ଗୀତିକାର ଦୀପ୍ତିରେଖା ଙ୍କ ରିସେପ୍ସନ ପାର୍ଟିର ଫୋଟୋ ଏବଂ ଭିଡିଓ ହେଲା ଭାଇରାଲ

ଓଡିଶା ର ସୁନାମ ଧନ୍ୟ ଗୀତିକାର ଦୀପ୍ତିରେଖା ପାଢ଼ୀ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି | ଚୁଲୁବୁଲି ଗାୟିକା ଦୀପ୍ତିରେଖା ଗତ ଶୁକ୍ରବାର ଦିନରେ ପବିତ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ତାଙ୍କ ସ୍ୱାମୀ ଙ୍କ ନାଁ ସୌମ୍ୟରଞ୍ଜନ ଅଟେ | ସେ ଜଣେ ବ୍ୟବସାୟୀ ଅଟନ୍ତି | ସେ ଦୀପ୍ତିରେଖା ପାଢ଼ୀ ଙ୍କୁ ବିବାହ କରିଛନ୍ତି | ସୋସିଆଲ ମିଡିଆରେ ଆପଣ ଗୀତିକାର ଦୀପ୍ତିରେଖା ଏବଂ ସୌମ୍ୟରଞ୍ଜନ ଙ୍କ ବିବାହ ବେଳ ର ଫୋଟୋ ଦେଖିଥିବିବେ | ଚୁଲବୁଲି ଗାୟିକା ଦେଖିବାକୁ ଖୁବ ଚୁଲବୁଲି | ବିବାହ ବେଳେ ଚୁଲବୁଲି ଗାୟିକା ଦୀପ୍ତିରେଖା ଖୁବ ସୁନ୍ଦର ଦିଶୁଥିଲେ | ସମସ୍ତେ ଦୁହେଁ ନବ ବିବାହିତା ଦମ୍ପତି ଙ୍କୁ ଆଶ୍ରିବାଦ ଦେବା ସହ ଶୁଭେଚ୍ଛା ଦେଇଥିଲେ |

ବିବାହ ପରେ ପରେ ଗତକାଲି ତାଙ୍କର ରିସେପ୍ସନ ସରିଯାଇଛି ଆପଣ ଫୋଟୋ ରେ ଦେଖି ପାରୁଥିବେ | ଦୀପ୍ତିରେଖା ଏବଂ ତାଙ୍କର ସମସ୍ତ ପରିବାର ସାଙ୍ଗ ସାଥି ଙ୍କୁ ରିସେପ୍ସନ କୁ ଡାକିଥିଲେ ଓ ଖୁବ ଖୁସି ମଧ୍ୟ ଥିଲେ | ବିବାହ ଉତ୍ସବ ଯେପରି ଖୁବ ସୁନ୍ଦର ଭାବେ ହୋଇଥିଲା ଠିକ ସେହିପରି ରିସେପସନ ଖୁବ ସୁନ୍ଦର ଭାବେ ହୋଇଥିଲା | ସ୍ୱାମୀ ସୌମ୍ୟରଞ୍ଜନ ଙ୍କ ସହ ଖୁବ ଖୁସିରେ ଅଛନ୍ତି ଦୀପ୍ତିରେଖା | ସୌମ୍ୟରଞ୍ଜନ ଙ୍କ ସମସ୍ତ ବନ୍ଧୁ ପରିବାର ବର୍ଗ ଏହି ରିସେପସସନ ପାର୍ଟି ରେ ଯୋଗ ଦେଇଥିଲେ ନବ ବିବାହିତା ଦମ୍ପତି ଙ୍କୁ ଶୁଭେଚ୍ଛା ଦେଇଥିଲେ | ତାଙ୍କର ଦୀର୍ଘାୟୁ କାମନା କରି ଆଶ୍ରିବାଦ ଦେଇଥିଲେ ପରିବାର ଲୋକେ।

Leave a Reply

Your email address will not be published.