ବୃଷ ରାଶି : ଶାରୀରିକ ଦୃଷ୍ଟିକୋଣରୁ ନିଜକୁ ଅସୁସ୍ଥତାମାନେ କରିବେ । ପାରିବାରିକ କ୍ଷେତ୍ରକୁ ବାଦ୍ ଦେଲେ ଦିନଟି ଆପଣଙ୍କ ପାଇଁ ଭଲ ରହିବ । ବୈବାହିକ ଜୀବନ ସୁଖମୟ ରହିବ କାର୍ଯ୍ୟରେ ସଫଳତା ହାସଲ କରିବେ । କିନ୍ତୁ ବୃହସ୍ପତି ଶନି ଯୁକ୍ତ ଯୋଗୁଁ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସଦସ୍ୟ, ନିକଟ ସମ୍ପର୍କୀୟ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବ୍ୟବସାୟରେ ସ୍ଥିତି ଭଲ ରହିବ । ବ୍ୟବସାୟରେ ଆୟ ବୃଦ୍ଧି କରିବା ପାଇଁ ନୂଆ ନୂଆ ବିକଳ୍ପ ଅବଲମ୍ବନ କରିବେ ଓ କୃତକାର୍ଯ୍ୟ ମଧ୍ୟ ହେବେ । ଅଫିସରେ ଆପଣଙ୍କ କାର୍ଯ୍ୟକୁ ଦେଖି ଉଚ୍ଚାଧିକାରୀ ପ୍ରଶଂସା କରିବେ ଓ ପଦୋନ୍ନତିର ଯୋଗ ରହିଛି ।
କୁମ୍ଭ ରାଶି : ଗୃହ, ଭୂମି, ଗାଡ଼ିମୋଟର, ପ୍ରେସ୍, ପବ୍ଲିିକେଶନ ଆଦି କ୍ଷେତ୍ରରେ ସମସ୍ୟା ବଢିପାରେ । ପାରିବାରିକ ସ୍ଥିତି, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରେ ସୁଫଳ ପାଇବେ । ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି । ପରିବାରରେ ବହୁତ ଦିନରୁ ଚାହିଁ ବସିଥିବା ପ୍ରତୀକ୍ଷିତ ଖବର ହଠାତ୍ ପାଇ ଖୁସି ହୋଇଯିବେ । ବ୍ୟବସାୟରେ କାରବାର ଭଲ ରହିବ । ଅଫିସରେ ସହକର୍ମୀମାନଙ୍କ ସହ ଦ୍ୱନ୍ଦ୍ୱଯୁକ୍ତ ହେବା କାରଣରୁ ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝି ପାରିବେ ନାହିଁ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବ
ସିଂହ ରାଶି :ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଜିଦଖୋର ମନୋବୃତ୍ତି ଯୋଗୁଁ କେତେକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ପରିବାରରେ ପରସ୍ପର ମନର ଦୁଃଖ ଓ ଅବସାଦକୁ ପ୍ରକାଶ କରି ନ ପାରି ନୀରବ ରହିବାକୁ ବାଧ୍ୟ ହେବେ । ପରିବାରରେ ସାଧାରଣ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇପାରେ ।ଭାବିଚିନ୍ତି କାମ କରନ୍ତୁ, ନଚେତ ଅନୁତାପ କରିବାକୁ ପଡିପାରେ ।
ତୁଳା ରାଶି : ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ୱିତ ହେବ । ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ କରିବେ । ଉପରିସ୍ଥଙ୍କ ସାହାଯ୍ୟରୁ ସ୍ଥଗିତ କାମକୁ ପୂରଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ଏହା ସଙ୍ଗେସଙ୍ଗେ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ । ନିଜ ନିଜ ସ୍ଵାର୍ଥକୁ ଦୃଷ୍ଟିରେ ରଖି ବନ୍ଧୁମାନେ ଆପଣଙ୍କୁ ବିବାଦକୁ ଠେଲି ଦେଇପାରନ୍ତି, ତେଣୁ ପ୍ରତ୍ୟେକ କ୍ଷେତ୍ରରେ ସାର୍ଥକତା ଅବଲମ୍ବନ କରିବା ସଙ୍ଗେସଙ୍ଗେ ନୀରବଦ୍ରଷ୍ଟା ରହି କାମ କରିବା ଭଲ ହେବ । ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଦିନଟି ଅତି ସୁଖଦାୟକ ରହିବ । ଲକ୍ଷ୍ୟ ପୂରଣ ହେବ, କିନ୍ତୁ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କିଛି ଭୁଲ୍ କାର୍ଯ୍ୟ କରିପାରନ୍ତି ।
ମୀନ ରାଶି : କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତା ହେତୁକ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ସମ୍ୟକ କ୍ରୋଧ ସୃଷ୍ଟି କରିପାରେ । କିନ୍ତୁ ଅନ୍ୟମାନଙ୍କ ସହମତିରେ କାମ କରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ସରକାରୀ କାମରେ ସଫଳତା ମିଳିବ । ଆଜି କୌଣସି କ୍ଷେତ୍ରରେ ମଧ୍ୟ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । ପୁରୁଣା ସମ୍ପର୍କ, ଜମିଜମା, ଗାଡ଼ି ମୋଟରରୁ ଭଲ ଲାଭ ପାଇବେ । ନିର୍ମାଣାଧୀନ କାର୍ଯ୍ୟ ସମସ୍ୟା ବହୁଳ ରହିବ ।
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।