର ଇନ୍ଫୋସିଟି ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ନାଁ ଥିବା ଚାରି ଜଣ ଗିରଫ | ଏଫ ଆଇ ଆର ରେ ନାଁ ଥିବା ଚାରି ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ | ସେହି ଚାରି ଜଣଙ୍କ ମଧ୍ୟରୁ ୨ ଜଣ ଓ ଟିଭି ର କର୍ମ ଚାରି ଅଟନ୍ତି | ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରା ଏବଂ ୨ ଜଣ ସିକୁରୁଟି ଗାର୍ଡ ଗିରଫ ହୋଇଛନ୍ତି | ସେମାନେ ହେଲେ ବିଜୟ ରାଉତ ଓ ଅନ୍ୟ ଜଣେ ସାମଲ ଗିରଫ ହୋଇଛନ୍ତି | ଓ ଟିଭି ର ୨ ଜଣ କର୍ମଚାରି ଙ୍କୁ ସୁରକ୍ଷା ଦେବା ପାଇଁ ମନା କରିଥିଲେ ହାଇକୋର୍ଟ | ଏହା ପରେ ହାଣ୍ଡକପ ପକାଇଛି କାଇମବ୍ରାଞ୍ଚ | ତାଲାବନ୍ଦ ସମୟରେ ଇନ୍ଫୋସିଟି ଅଂଚଳରେ ୧୩ ବର୍ଷୀୟା ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ହୋଇଥିଲା | ଅଗଷ୍ଟ ତିରିଶ ରେ ମହିଳା ଥାନାରେ ଅଭିଯୋଗ ହୋଇଥିଲା | ପୀଡିତା ଙ୍କ ମା ଅଭିଯୋଗ କରିଥିଲେ | ଓ ଟିଭି ର ୨ କର୍ମଚାରି ୨ ଜଣ ସିକୁରିଟି ଗାର୍ଡ ଙ୍କ ସମେତ ଜଣେ ପୋଲିସ ସହ ୭ ଜଣଙ୍କ ନାଁ ରେ ଅଭିଯୋଗ ହୋଇଥିଲା |

ପ୍ରଥମେ ତଦନ୍ତ କରିଥିଲା କମିଶନର ପୋଲିସ | ପରେ କ୍ରାଇମବ୍ରାଞ୍ଚ କୁ ତଦନ୍ତ ର ଦାୟିତ୍ୱ ଦେଇଥିଲେ ସରକାର | ନାବାଳିକା କହିଥିଲେ ଯେ ତାଙ୍କା ମା ତାଙ୍କୁ ବାହାରପଟୁ ତାଲା ପକେଇ ଦେଇ ଲଣ୍ଡା ମାମା ଙ୍କ ପାଖରେ ଚାବି ଥୋଇ ଦେଇ ଜୟନ୍ତୀ | ହଠାତ ଦିନେ ଲଣ୍ଡା ମାମା ତାଙ୍କୁ ମାଉସୀ ଡାକୁଥିବା ର କହି ଡାକିଲେ ଯିବାକୁ ମନା କରିବାକୁ ତାକୁ ଟେକି ନେଇକି ଲଣ୍ଡାମାମା ଘରେ ଛାଡ଼ିଦେଇଥିଲେ | ଭିତର ପଟୁ ବୁଦ୍ଧି ତାଲା ପକେଇଦେଲା ସେଥିରେ ଓଟିଭି ର ୨ ଜଣ ଲୋକ ଏବଂ ୨ ଜଣ ସିକୁରିଟି ଗାର୍ଡ ଥିଲେ ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ଭିଡିଓ ମଧ୍ୟ କରିଥିଲେ | ପନ୍ଦର ଦିନ ଧରି ଦୁଷ୍କର୍ମ କରିଥିଲେ ସାତେ ଅଭିଯୁକ୍ତ | ଝିଅ ଉପରେ ହୋଇଥିବା ଅନ୍ୟାୟ କୁ ଝିଅର ମା ଓଟିଭି ଜାଗି ପଣ୍ଡା ଙ୍କୁ ନ୍ୟାୟ ମାଗିଥିଲେ | ଏହି ବିଷୟରେ ରେ ହାଇକୋର୍ଟ ବସିଥିଲା ଓ କାହିଁକି କାର୍ଯ୍ୟଅନୁଷ୍ଠାନ ହୋଇନି ବୋଲି ହାଇକୋର୍ଟ ଅସନ୍ତୋଷ ଭାବ ପ୍ରକାଶ କରିଥିଲେ ଆସନ୍ତା ଡିସେମ୍ବର ଷୋହଳ ତାରିଖ ରେ ହେବ ପରବର୍ତୀ ଶୁଣାଣି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published.