ବିବାହର ମାତ୍ର ୯ ଦିନ ପରେ ଶଶୁର ସହ ବୋହୁ ଫେରାର। କଳଙ୍କ ଲାଗିଲା ଶଶୁର ବୋହୁ ସମ୍ପର୍କରେ।ଆସନ୍ତି ଜାଣିବା ଏହା ପଛର ରହସ୍ୟ।ନିଜ ପୁଅକୁ ବାହା ହୋଇଥିବା ଝିଅ ପୁଅର ବାପା ସହ ଫେରାର।ମାତ୍ର ୯ ଦିନ ହୋଇଥିଲା ବାହାଘର।ଏମିତି କି ପ୍ରେମ ଥିଲା କେଜାଣି ଯାହାଫଳରେ ନବ ବିବହିତ ବୋହୁ ନିଜ ଶଶୁର ସହ ଫେରାର ହୋଇଥିଲା।ତାପରେ ସେଲ୍ଫି ନେଇ ଦୁହେଁ ଫେସବୁକରେ ଅପଲୋଡ କରିଛନ୍ତି।ଏମିତିକା ଘଟଣା ସମାଜରେ ଏକ ସମ୍ପର୍କରେ ଦାଗ ଲଗାଇ ଦିଏ।ଯାହାକି ଘୋର କଳିକାଳ ବୋଲି କୁହାଯାଏ।

ଝାଡ଼ଖଣ୍ଡର ଭଗବାନ ପୁର ଗ୍ରାମରେ ଏହିପରି ଘଟଣା ଘଟିଛି।ଯିଏବି ଏହି ଘଟଣା ଶୁଣିଚି ସେ ଆଶ୍ଚର୍ଯ୍ୟ ହୋଇଛି।ନବ ବିବହିତ ଝିଅର ବୟସ ୨୯ ବର୍ଷ।ସେ ୩୨ ବର୍ଷୀୟ ସ୍ୱାମୀଙ୍କୁ ବିବାହ କରି ୬୨ ବର୍ଷର ସାନ ଶଶୁରଙ୍କ ସହ,ଵିଵାହର ମାତ୍ର ୯ ଦିନ ପରେ ଫେରାର।ଏହି ଘଟଣାଟି ସେହି ଅଞ୍ଚଳରେ ଚଞ୍ଚଲ୍ୟ ଘଟାଇଛି।ଏହି ଘଟଣା ଦ୍ଵାରା ନିଜ ଘରଲୋକଙ୍କ ମୁଣ୍ଡ ତଳକୁ ହୋଇଛି ଏବଂ ସେଠାକାର ଲୋକମାନେ ମଧ୍ୟ ଲଜ୍ୟା ଆଚରଣ କରୁଛନ୍ତି।ତେବେ ଘଟଣା ପଛରେ ଥିବା ବିଶେଷ କାରଣ ଜାଣିବା।
କିଛିଦିନ ଵିଵାହ ପରେ ଝିଅର ଶାଶୁ ତାଙ୍କ ଲକର ଚାବି ବୋହୂକୁ ଦେଇଥିଲେ। ପୁଅ ଏକ ଷ୍ଟିଲ କମ୍ପାନୀରେ ଚାକିରୀ କରିଥିବାରୁ ସେ ନିଜ ସ୍ତ୍ରୀକୁ ସମୟ ଦେଇପାରୁନଥିଲା।ଯାହାଫଳରେ ସାନ ଶଶୁର ସହ ସମ୍ପର୍କ ସ୍ଥାପନ କରିଥିଲା ଝିଅ। ତାପରେ ସେ ଦୁହେଁ ଘରୁ ୬୫ ଭରି ସୁନା ଦିନିଷ ନେଇଯାଇ ବହୁତ ଦୂରକୁ ପଳେଇଛନ୍ତି।ଝିଅ ଭିଡ଼ିଓ କଲ କରି କହିଥିଲା କି ସେ ସେଠାରେ ବହୁତ ଖୁସିରେ ଅଛନ୍ତି ତାଙ୍କୁ ଆଉ ଖୋଜାଖୋଜି ନକରିବା ପାଇଁ।ଏବଂ କହିଥିଲା କି ସେ ସେଠାରେ ଶଶୁରଙ୍କ ପେନସନ ପଇସାରେ ବେଶ ଭଲରେ ଅଛନ୍ତି।ବର୍ତ୍ତମାନ ସେ ତାଙ୍କୁ ଵିଵାହ କରି ନିଜର ଶଶୁରଙ୍କୁ ନିଜ ସ୍ୱାମୀ ମନେକରି ଚଳୁଛନ୍ତି।
ଆଜିକାଲି ଝିଅ ବୋହୂ ଙ୍କର ଇଜ୍ଜତ ସହ ଖେଳ ଖେଳିବା ଏକ ଛୋଟ କଥା ହୋଇଗଲାଣି।ନାରୀମାନଙ୍କର ଇଜ୍ଜତ ବୋଲି କିଛି ନାହିଁ।ତାଙ୍କ ଇଜ୍ଜତ କୁ ନେଇ ତାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି।କେବଳ ଏଥିପାଇଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।